ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ବାତ୍ୟା ‘ଦାନା’ ପାଇଁ ଜାରି ହେଲା ଜରୁରୀକାଳୀନ ହେଲ୍ପଲାଇନ ନମ୍ବର

0

ଭୁବନେଶ୍ୱର: ବାତ୍ୟା ‘ଦାନା’ କୁ ନଜରରେ ରଖି ରାଜ୍ୟ ସରକାର ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଧୀନରେ ଥିବା ୧୫ଟି ଜିଲ୍ଲାର ଲୋକଙ୍କୁ ସହାୟତା କରିବା ପାଇଁ ଜରୁରୀକାଳୀନ ହେଲ୍ପଲାଇନ ଫୋନ୍ ନମ୍ବର ଜାରି କରିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ କରିବା ପାଇଁ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ବ୍ୟବସ୍ଥା କରାଯାଇଛି। ବାତ୍ୟା ‘ଦାନା’ ପାଇଁ ଟୋଲ୍ ଫ୍ରି ନମ୍ବର ୧୦୭୭ ଥିବାବେଳେ ପ୍ରତ୍ୟେକ ଜିଲ୍ଲାର ନିଜସ୍ୱ କଣ୍ଟ୍ରୋଲ୍ ରୁମ୍ ନମ୍ବର ଅଛି। ଆସନ୍ତୁ ଜାଣିବା…

ବାଲେଶ୍ବର-କଣ୍ଟ୍ରୋଲ୍ ରୁମ୍-06782-262286, 06782-261077

ମୟୂରଭଞ୍ଜ- କଣ୍ଟ୍ରୋଲ୍ ରୁମ୍-06792-252759, 06792-252941

ଭଦ୍ରକ-କଣ୍ଟ୍ରୋଲ୍ ରୁମ୍ -06784- 251881

ଯାଜପୁର- କଣ୍ଟ୍ରୋଲ୍ ରୁମ୍ -06728- 222648

କେନ୍ଦ୍ରାପଡା- କଣ୍ଟ୍ରୋଲ୍ ରୁମ୍ -06727- 232803

କେନ୍ଦୁଝର- କଣ୍ଟ୍ରୋଲ୍ ରୁମ୍ -06766- 255437

ଜଗତସିଂହପୁର- କଣ୍ଟ୍ରୋଲ୍ ରୁମ୍- 06724-220368

କଟକ- କଣ୍ଟ୍ରୋଲ୍ ରୁମ୍ -0671- 2507842

ଢେଙ୍କାନାଳ -କଣ୍ଟ୍ରୋଲ୍ ରୁମ୍-06762- 226507,06762-221376

ଅନୁଗୁଳ- କଣ୍ଟ୍ରୋଲ୍ ରୁମ୍ -06764- 230980

ପୁରୀ-କଣ୍ଟ୍ରୋଲ୍ ରୁମ୍ -06752-223237

ଖୋର୍ଦ୍ଧା- କଣ୍ଟ୍ରୋଲ୍ ରୁମ୍ -06755- 220002

ଗଞ୍ଜାମ- କଣ୍ଟ୍ରୋଲ୍ ରୁମ୍ -06811- 263978

ନୟାଗଡ- କଣ୍ଟ୍ରୋଲ୍ ରୁମ୍ -06753- 252978

ବିଏମସି (ଭୁବନେଶ୍ୱର) ଟୋଲ୍ ମାଗଣା ସଂଖ୍ୟା – ୧୯୨୯

Leave A Reply

Your email address will not be published.