ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଜାତୀୟ ପତାକା ଅବତରଣ ବେଳେ ଛାତ୍ର ମୃତ

0

କୁଜଙ୍ଗ: ଗଣତନ୍ତ୍ର ଦିବସରେ କୁଜଙ୍ଗ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛ। ଛାତ୍ର ଜଣଙ୍କ ହେଲେ ଓମ୍ ପ୍ରକାଶ ଦ୍ବିବେଦୀ।

ଖବରମୁତାବକ, କୋଚିଂ ସେଣ୍ଟର ଛାତ ଉପରୁ ଜାତୀୟ ପତାକା ଅବତରଣ ବେଳେ ଏଥିରେ ଲାଗିଥିବା ଜିଆଇ ରଡ୍ ଛାତ ଉପର ବିଦ୍ୟୁତ ତାରରେ ଲାଗିଯାଇଥିଲା। ଛାତ୍ରଜଣଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର। ମୃତ ଛାତ୍ର ଜଣକ ୧୦ମ ଶ୍ରେଣୀ ର ଛାତ୍ର ଓମ୍ ପ୍ରକାଶ ଦ୍ବିବେଦୀ। ସେ କୁଜଙ୍ଗ ସମାଗୋଳରେ ନିଜ ମାମୁଙ୍କ ଘରେ ରହି ପାଠ ପଢୁଥିଲା ଜିଆଇ ରଡ୍ ଛାତ ଉପର ବିଦ୍ୟୁତ ତାରରେ ଲାଗିଯାଇଥିଲା।


Leave A Reply

Your email address will not be published.