ପ୍ରମୁଖ ଖବର

ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍‌ ନିକଟରେ ତାଳଚେର-ପୁରୀ ଟ୍ରେନ୍‌ର ଇଞ୍ଜିନ୍‌ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC

ସ୍କୁଲ ବସ ଉପରେ ପଡିଲା ଫାଇନ୍

ଫିଟନେସ୍‌ ଯାଞ୍ଚ ବେଳେ ଏକ ସ୍କୁଲ ବସ୍‌ ଉପରେ ପଡ଼ିଛି ୨ ଲକ୍ଷ ୩୩ ହଜାର ଫାଇନ୍ । ଭୁବନେଶ୍ୱର ଡମଣା ଛକରେ ଆଜି ପରିବହନ ବିଭାଗ ଏକ ବସ୍‌ ଉପରେ ଏହି ଫାଇନ୍‌ ଲାଗୁ କରିବା ସହ ବସ୍‌ଟିକୁ ଜବତ କରାଯାଇଛି। ବସ୍‌ ପରମିଟ୍, ବୀମା, ପଲ୍ୟୁସନ୍ ବାବଦରେ ଏହି ଫାଇନ୍ କଟାଯାଇଛି । ଟିକସ ବକେୟା
Read More...

କରୋନା ସଂକ୍ରମଣକୁ ନେଇ କଣ କହିଲେ ବିଜୟ

ଦିଲ୍ଲୀ ସମେତ ଅନ୍ୟ ରାଜ୍ୟ ଗୁଡ଼ିକରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ, ଓଡିଶାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶାରେ ଉଦ୍‌ବେଗଜନକ ସ୍ଥିତି ନାହିଁ । ତଥାପି ଆଗାମୀ ୩ ରୁ ୪ ସପ୍ତାହ ଆମମାନଙ୍କ
Read More...

ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ। କଟକ ମହାନଗର ନିଗମ ମେୟର ନିର୍ବାଚନ ବିଜୟ ପରେ ସାଂସଦ ପଦ ଛାଡିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଏନେଇ ସେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କହିଛନ୍ତି, କଟକର ମେୟର ଭାବରେ ରହି କାମ କରିବି ।
Read More...

ଦେଶରେ ଦିନକରେ ୧୨୪୭ ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢାଇଲା ଦିଲ୍ଲୀ

କରୋନାର ବଢୁଥିବା ଗ୍ରାଫ ସାରା ଦେଶରେ ଚିନ୍ତା ବଢାଇଛି । ଦେଶରେ ଗତ ୨୪ ଘଂଟାରେ ୧୨ ଶହ ୪୭ ନୂଆ ମାମଲା ଚିହ୍ନଟ ହୋଇଛି । ତେବେ ରବିବାର ତୁଳନାରେ ସୋମବାର ୯୩୬ କମ ମାମଲା ଆସିଛି । ରବିବାର ୨୧ ଶହ ୮୩ ସଂକ୍ରମିତ ଚିହ୍ନଟ ହୋଇଥିଲେ । ହେଲେ ଦିଲ୍ଲୀ ଏନସିଆରର ସ୍ଥିତି ଚିନ୍ତାଜନକ । ନୋଏଡ଼ାରେ
Read More...

ମାହାଙ୍ଗା ଗଣହତ୍ୟା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାରେ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ସମସ୍ତଙ୍କ ଦେହରେ ଏକାଧିକ କ୍ଷତ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଟଣା ଭିଡା, ଜୋର ଜବରଦସ୍ତ ଭିତରେ ଘଟଣା ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ବିଷକ୍ରିୟା ପାଇଁ ମୃତ୍ୟୁ ନେଇ ରିପୋର୍ଟରେ ଉଲ୍ଲେଖ ନାହିଁ ।
Read More...

କରୋନାର ଚତୃର୍ଥ ଲହରକୁ ନେଇ କ’ଣ କହିଲେ ଆଇଆଇଟି ପ୍ରଫେସର

ଦେଶର ଅନେକ ରାଜ୍ୟରେ ଏବେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ପୁଣି ଘାରିଛି କରୋନା ଭୟ । କରୋନାର ଚତୃର୍ଥ ଲହରକୁନେଇ ପୁଣି ପଶିଛି ଚିନ୍ତା ।ତେବେ ପୂର୍ବରୁ ଦୁଇ ଦୁଇ ଥର କରୋନାକୁ ନେଇ ସଠିକ ଭବିଷ୍ୟବାଣୀ କରିସାରିଥିବା କାନପୁରର ଆଇଆଇଟି ପ୍ରଫେସର ଚତୃର୍ଥ ଲହରକୁ ନେଇ
Read More...

ପ୍ରଶାନ୍ତ କିଶୋର କି ନିଷ୍ପତ୍ତି ନେଲେ

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗତ ତିନି ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କୁ ଭେଟିଛନ୍ତି। ସୋମବାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଘରେ ଏକ ବଡ଼ ବୈଠକ ବସିଛି। ସୋନିଆ ଗାନ୍ଧୀ, ପ୍ରିୟଙ୍କା ,ଅମ୍ବିକା ସୋନୀ, ପି.ଚିଦାମ୍ବରମ, ଜୟରାମ
Read More...

ଓମଫେଡ୍ କ୍ଷୀର: କେତେ ଥିଲା, କେତେ ହେବ?

ଭୁବନେଶ୍ବର: ମହଙ୍ଗା ମାଡ଼ରେ ସାଧାରଣ ଲୋକେ ଅସ୍ତବ୍ୟସ୍ତ> ଦିନକୁ ଦିନ ବିଭିନ୍ନ ସାମଗ୍ରୀର ମୂଲ୍ୟ ବଢିବାରେ ଲାଗିଛି। ବଢିବ ଓମଫେଡ୍ କ୍ଷୀର ଦର ଓମଫେଡ଼ କ୍ଷୀର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇବ । ଆସନ୍ତା ୨୧ ତାରିଖରୁ ଏହି ନୂଆ ଦର ଲାଗୁ ହେବ। ଓମଫେଡ ଦର ବୃଦ୍ଧି ପରେ ୫ ଶହ ମିଲିଲିଟର
Read More...

ଆଜିଠୁ ମିଳିବ ମାଟ୍ରିକ୍ ଆଡମିଟ୍ କାର୍ଡ; କିପରି କରିବେ ଡାଉନଲୋଡ

କଟକ: ଆଜିଠୁ ମିଳିବ ମାଟ୍ରିକ ଆଡମିଟ କାର୍ଡ। ଦଶମ ଶ୍ରେଣୀ ଦ୍ୱିତୀୟ ସମେଟିଭ ଆସେସମେ ପାଇଁ ଅନଲାଇନରେ ଆଡମିଟ କାର୍ଡ ମିଳିବ। ବୋର୍ଡ ୱେବସାଇଟରୁ ଛାତ୍ରଛାତ୍ରୀ ମାନେ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ଆଜି ଦିନ ୧୦ଟାରେୁ ବୋର୍ଡ ୱେବସାଇଟରେ ଆଡମିଟ କାର୍ଡ ଉପଲବ୍ଧ ହେବ। ସେହିପରି
Read More...

ମନଲାଖି ନେତା ପାଉନାହାନ୍ତି ସୋନିଆ

ପ୍ରଶାନ୍ତଙ୍କ ଫର୍ମୁଲା ପରେ କଂଗ୍ରେସରେ ଉତ୍ସାହଚାରି କାର୍ଯ୍ୟକାରୀ ସଭାପତିଙ୍କୁ ନିଆଯାଇପାରେଆଲୋଚନା ପାଇଁ ୨୨ରେ ଆସୁଛନ୍ତି ଚେଲ୍ଲାକୁମାର ନୂଆଦିଲ୍ଲୀ: ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ୨୦୨୪ ନିର୍ବାଚନ ସଂକ୍ରାନ୍ତରେ ଯେଉଁ ଫର୍ମୁଲା କଂଗ୍ରେସ ହାଇକମାଣ୍ଡଙ୍କୁ ଧରାଇଛନ୍ତି,
Read More...