ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ପାଗଳ କଲାଣି ଉରିର ଯୋଶ

0

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଅବସରପ୍ରାପ୍ତ ସେନାଧିକାରୀଙ୍କ ସହିତ ଉରି ଚଳଚ୍ଚିତ୍ର ଦେଖିଛନ୍ତି । ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ର ଏବେ ସମଗ୍ର ଦେଶରେ ଚହଳ ସୃଷ୍ଟି କରିଛି । ବେଙ୍ଗୁଲୁରୁର ସେଣ୍ଟ୍ରାଲ ସ୍ପିରିଟ୍‍ ମଲ୍‍ରେ ଚଳଚ୍ଚିତ୍ର ଦେଖିବା ପରେ ସେ ସେନାର ଭୂୟଶୀ ପ୍ରଶଂସା କରିଥିଲେ ଓ ନିଜ ଟ୍ୱିଟର ପେଜରେ ମଧ୍ୟ ଫଟୋ ପକାଇଥିଲେ । ଉରିରେ ଭାରତର ୧୭ ଜଣ ସେନାଙ୍କୁ ହତ୍ୟା ପରେ ୨୦୧୬ରେ ପାକିସ୍ତାନରେ ଲଞ୍ଚ ପ୍ୟାଡରେ ସର୍ଜିକାଲ ଷ୍ଟା୍ରଇକ କରିଥିଲେ । ଏହାକୁ ଆଧାର କରି ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଛି । ଏଥିରେ ସେନାର ଯୋଶ ସଂପର୍କରେ ଥିବା ବେଶ ଲୋକପ୍ରିୟତା ହାସଲ କରିଛି, ଯାହା ମନ୍ତ୍ରୀଙ୍କୁ ମଧ୍ୟ ପ୍ରଭାବିତ କରିଥିବା ତାଙ୍କ ଟ୍ୱିଟ୍‍ରୁ ସୂଚନା ମିଳୁଛି ।

Leave A Reply

Your email address will not be published.