ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ସୁନା ପୁଣି ଉପରମୁହାଁ

0

ନୂଆଦିଲ୍ଲୀ: ସୁନା ଦର ପୁଣି ବଢ଼ିଛି। ଦୁଇ ଦିନ ମଧ୍ୟରେ ୧୫୫୦ ଟଙ୍କାର ବୃଦ୍ଧି ଘଟିଲାଣି। ବୁଧବାର ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୫୦ ଟଙ୍କା ବଢ଼ିଥିଲା। ଗୁରୁବାର ଦର ଆଉ ୮୦୦ ଟଙ୍କା ବଢ଼ିବାରୁ ଏହାର ଦାମ୍ ୯୧ ହଜାର ଟଙ୍କାକୁ ଛୁଇଁଛି।

୨୪ କ୍ୟାରେଟ୍ ସୁନାର ଦାମ୍ ୮୨୦ ଟଙ୍କା ଓ ଗୁରୁବାର ୮୮୦ ଟଙ୍କା ବଢ଼ିଛି। ଫଳରେ ଦୁଇ ଦିନରେ ଏହି ସୁନାର ୧୦ ଗ୍ରାମ ପିଛା ଦାମ୍ ୧୭୦୦ ଟଙ୍କା ବୃଦ୍ଧି ପାଇ ୯୯,୨୮୦ ଟଙ୍କା ହୋଇଛି।

ଅନ୍ୟପକ୍ଷରେ ରୁପା ଦାମ୍‌ରେ ହ୍ରାସ ଘଟିଛି। ଏକ କେଜି ରୁପା ମୂଲ୍ୟ ୧୦୦୦ ଟଙ୍କା କମ୍ ହୋଇ ୧,୧୮,୯୦୦ ଟଙ୍କାକୁ ଖସିଆସିଛି।

Leave A Reply

Your email address will not be published.