ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ୱାକଫ ବିଲ୍‌କୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

0

ନୂଆଦିଲ୍ଲୀ; ୱାକ୍‌ଫ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ। ଆଇନ୍‌ରେ ପରିଣତ ହେଲା ୱକ୍‌ଫ ସଂଶୋଧିତ ବିଲ୍‌। ୱକ୍‌ଫ ସଂଶୋଧିତ ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ। ସଂସଦର ଉଭୟ ଗୃହରେ ବିଲ୍‌ ପାସ୍‌ ପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ। ଆଇନରେ ପରିଣତ ହେଲା ୱାକଫ ବିଲ୍। ଆଇନରେ ପରିଣତ ହେଲା ୱାକଫ ସଂଶୋଧିତ ବିଲ୍। ରାଷ୍ଟ୍ରପତିଙ୍କ ଅନୁମୋହନ ପରେ ମିଳିଲା ଆଇନର ମାନ୍ୟତା।

ଗତ ବୁଧବାର ବିଳମ୍ବିତ ରାତିରେ ଏହି ବିଧେୟକ ସଂସଦର ନିମ୍ନ ସଦନ ଅର୍ଥାତ ଲୋକ ସଭାରେ ପାରିତ ହୋଇଥିଲା। ଦୀର୍ଘ ୮ ଘଣ୍ଟାର ଆଲୋଚନା ପର୍ଯ୍ୟାଲୋଚନା ପରେ ଭୋଟିଂ ଜରିଆରେ ଶାସକ ଦଳ ଏହାକୁ ପାରିତ କରିଥିଲା। ପରେ ଶୁକ୍ରବାର ଭୋର ସମୟରେ ରାଜ୍ୟ ସଭାରେ ବିଲ୍‌ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା, ଯାହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ଅନ୍ୟପଟେ ଏହି ବିଲ୍‌ ପ୍ରତିବାଦରେ ବିରୋଧୀ କଂଗ୍ରେସ, ଆମ ଆଦମୀ ପାର୍ଟି ଏବଂ ଏଆଇଏମଆଇଏମ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି।

Leave A Reply

Your email address will not be published.