ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-୨୦୨୨ । ଏଥିରେ ଦେଖିବାକୁ ମିଳିଛି ଫିଲ୍ମ ‘ପୁଷ୍ପା’ର ଦବଦବା । ‘ପୁଷ୍ପା’କୁ ମିଳିଛି ‘ଫିଲ୍ମ ଅଫ ଦି ଇୟର’ସମ୍ମାନ । ସେହିପରି ରଣବୀର ସିଂହଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତା ଆୱାର୍ଡ । ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଭାବେ କ୍ରିତି ସେନନ ପାଇଛନ୍ତି ଦାଦା ସାହେବ ଫାଲକେ ଆୱାର୍ଡ । ଫିଲ୍ମଠୁ ଆରମ୍ଭ କରି ଟିଭି ଯାଏଁ,ଏ ରଟେନମେଂଟ ୱାର୍ଲ୍ଡରେ ଦମଦାର କାମ କରିଥିବା ବ୍ୟକ୍ତି ଓ ବିଷୟ ବସ୍ତୁକ ପ୍ରଶଂସା କରାଯିବା ସହ ଆୱାର୍ଡ ପ୍ରଦାନ କରାଯାଇଛି । ଫିଲ୍ମ ’୮୩’ ପାଇଁ ରଣବୀରଙ୍କୁ ଶ୍ରେଷ୍ଠ ଅଭିନେତା ଓ ଫିଲ୍ମ ‘ମିମି’ ପାଇଁ କ୍ରିତି ସେନନକୁ ଶ୍ରେଷ୍ଠ ଅଭିନ୍ରେତୀ ଆୱାର୍ଡ ମିଳିଛି । ଆସନ୍ତୁ ନଜର ପକାଇବା କିଏ କିଏ ପୁରସ୍କୃତ ହୋଇଛନ୍ତି..
ପୁଷ୍ପା: ଦି ରାଇଜ- ଚଳଚିତ୍ର ଅଫ ଦି ଇୟର
ରଣବୀର ସିଂହ- ଶ୍ରେଷ୍ଠ ଅଭିନେତା
କ୍ରିତି ସେନନ-ଶ୍ରେଷ୍ଠ ଅଭିନେତ୍ରୀ
କେନ୍ ଘୋଷ- ଶ୍ରେଷ୍ଠ ନିର୍ଦ୍ଦେଶକ
ସର୍ବୋ ମ ୱେବ ସିରି- କ୍ୟାଣ୍ଡି
ଲାରା ଦ – ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତ୍ରୀ
ସତୀଶ କୌଶିକ- ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତା
ସିଦ୍ଧାର୍ଥ ମଲହୋତ୍ରା-ସମାଲୋଚକ ଶ୍ରେଷ୍ଠ ଅଭିନେତା
କିଆରା ଆଡଭାନୀ- ସମାଲୋଚକ ଶ୍ରେଷ୍ଠ ଅଭିନେତ୍ରୀ
ଅନୁପମା- ଟେଲିଭିଜନ ସିରିଜ ଅଫ ଦି ଇୟର
ଶାହିର ଶେଖ- ଟେଲିଭିଜନ ସିରିଜର ଶ୍ରେଷ୍ଠ ଅଭିନେତା
ଶ୍ରଦ୍ଧା ଆର୍ୟ୍ୟ- ଟେଲିଭିଜନ ସିରିଜର ଶ୍ରେଷ୍ଠ ଅଭିନେତ୍ରୀ
ବିଶାଲ ମିଶ୍ର-ଶ୍ରେଷ୍ଠ ପ୍ଲେବ୍ୟାକ ଗାୟକ ପୁରୁଷ
କନିକା କପୁର- ଶ୍ରେଷ୍ଠ ପ୍ଲେବ୍ୟାକ ଗାୟକ ମହିଳା
ପ୍ରମୁଖ ଖବର
କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର