ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

କ୍ୟାପିଟାଲ ହସ୍ପିଟାଲ ବୁଲି ଦେଖିଲେ ପାଣ୍ଡିଆନ

0

ଆଜି ସକାଳେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ ସ୍ବାସ୍ଥ୍ୟବସ୍ଥା ଭିତ୍ତିଭୂମିର ବିକାଶର ସମୀକ୍ଷା କରିଛନ୍ତି। ଟ୍ରମା କେଆର ଏବଂ ରିସର୍ଚ୍ଚ ଟ୍ରମା କେଆର୍ ,ପିଜି ଗ୍ରାଜୁଏଟ ମେଡିକାଲ କଲେଜ , ସର୍ଜରି ବ୍ଲକ, ଜୁନିଅର ହଷ୍ଟେଲ , ବରିଷ୍ଠ ଡ଼ାକ୍ତରଙ୍କ କ୍ୱାଟର୍ସ ଆଦି କ୍ଷେତ୍ରରେ କେତେ କାର୍ଯ୍ୟ ହୋଇଛି ତାର ଅନୁଧ୍ୟାନ କରିଥିଲେ। ଏହି ସମୀକ୍ଷା ସମୟରେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, ସ୍ବାସ୍ଥ୍ୟ ବିଭାଗର ନିର୍ଦେଶକ ବିଜୟ ମହାପାତ୍ର ଓ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡାକ୍ତର ଏଲ ଡି ସାହୁ ବି ଉପସ୍ଥିତ ଥିଲେ। ଆସନ୍ତା ୨୦୨୪ ମସିହା ସୁଦ୍ଧା ନିର୍ମାଣ କାମ ଶେଷ କରିବା ଲକ୍ଷ୍ୟ ରହିଛି।

Leave A Reply

Your email address will not be published.