ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

କ୍ୟାପିଟାଲ ହସ୍ପିଟାଲ ବୁଲି ଦେଖିଲେ ପାଣ୍ଡିଆନ

0

ଆଜି ସକାଳେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ ସ୍ବାସ୍ଥ୍ୟବସ୍ଥା ଭିତ୍ତିଭୂମିର ବିକାଶର ସମୀକ୍ଷା କରିଛନ୍ତି। ଟ୍ରମା କେଆର ଏବଂ ରିସର୍ଚ୍ଚ ଟ୍ରମା କେଆର୍ ,ପିଜି ଗ୍ରାଜୁଏଟ ମେଡିକାଲ କଲେଜ , ସର୍ଜରି ବ୍ଲକ, ଜୁନିଅର ହଷ୍ଟେଲ , ବରିଷ୍ଠ ଡ଼ାକ୍ତରଙ୍କ କ୍ୱାଟର୍ସ ଆଦି କ୍ଷେତ୍ରରେ କେତେ କାର୍ଯ୍ୟ ହୋଇଛି ତାର ଅନୁଧ୍ୟାନ କରିଥିଲେ। ଏହି ସମୀକ୍ଷା ସମୟରେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, ସ୍ବାସ୍ଥ୍ୟ ବିଭାଗର ନିର୍ଦେଶକ ବିଜୟ ମହାପାତ୍ର ଓ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡାକ୍ତର ଏଲ ଡି ସାହୁ ବି ଉପସ୍ଥିତ ଥିଲେ। ଆସନ୍ତା ୨୦୨୪ ମସିହା ସୁଦ୍ଧା ନିର୍ମାଣ କାମ ଶେଷ କରିବା ଲକ୍ଷ୍ୟ ରହିଛି।

Leave A Reply

Your email address will not be published.