ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଆଇପିଏସ୍ ସ୍ତରରେ ଅଦଳବଦଳ

0

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇପିଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଝାରସୁଗୁଡା ଏସପି ଥିବା ରାହୁଲ ଜୈନ ବଦଳି ହୋଇ ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ ହୋଇଛନ୍ତି। ବରଗଡ଼ ଏସପି ପରମାର ସ୍ମିଥଙ୍କୁ ଦିଆଯାଇଛି ଝାରସୁଗୁଡା ଏସପି ଦାୟିତ୍ବ । ବରଗଡ଼ ଏସପି ହୋଇଛନ୍ତି ପ୍ରହଲ୍ଲାଦ ସାହାଇ ମୀନା । ସେହିପରି ବୌଦ୍ଧ ଏସପି ହେଲେ ରାଜ ପ୍ରସାଦ । ସେପଟେ ବଦଳିଛନ୍ତି ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ବର ଭୋଇ । ପୋଲିସ ମୁଖ୍ୟାଳୟକୁ ଗୁପ୍ତେଶ୍ବରଙ୍କୁ ବଦଳି କରାଯାଇଛି । ଆଠମଲ୍ଲିକ ଏସଡିପିଓ ଥିବା ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗର ଏସଡିପିଓ ଦାୟିତ୍ବ ଦିଆଯାଇଛି । ।

Leave A Reply

Your email address will not be published.