ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ମାନବିକତା କ’ଣ ମରିଗଲା?

0

ଭୁବନେଶ୍ବର: ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ମେଡିକାଲରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ ମୃତ୍ୟୁ ପରେ ଶବକୁ ତାଙ୍କ ସ୍ତ୍ରୀ ସହ ତିନି ଜଣ ମହିଳା ମେଡିକାଲ ରୁ ଟେକି ଟେକି ନେଇ ଆମ୍ବୁଲାନ୍ସରେ ରଖିଛନ୍ତି। ମେଡିକାଲରେ ଥିବା ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଆରମ୍ଭ କରି ରାସ୍ତାରେ ଯାଉଥିବା ଲୋକମାନେ ଏହାକୁ ଦେଖିଥିଲେ। କିନ୍ତୁ ମାନବିକତା ଏମିତି ମରିଯାଇଛି ଯେ ହାତ ଟିକେ ଲଗାଇବାକୁ କେହି ଚାହିଁଲେ ନାହିଁ। ମେଡିକାଲ କର୍ମଚାରୀଙ୍କର କଣ କିଛି ଦାୟିତ୍ବ ନାହିଁ?

Leave A Reply

Your email address will not be published.