ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ

0

ଉତ୍ତରପ୍ରଦେଶ: ମୁଲାୟମ ସିଂହ ଯାଦବ ଆଉ ନାହାନ୍ତି। ୮୨ ,ବର୍ଷ ବୟସରେ ପରଲୋକ। ଉତ୍ତରପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ଥିଲେ। ଅସୁସ୍ଥ ହେବା ପରେ ଗୁରୁଗାଁଓ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଉତ୍ତରପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ବୋହୂ ଡିମ୍ପଲ ହସ୍ପିଟାଲରେ ମୃତ୍ୟୁ ଶଯ୍ୟା ନିକଟରେ ଥିଲେ। ମୂତ୍ରାଶୟରେ ସଂକ୍ରମଣ କାରଣରୁ ଅସୁସ୍ଥ ହୋଇଥିଲେ ମୁଲାୟମ। ପରେ ତାଙ୍କ ସ୍ୱାସ୍ଥ୍ୟ ଗମ୍ଭୀର ହୋଇଥିଲା ଓ ଡାକ୍ତର ଦଳ ତାଙ୍କୁ ଆଇସିୟୁକୁ ନେଇଥିଲେ। ରବିବାର ଅର୍ଥାତ ଅକ୍ଟୋବର ୯ ତାରିଖରେ ତାଙ୍କ ଅବସ୍ଥା ସଙ୍ଗିନ ଥିବା ନେଇ ହସ୍ପିଟାଲ ପକ୍ଷରୁ ବୁଲେଟିନ ଜାରି ହୋଇଥିଲା।

Leave A Reply

Your email address will not be published.