ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ଇଣ୍ଡୋନେସିଆ ଭୂମିକମ୍ପରେ ଗଲାଣି ୪୬ ଜୀବନ, ୭୦୦ ଆହତ

0

ଜାଭା: ଇଣ୍ଡୋନେସିଆର ମୁଖ୍ୟ ସହର ଜାଭାରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ମାତ୍ରା ରିକ୍ଟର ସ୍କେଲରେ ୫.୬ ରେକର୍ଡ଼ କରାଯାଇଥିବା ବେଳେ ଏଥିରେ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ୭୦୦ ଜଣ ଆହତ ହୋଇଛନ୍ତି । ତେବେ ଏହି ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନେକ କୋଠା ଭୁଶୁଡ଼ି ପଡ଼ିଥିବାରୁ ବହୁ ଲୋକେ ଭିତରେ ଫସି ରହିଛନ୍ତି। ସିଆଞ୍ଜୁର ପ୍ରଶାସନର ମୁଖ୍ୟଙ୍କ କହିବା ଅନୁଯାୟୀ, କେବଳ ଡାକ୍ତରଖାନାରେ ପ୍ରାୟ ୪୬ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଧ୍ୱଂଶବିଧ୍ୱସ୍ତ ହୋଇପଡ଼ିଥିବା କୋଠା ଭିତରେ ଅନେକ ଫସି ରହିଛନ୍ତି। ଏଥିପାଇଁ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି ।

ସୂଚନା ଅନୁଯାୟୀ, ସୋମବାର ଜାକର୍ତ୍ତାଠାରୁ ୭୫ କିମି ଦୂର ଦକ୍ଷିଣରେ ଅବସ୍ଥିତ ସିଆଞ୍ଜୁର ଭୂକମ୍ପର କେନ୍ଦ୍ରସ୍ଥଳ ଜଣାପଡ଼ିଛି।ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିଆଞ୍ଜୁରର କିଛି ଅଟ୍ଟାଳିକା ସମ୍ପୁର୍ଣ୍ଣ ଭାବରେ ଧୂଳିସାତ୍ ହୋଇଯାଇଛି। ଭୂକମ୍ପ ପରେ ୨୫ଟି ପ୍ରଭାବିତ ଅଞ୍ଚଳ ରେକର୍ଡ କରାଯାଇ ଥିବା କୁହାଯାଇଛି। ତେବେ ସୁନାମି ଆଶଙ୍କା ନଥିବା ପାଣିପାଗ ଏବଂ ଜିଓଫିଜିକ୍ସ ଏଜେନ୍ସି ପକ୍ଷରୁ କୂହାଯାଇଛି।

ନଭେମ୍ବର ୧୭ ତାରିଖରେ ଇଣ୍ଡୋନେସିଆର ବାଲିରେ ଭୁକମ୍ପ ଅନୂଭତ ହୋଇଥିଲା । ରେକ୍ଟର ସ୍କେଲରେ ଏହା ତ୍ରୀବତା ଥିଲା ୩.୮ । ଭୁକମ୍ପ ଝଟକାରେ ବାଲି ସମେତ ମାତଲମ, ଲୋମ୍ବୋକ, ନୁସା ତେଙ୍ଗାରା ଓ ଇଣ୍ଡୋନେସିଆ ସବୁଠୁ ଅଧିକ କ୍ଷୟକ୍ଷତି ହୋଇଥିଲା । ଏହି ଭୁକମ୍ପରେ ଏବେ ସୁଦ୍ଧା ୫୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ଶହରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ବଡ ଧରଣର କ୍ଷୟକ୍ଷତିରେ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି । ଭଙ୍ଗା ଅଟାଳିକା ତଳେ ଅନେକ ଲୋକ ଫଶି ରହିଥିବାବେଳେ ରେସ୍କ୍ୟୁ ଅପରେସନ ଜାରି ରହି

Leave A Reply

Your email address will not be published.