ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ନଭେମ୍ବର ୧ରେ ଗୁଜରାଟ ନିର୍ବାଚନ ତାରିଖ ଘୋଷଣା !

0

ନୂଆଦିଲ୍ଲୀ; ଗୁଜରାଟ ନିର୍ବାଚନକୁ ନେଇ ଚାଲିଛି ଜୋରସୋର୍‌ରେ ପ୍ରସ୍ତୁତି । ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜରାଟ ବିଧାନସଭାର ୧୮୨ଟି ସିଟ୍ ପାଇଁ ନିର୍ବାଚନ ହେବ । ସେପଟେ ନିର୍ବାଚନ ତାରିଖ ଘୋଷଣାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ତେବେ ନଭେମ୍ବର ୧ରେ ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ନିର୍ବାଚନ ତରିଖ ଘୋଷଣା ହେବା ପରେ ଗୁଜରାଟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ ।

ସୂଚନା ମୁତାବକ, ଗୁଜରାଟ ନିର୍ବାଚନ ୨ଟି ପର୍ଯ୍ୟାୟରେ ହେବ । ଡିସେମ୍ବର ୧ ଓ ୨ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଓ ୪-୫ ଡିସେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ କରାଯିବ। ଡିସେମ୍ବର ୮ରେ ଫଳାଫଳ ଆସିବ ବୋଲି ଆକଳନ କରାଯାଉଛି। ଏଥର ଗୁଜରାଟ ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ । ବିଜେପି, କଂଗ୍ରସ ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ହେବ କଡା ଟକ୍କର୍ । ୨୦୧୭ ବିଧାନସଭା ନିର୍ବାଚନରେ ୧୮୨ଟି ସିଟ୍ ମଧ୍ୟରୁ ବିଜେପି ୯୯ସିଟ୍ ରେ ବିଜୟ ହାସଲ କରିଥିଲା। କଂଗ୍ରେସ୍‌କୁ ୭୭ଟି ସିଟ୍ ମିଳିଥିଲା ।

Leave A Reply

Your email address will not be published.