ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଶନିବାର କରନ୍ତୁ ଶିରୁଳି ମହାବୀରଙ୍କ ବିରଳ ଦର୍ଶନ

0
  • ମନୋଜବଂ ମାରୁତତୁଲ୍ୟବେଗମ୍, ଜିତେନ୍ଦ୍ରିୟଂ ବୁଦ୍ଧିମତା ବରିଷ୍ଠମ୍।
  • ବାତାତ୍ମଜଂ ବାନରୟୁଥମୁଖଂ, ତଂ ରାମଦୂତଂ ଶରଣଂ ପ୍ରପଦ୍ୟେ।।
ଶିରୁଳି ମହାବୀରଙ୍କ ବିରଳ ଫଟୋ: ଅନେକ ଦଶନ୍ଧି ତଳେ ପୁରୀ ଜିଲ୍ଲା ଶିରୁଳି ଠାରେ ଥିବା ମହାବୀରଙ୍କ ନବ କଳେବର ପରବର୍ତ୍ତୀ ସମୟରେ ଏ ଚିତ୍ର ଉତ୍ତୋଳନ କରାଯାଇଥିଲା। ଏଠାରେ ଉଲ୍ଲେଖଥାଉକି, ଶ୍ରୀ ମହାବୀରଙ୍କର ନିକଟ ଅତୀତରେ ଆଉ ନବକଳେବର ହୋଇପାରିନାହିଁ। ବରିଷ୍ଠ ସେବାୟତ ଦୁଃଖିଶ୍ୟାମଙ୍କ କହିବା ଅନୁସାରେ, , ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଯେବେ ନବକଳେବର ହୋଇଥାଏ, ଶିରୁଳି ମହାବୀରଙ୍କର ମଧ୍ୟ ସେବେ ନବକଳେବର ବିଧି ରହିଛି। ହେଲେ ଗତ ଦୁଇଥର (୧୯୯୬ ଓ ୨୦୧୫ ମସିହାରେ) ଏହା ସମ୍ଭବ ହୋଇପାରିନାହିଁ।

ହେ ମହାବୀର, ବୀର ବଜରଙ୍ଗୀ, ସଙ୍କଟ ମୋଚକ। ଏ ସଙ୍କଟ ସମୟରେ ସାରା ଜଗତକୁ ସାହା ହୁଅ ପ୍ରଭୁ। ଏ ବିପତ୍ତିରୁ ଉଦ୍ଧାର କର।

Leave A Reply

Your email address will not be published.