ପ୍ରମୁଖ ଖବର

ଏଣିକି ଶସ୍ତା ହେବ ବିଦେଶ ଯାତ୍ରା ଓ ପାଠପଢ଼ା
ଦେଶରେ ନିର୍ମାଣ ହେବ ୩ଟି ନୂଆ ଏମ୍ସ, ୭ଟି ରେଳ କରିଡର୍
ବାୟୋଫାର୍ମା କ୍ଷେତ୍ର ପାଇଁ ୧୦ ହଜାର କୋଟି, ଶସ୍ତା ହେବ ସୁଗାର କର୍କଟ ଔଷଧ
କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ
ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଡକାୟତ ସିପୁ ଆହତ

ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା

0

ୱାସିଂଟନ୍‌ : ଆମେରିକାର ଆୟୋବା ‌ଷ୍ଟଟେ୍‌ରେ ଭାରତୀୟ ବଂଶୋଦ୍ଭବ ପରିବାରର ୪ ଜଣଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ଉକ୍ତ ଭାରତୀୟ ବଂଶୋଦ୍ଭବଙ୍କ ଘର ଆନ୍ଧ୍ର ପ୍ରଦେଶରେ। ଆମେରିକା ଓ୍ବେଷ୍ଟ ଦେଶ ମୋଇନ୍ସରେ ସେମାନେ ଅବସ୍ଥାନ କରୁଥିଲେ। ମୃତକମାନେ ହେଲେ ଚନ୍ଦ୍ରଶେଖର ସୁନ୍‌କରା (୪୪) ଏବଂ ଲାବନ୍ୟ (୪୧) । ତାଙ୍କ ୨ ନାବାଳକ ପୁଅଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ‌ଯେ ଚନ୍ଦ୍ରଶେଖର ଆନ୍ଧ୍ରପ୍ରଦେଶ ଗୁନ୍‌ଟୁର ଜିଲ୍ଲାର ସୁନ୍ଦୁରା ବାସିନ୍ଦ‌ା। ସେ ଉଚ୍ଚ ଶିକ୍ଷା ପାଇଁ ଆମେରିକା ଯାଇଥିଲେ ଏବଂ ସେଠାରେ ନିଜ ପରିବାର ସହ ଅବସ୍ଥାନ କରୁଥିଲେ।

Leave A Reply

Your email address will not be published.