ମୁମ୍ବଇ: ଲୋକସଭା ସାଂସଦ ଏବଂ ଏନ୍ସିପିର କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ ଏକ ବଡ଼ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶନିବାର ସେ ମୁମ୍ବଇରୁ ପୁଣେ ଯାଉଥିବାବେଳେ ମୁମ୍ବଇ-ପୁଣେ ଏକ୍ସପ୍ରେସୱେରେ ଏକ ଅଜଣା ଗାଡି ତାଙ୍କ କାର୍କୁ ଧକ୍କା ଦେଇଥିଲା। ଘଟଣାବେଳେ ସୁପ୍ରିୟା ସୁଲେ, ଡ୍ରାଇଭର ଏବଂ ଅନ୍ୟ ଆରୋହୀମାନେ ସିଟ୍ ବେଲ୍ଟ ପିନ୍ଧିଥିବାରୁ କେହି ଗୁରୁତର ଆହତ ହୋଇନଥିବା ସେ କହିଛନ୍ତି। ଧକ୍କା ଦେଇଥିବା ଗାଡିଟି ଗୁଜରାଟରେ ପଞ୍ଜୀକୃତ ହୋଇଥିବା ସୂଚନା ମଧ୍ୟ ସେ ଦେଇଛନ୍ତି।
ପ୍ରମୁଖ ଖବର
ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ