ଆମିଷ ଖାଉନଥିବା ଛାତ୍ରଛାତ୍ରୀଙ୍କୁ ଅଣ୍ଡା ବଦଳରେ ମିଳିବ ଫଳ
ଭୁବନେଶ୍ବର: ଏଣିକି ଯେଉଁ ଛାତ୍ରଛାତ୍ରୀ ଆମିଷ ଖାଉନଥିବେ ସେମାନଙ୍କୁ ଅଣ୍ଡା ବଦଳରେ ଫଳ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।ଶିଶୁ ବାଟିକା ଠାରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ମିଡ୍ ଡେ ମିଲରେ ମିଳିବ ଫଳ। ପିଏମ୍ ପୋଷଣ ସ୍କିମ୍ରେ ସ୍କୁଲ୍ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ। ଏ!-->…
Read More...
Read More...