ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଲାଞ୍ଚ ନେଇ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର ଗିରଫ

0

ଝାରସୁଗୁଡା: ୨୦ ହଜାର ଟଙ୍କା ଲାଞ୍ଚ ନେଇ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର ଗିରଫ। ଲାଞ୍ଚ ମାମଲାରେ ସିବିଆଇ ଏମସିଏଲର ଝାରସୁଗୁଡା ସ୍ଥିତ ହୀରାକୁଦ ବୁଣ୍ଡିଆ ମାଇନ୍ସର ସବ ଏରିଆ ମ୍ୟାନେଜର ଅସିତ୍ କୁମାର ଓ ଜଣେ ପ୍ରାଇଭେଟ୍ ପର୍ସନ ବିଟୁ ରାମକୁ ଗିରଫ କରିଛି ଭିଜିଲାନ୍ସ।
ଅଭିଯୋଗକରୀଙ୍କ ଠାରୁ ଏକ ମାମଲାର ତଦନ୍ତକୁ ରଫା ଦଫା କରିବାକୁ ଅସିତ୍ କୁମାର ବିଟୁ ରାମ ମାଧ୍ୟମରେ ୩୦ ହଜାର ଟଙ୍କା ଦାବି କରିଥିଲେ। ପ୍ରଥମ କିସ୍ତିରେ ୨୦ ହଜାର ଟଙ୍କା ନେଉଥିବା ବେଳେ ସିବିଆଇ ଯୋଜନା ମୁତାବକ ଟ୍ରାପ କରିଥିଲା। ଘଟଣା ସ୍ଥଳରୁ ଲାଞ୍ଚ ଟଙ୍କା ଜବତ କରିଥିଲା ସିବିଆଇ।

Leave A Reply

Your email address will not be published.