ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ୱାକଫ ବିଲ୍‌କୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

0

ନୂଆଦିଲ୍ଲୀ; ୱାକ୍‌ଫ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ। ଆଇନ୍‌ରେ ପରିଣତ ହେଲା ୱକ୍‌ଫ ସଂଶୋଧିତ ବିଲ୍‌। ୱକ୍‌ଫ ସଂଶୋଧିତ ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ। ସଂସଦର ଉଭୟ ଗୃହରେ ବିଲ୍‌ ପାସ୍‌ ପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ। ଆଇନରେ ପରିଣତ ହେଲା ୱାକଫ ବିଲ୍। ଆଇନରେ ପରିଣତ ହେଲା ୱାକଫ ସଂଶୋଧିତ ବିଲ୍। ରାଷ୍ଟ୍ରପତିଙ୍କ ଅନୁମୋହନ ପରେ ମିଳିଲା ଆଇନର ମାନ୍ୟତା।

ଗତ ବୁଧବାର ବିଳମ୍ବିତ ରାତିରେ ଏହି ବିଧେୟକ ସଂସଦର ନିମ୍ନ ସଦନ ଅର୍ଥାତ ଲୋକ ସଭାରେ ପାରିତ ହୋଇଥିଲା। ଦୀର୍ଘ ୮ ଘଣ୍ଟାର ଆଲୋଚନା ପର୍ଯ୍ୟାଲୋଚନା ପରେ ଭୋଟିଂ ଜରିଆରେ ଶାସକ ଦଳ ଏହାକୁ ପାରିତ କରିଥିଲା। ପରେ ଶୁକ୍ରବାର ଭୋର ସମୟରେ ରାଜ୍ୟ ସଭାରେ ବିଲ୍‌ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା, ଯାହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ଅନ୍ୟପଟେ ଏହି ବିଲ୍‌ ପ୍ରତିବାଦରେ ବିରୋଧୀ କଂଗ୍ରେସ, ଆମ ଆଦମୀ ପାର୍ଟି ଏବଂ ଏଆଇଏମଆଇଏମ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି।

Leave A Reply

Your email address will not be published.