ପ୍ରମୁଖ ଖବର

ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପରଲୋକ
ରକ୍ଷାବନ୍ଧନରେ ମହିଳାଙ୍କୁ ମାଗଣା ଆମ ବସ୍‌ ଯାତ୍ରା
ଏବେ ୩୫ ଟଙ୍କାରେ ମିଳିବ ପିଆଜ, ମହଙ୍ଗା ଦରକୁ ରୋକିବ କେନ୍ଦ୍ର
ନେପାଳରେ ହଠାତ୍ ବନ୍ୟା: ୭ ମୃତ, ୩୮୪ ନିଖୋଜ

ତପ୍ତପାଣି ଘାଟିରେ ଓଲଟିଛି ବସ୍ ୪୦ ଯାତ୍ରୀ ଆହତ, ୬ ଗୁରୁତର

ଗଞ୍ଜାମ: ଗଞ୍ଜାମ ଓ ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ପିକନିକ ବସ୍ ଓଲଟି ୪୦ ଯାତ୍ରୀ ଆହତ ଓ ୬ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଆହତଙ୍କ ଭିତରେ ବହୁ ମହିଳା ଓ ଛୋଟ ଛୁଆ ରହିଛନ୍ତି। ଏବେ ଆହୁରି ଅନେକ ଯାତ୍ରୀ ବସ୍‌ ଭିତରେ ଫସି ରହିଥିବା ଅନୁମାନ କରାଯାଉଛି। ସୂଚନା ଅନୁସାରେ,
Read More...

ଅରୁଣ ଷଢ଼ଙ୍ଗୀଙ୍କୁ ଡିଜିପି ଦାୟିତ୍ବ

ଭୁବନେଶ୍ବର: ୧୯୯୦ ବ୍ୟାଚ୍ ର ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶାର ପୁଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି । ଆଜି ତାଙ୍କୁ ରାଜ୍ୟ ସରକାର ପୁଲିସ୍‌ ମହାନିର୍ଦ୍ଦେଶ ଭାବେ ନିଯୁକ୍ତି ଦେଇଛନ୍ତି। ସେ ଏହି ପଦର ଅତିରିକ୍ତ ଦାୟିତ୍ୱରେ ରହିବେ। ନୂଆ ଡିଜିପି
Read More...

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୩ ଟି ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ବର: ଗତକାଲି ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୩ ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ ହୋଇଥିବା କ୍ୟାବିନେଟ୍ ମିଟିଙ୍ଗ୍ ରେ ରାଜ୍ୟ ସରକାର ପଦବି ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସ ସୀମା ବୃଦ୍ଧି
Read More...

ସମ୍‌ରେ ଜାତୀୟ ଶିଶୁ ଶଲ୍ୟ ଦିବସ ପାଳିତ

ଭୁବନେଶ୍ୱର, ଡିସେମ୍ବର ୩୦: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଚଳିତ ଡିସେମ୍ବର ୨୯ ତାରିଖରେ ଜାତୀୟ ଶିଶୁ ଶଲ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହସ୍ପିଟାଲ୍‌ର ଶିଶୁ ଶଲ୍ୟ ବିଭାଗରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶେଷଜ୍ଞ ଓ ଡାକ୍ତର
Read More...

ସୋଆରେ ନଭେଲ ମ୍ୟାଟେରିଆଲ୍‌ସ ଫର୍ ଇଞ୍ଜିନିୟରିଂ ଆପ୍ଲିକେସନ୍ ସମ୍ପର୍କିତ ଫ୍ୟାକଲ୍‌ଟି ଡେଭଲପ୍‌ମେଂଟ ପ୍ରୋଗ୍ରାମ୍…

ଭୁବନେଶ୍ୱର, ୨୯/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଠାରେ ଡିସେମ୍ବର ୧୮ ରୁ ୨୩ ତାରିଖ ପର୍ଯ୍ୟନ୍ତ ୬ ଦିନି ଧରି ‘ନଭେଲ ମ୍ୟାଟେରିଆଲ୍‌ସ ଆଣ୍ଡ ଇଟ୍‌ସ ଇଞ୍ଜିନିୟରିଂ ଆପ୍ଲିକେସନ୍‌ସ’ ଶୀର୍ଷକ ଏକ
Read More...

ସୋଆରେ ଅମୃତ କାଳ ବିମର୍ଶ ବିକଶିତ ଭାରତ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୨୯/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ (ଆଇଏଏସ୍‌) ରେ ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଅମୃତ କାଳ ବିମର୍ଶ ବିକଶିତ ଭାରତ ଅ ୨୦୪୭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବେଙ୍ଗାଲୁରୁ ସ୍ଥିତ ସିଏସ୍‌ଆଇଆର
Read More...

ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ୬ ମାସ ବଢ଼ିଲା

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ୬ ମାସ ବଢ଼ିଲା । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଛି । ଡିସେମ୍ବର ୩୧ରେ ମୁଖ୍ୟ ସଚିବଙ୍କ କାର୍ଯ୍ୟକାଳ ସରୁଥିଲା । ଜୁନ୍ ୩୦ ତାରିଖ ଯାଏଁ କାର୍ଯ୍ୟକାଳ ବଢ଼ାଇଲେ ସରକାର । ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ
Read More...

କୁଖ୍ୟାତ ଅପରାଧୀ କାଳୁ ଭୋଳକୁ ପୁରୀ ପୁଲିସ୍‌ ଏନ୍‌କାଉଣ୍ଟର

ପୁରୀ: କୁଖ୍ୟାତ ଅପରାଧୀ କାଳୁ ଭୋଳକୁ ପୁରୀ ପୁଲିସ୍‌ ଏନ୍‌କାଉଣ୍ଟର କରିଛି। ଗୁଳିମାଡ଼ରେ କାଳୁ ଆହତ ହୋଇଛି। ତାକୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନକାଉଣ୍ଟର ବେଳେ କାଳୁ ଭୋଳର ଡାହାଣ ଗୋଡରେ ବାଜିଛି ଗୁଳି । ସୂଚନାଯୋଗ୍ୟ, ସତ୍ୟବାଦୀ ଆଇଆଇସିଙ୍କ ଉପରକୁ
Read More...

ଓଡ଼ିଆ ପୁଅ ଦକ୍ଷିଣଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆର ମ୍ୟାନେଜର

ଭୁବନେଶ୍ବର: ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ଦାୟିତ୍ବ ତୁଲାଉଛନ୍ତି ଓଡ଼ିଆ ପୁଅ ଶତବୀର ସିଂହ ରିୟର । ଭାରତର ସାଉଥ ଆଫ୍ରିକା ଗସ୍ତରେ ଟିମ୍ ଇଣ୍ଡିଆକୁ କଂଟ୍ରୋଲ କରିବେ ମାଲକାନଗିରି ଜିଲ୍ଲାର କ୍ରିକେଟର ସତବୀର ସିଂ ରାଏର ଓରଫ ପପ୍ପୁ ସିଂ । ଚଳିତ ସାଉଥ ଆଫ୍ରିକା ଟେଷ୍ଟ ସିରିଜ ଲାଗି
Read More...

ସୋଆର ୩ ଆଇନ୍ ଛାତ୍ରଛାତ୍ରୀ ଓ ଦୁଇ ଫ୍ୟାକଲ୍ଟିଙ୍କର ଓଜେଏସ୍ ପରୀକ୍ଷାରେ ସଫଳତା

ଭୁବନେଶ୍ୱର, ଡିସେମ୍ବର ୨୮: ନିକଟରେ ପ୍ରକାଶ ପାଇଥିବା ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍ (ଓଜେଏସ୍‌) ପରୀକ୍ଷାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୩ ଜଣ ପୂର୍ବତନ ଆଇନ ଛାତ୍ରଛାତ୍ରୀ ଓ ଦୁଇଜଣ ଫ୍ୟାକଲ୍ଟି ସଫଳତା ହାସଲ କରିବା ସହ କୃତିତ୍ୱ
Read More...