ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ବାହାନଗା ସ୍କୁଲର ନବକଳେବର ପାଇଁ ଖର୍ଚ୍ଚ ହେବ ଅଢେଇ କୋଟି

0

ବାହାନଗା: ବାହାନଗା ପଞ୍ଚାୟତ ସାରା ଦେଶ ପାଇଁ ସାଜିବ ମଡେଲ। ଏଥିସହ ବାହାନଗା ସ୍କୁଲର ରୂପାନ୍ତରଣ ପାଇଁ ଖର୍ଚ୍ଚ ହେବ ଅଢେଇ କୋଟି ଟଙ୍କା। ଏଥିପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ଏହି ମଞ୍ଜୁରୀ ପତ୍ରକୁ ଜିଲ୍ଲାପାଳଙ୍କୁ ଦେଲେ ଭିକେ ପାଣ୍ଡିଆନ୍‌। ଏଥିସହ ସେ ଅଞ୍ଚଳରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ପାଇଁ ହୋଇଥିବା ନିବେଦନକୁ ନେଇ ଆସନ୍ତା ସପ୍ତାହ ଭିତରେ ଖୁସି ଖବର ମିଳିବ ବୋଲି କହିଛନ୍ତି।

ବାଲେଶ୍ବର ଗସ୍ତରେ ଥିବା ଫାଇଭ ଟି ସଚିବ ଭିକେ ପାଣ୍ଡିଆନ୍‌ ବାହାନଗାରେ ପହଞ୍ଚି ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ। ଟ୍ରେନ୍‌ ଟ୍ରାଜେଡି ବେଳେ ଦେବଦୁତ ସାଜିଥିଲେ ସ୍ଥାନୀୟ ଲୋକେ। ସେଦିନ କାଳରାତିର କଥା ମନେ ପକାଇଥିଲେ ଫାଇଭ ଟି ସଚିବ। ଏଥିସହ ଦୁଇ ମିନିଟର ନିରବ ପ୍ରାର୍ଥନା କରିଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗ ପାଇଁ ବହୁତ ଲୋକ ଟ୍ରେନ ଟ୍ରାଜେଡିରୁ ବଞ୍ଚିଯାଇଥିଲେ । ଏଥିପାଇଁ ସାରା ରାଜ୍ୟ ଆପଣଙ୍କ ନିକଟରେ ଚିର ଋଣୀ ବୋଲି ୫-ଟି ସଚିବ କହିଛନ୍ତି ।

Leave A Reply

Your email address will not be published.