ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

କଟକ ଅବକାରୀ ବିଭାଗ ଷ୍ଟୋରରୁମରେ ଅଗ୍ନିକାଣ୍ଡ

0

କଟକ; ହାଇକୋର୍ଟ ନିକଟ କଟକ ସବ ରେଜିଷ୍ଟ୍ରାର ଅଫିସ ପରିସରରେ ଥିବା ଅବକାରୀ ଷ୍ଟୋରରୁମ ଆଗ ହୋଟେଲରେ ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ଏଥିରେ ୩ ଜଣ ହୋଟେଲ କର୍ମଚାରୀ ଆହତ ହୋଇଥିବାବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଆଁକୁ ଆୟତ କରିବାକୁ ୩ଟି ଫାୟାର ଟିମ ନିୟୋଜିତ ହୋଇଥିବାବେଳେ ପାଣି ଓ ଫୋମ ବ୍ୟବହାର କରି ନିଆଁକୁ ଲିଭାଯାଇଛି । ତେବେ ଏହି ଅଗ୍ନିକାଣ୍ଡରେ ଅବକାରୀ ବିଭାଗ ଜବତ କରି ଷ୍ଟୋର ରୁମରେ ରଖିଥିବା ମଦ ଡ଼୍ରମ, ହାଣ୍ଡି, ସାଇକେଲ ଓ ଅନ୍ୟାନ୍ୟ ଜବତ ସାମଗ୍ରୀ ପୋଡ଼ି ହୋଇ ନଷ୍ଟ ହୋଇଯାଇଛି ।

Leave A Reply

Your email address will not be published.