ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ମହିଳା ଥାନାରେ ହାଜର ହେଲେ ହ୍ୟୁମାନ ସାଗର

କଟକ: ଆଜି ମହିଳା ଥାନାରେ ହାଜର ହୋଇଛନ୍ତି ହ୍ୟୁମାନ ସାଗର। କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୋଧରେ ଗତକାଲି ପତ୍ନୀ ସାଙ୍ଘାତିକ ଅଭିଯୋଗ ଆଣିବା ପରେ ପୁଲିସର ସମନ ପାଇଁ ଆଜି ମହିଳା ଥାନାରେ ପହଞ୍ଚିଛନ୍ତି। ପତ୍ନୀ ଶ୍ରେୟା ମିଶ୍ରଙ୍କୁ ମାନସିକ, ଶାରୀରିକ ନିର୍ଯାତନା ଦେଉଥିବା ନେଇ ପତ୍ନୀ
Read More...

ଆଜିଠୁ ଆରମ୍ଭ ହେଲା ଟିକାକରଣ

ଭୁବନେଶ୍ବର; ଆଜିଠୁ ଓଡ଼ିଶାରେ ପୁଣି ଥରେ ହେବ ଟିକାକରଣ । ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଏହି ଟିକାକରଣ କରାଯିବ। ରାଜ୍ୟର ସମସ୍ତ ଜିଲ୍ଲା, ସହରାଞ୍ଚଳ, ଗୋଷ୍ଠୀ ଓ ପ୍ରାଥମିକ ଡାକ୍ତରଖାନାରେ ଦିଆଯିବ ଭ୍ୟାକସିନ୍। ଯେଉଁମାନେ ଦ୍ବିତୀୟ ଓ ପ୍ରିକସନ୍ ଡୋଜ୍ ନେଇ
Read More...

ଆଜି ଭାରତ–ୱେଲ୍ସ ମୁକାବିଲା

ଭୁବନେଶ୍ବର; ହକି ବିଶ୍ୱକପରେ ଆଜି ଭାରତ ଓ ଓ୍ୱେଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍ । ଏହି ହାଇଭୋଲଟେଜ ଟକ୍କର କଳିଙ୍ଗ ଷ୍ଟାଡିୟମରେ ଦେଖିବେ ଦର୍ଶକ । ହକି ବିଶ୍ୱକପର ଶେଷ ପୁଲ୍ ମ୍ୟାଚରେ ଓ୍ୱେଲ୍ସକୁ ଭେଟିବାକୁ ଥିବା ବେଳେ ବଡ଼ ବ୍ୟବଧାନରେ ଜିତି ସିଧା ସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ
Read More...

ଡାକୋଟା ବିମାନକୁ ପୁଷ୍ପାଞ୍ଜଳି ଦେଇ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର; ଭୁବନେଶ୍ଵରରେ ପହଞ୍ଚିଛି ବିଜୁ ବାବୁ ଙ୍କ ଐତିହାସିକ ଡାକୋଟା ବିମାନ । ଏହି ସୁବର୍ଣ୍ଣ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦର ଠାରେ ବିମାନ ଉପରେ ପୁଷ୍ପ ବୃଷ୍ଟି କରି ସ୍ବାଗତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ
Read More...

ଭୁବନେଶ୍ବର ଆସିଲା ’ଡାକୋଟା’

କଟକ: ବହୁ ବର୍ଷ ପୂର୍ବେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ବ୍ୟବହାର କରୁଥିବା ଡାକୋଟା ବିମାନ ଆଜି ଭୁବନେଶ୍ବରରେ ପହଞ୍ଚିଛି।। କୋଲକାତାର ନେତାଜୀ ସୁଭାଷ ବୋଷ ବିମାନବନ୍ଦରରୁ ଭୁବନେଶ୍ବରକୁ ୩ଟି ବଡ଼ ଟ୍ରଲର ସହାୟତାରେ ଡାକୋଟା ବିମାନକୁ ଅଣାଯାଇଛି। ଡାକୋଟା ବିମାନଟିକୁ ମରାମତି କରାଯିବା ପରେ
Read More...

ସମ୍ ହସ୍ପିଟାଲ୍ ଦ୍ୱିତୀୟ କ୍ୟାମ୍ପସ୍ ନିର୍ମାଣ ଘଟଣା: ଏନ୍‌ଜିଟିଙ୍କ ରହିତାଦେଶ ଉପରେ ହାଇକୋର୍ଟଙ୍କ ରୋକ

ଭୁବନେଶ୍ୱର, ୧୮/୦୧: ଭୁବନେଶ୍ୱର ଉପକଣ୍ଠ ଫୁଲନଖରାଠାରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ୟାମ୍ପସ-୨ ନିର୍ମାଣ ପ୍ରସଙ୍ଗରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍‌ଜିଟି) ଡିସେମ୍ବର ୧୨, ୨୦୨୨ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଉପରେ ପରବର୍ତୀ ଶୁଣାଣି
Read More...

୩ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ୩ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଭାରତୀୟ ନିର୍ବାଚନ କମିଶନର ରାଜୀବ କୁମାର ଏନେଇ ସୂଚନା ଦେଇଛନ୍ତି। ଏହି ୩ ରାଜ୍ୟରେ କେବେ ମତଦାନ ହେବ ଓ କେବେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ, ସେ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସୂଚନା
Read More...

ଆଗକୁ ଛଟେଇ ଘୋଷଣା କରିପାରେ ‘ମାଇକ୍ରୋସଫ୍ଟ୍‌’

ନ୍ୟୁଜ୍ ବ୍ୟୁରୋ; ବର୍ତ୍ତମାନ ଆଇଟି କଂପାନି ମାନଙ୍କର ମାନ୍ଦାବସ୍ଥା ଲାଗି ରହିଛି। ସାଘଂତିକ ଆର୍ଥିକ ପରିସ୍ଥିତିରୁ ମୁକ୍ତି ପାଇବା ଲାଗି ଅନ୍ୟାନ୍ୟ ବୃହତ୍‌ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ଭଳି ‘ମାଇକ୍ରୋସଫ୍ଟ୍‌’ ମଧ୍ୟ ବିଶ୍ବବ୍ୟାପୀ ତା’ର କର୍ମଚାରୀଙ୍କ ସଂଖ୍ୟା ଆହୁରି ହ୍ରାସ କରିବାକୁ
Read More...

ଚଳିତ ବର୍ଷ ଅଧିକ ଖରା, କମି ଯାଇପାରେ ବର୍ଷା !!

ଭୁବନେଶ୍ବର; ଏ ବର୍ଷ ଗ୍ରୀଷ୍ମ ଋତୁ ରେ ଅଧିକ ଖରା ହେବ। ଦିନ ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିବାର ସମ୍ଭାବନା ରହିଛି। କାରଣ ପ୍ରଶାନ୍ତ ମହାସାଗର ରେ ଗତ ୩ ବର୍ଷ ଧରି ସକ୍ରିୟ ରହିଥିବା ଲା- ନିନା ଏବେ କ୍ରମଶଃ ଦୁର୍ବଳ ହେବାକୁ ଯାଉଛି । ଲା - ନିନା ଦୁର୍ବଳ ହେବା ସହ ଫେବୃଆରୀ ପରେ
Read More...

କଣ୍ଠଶିଳ୍ପୀ ହ୍ୟୁମାନଙ୍କ ନାଁରେ ଥାନାରେ ମାମଲା

କଟକ; ବିବାଦରେ ଫସିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ତାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ। ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ହ୍ୟୁମାନ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି । ଯାହାଫଳରେ ନିଜ ସ୍ୱାମୀଙ୍କ ନିର୍ଯାତନାରେ ଅତିଷ୍ଠ ପତ୍ନୀ ନ୍ୟାୟ ପାଇଁ ମହିଳା ଥାନାର
Read More...