ନୂଆଦିଲ୍ଲୀ:ମହାରାଷ୍ଟ୍ରର ଗଡଚିରୋଲିରେ ଆଜି ମାଓବାଦୀ ପୁଣି ଏକ ବଡ଼ ଧରଣର ହିଂସାକାଣ୍ଡ ଭିଆଇଛନ୍ତି । ଆଇଇଡି ବିସ୍ଫୋରଣ କରି ଏକ ପାଟ୍ରୋଲିଂ ଗାଡିକୁ ଉଡାଇ ଦେବାରୁ ୧୬ ଯବାନ ସହିଦ ହୋଇଛନ୍ତି । ମାଓ ବିରୋଧୀ ବାହିନୀ କମାଣ୍ଡୋ ଅଧୀନରେ ଏମାନେ କାମ କରୁଥିଲେ ।
ବିସ୍ଫୋରଣ ପରେ କମ୍ୱିଂ ଅପରେସନ୍ ଜୋରଦାର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ।
ଆଜି ସକାଳେ ଗଡଚିରୋଲି ଅନ୍ତର୍ଗତ କୁରଖେଡା ଜିଲ୍ଲାରେ ସଡ଼କ ନିର୍ମାଣରେ ନିୟୋଜିତ ୨୭ଟି ଗାଡିକୁ ପୋଡି ଦେଇଥିଲେ ।
ପ୍ରମୁଖ ଖବର
ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ