ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଗଡଚିରୋଲିରେ ମାଓ ହମ୍‍ଲା, ୧୬ ଯବାନ ସହିଦ୍‍

0

ନୂଆଦିଲ୍ଲୀ:ମହାରାଷ୍ଟ୍ରର ଗଡଚିରୋଲିରେ ଆଜି ମାଓବାଦୀ ପୁଣି ଏକ ବଡ଼ ଧରଣର ହିଂସାକାଣ୍ଡ ଭିଆଇଛନ୍ତି । ଆଇଇଡି ବିସ୍ଫୋରଣ କରି ଏକ ପାଟ୍ରୋଲିଂ ଗାଡିକୁ ଉଡାଇ ଦେବାରୁ ୧୬ ଯବାନ ସହିଦ ହୋଇଛନ୍ତି । ମାଓ ବିରୋଧୀ ବାହିନୀ କମାଣ୍ଡୋ ଅଧୀନରେ ଏମାନେ କାମ କରୁଥିଲେ ।
ବିସ୍ଫୋରଣ ପରେ କମ୍ୱିଂ ଅପରେସନ୍‍ ଜୋରଦାର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ।
ଆଜି ସକାଳେ ଗଡଚିରୋଲି ଅନ୍ତର୍ଗତ କୁରଖେଡା ଜିଲ୍ଲାରେ ସଡ଼କ ନିର୍ମାଣରେ ନିୟୋଜିତ ୨୭ଟି ଗାଡିକୁ ପୋଡି ଦେଇଥିଲେ ।

Leave A Reply

Your email address will not be published.