ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଏବର୍ଷ ଶୀଘ୍ର ଆସିପାରେ ମୌସୁମୀ

ଭୁବନେଶ୍ବର: ସାଧାରଣତଃ ଜୁନ ୧ ତାରିଖରେ କେରଳ ଛୁଇଁଥାଏ ମୌସୁମୀ । କିନ୍ତୁ ଏଥର ୪ ଦିନ ପୂର୍ବରୁ ଅର୍ଥାତ୍ ମେ’ ୨୭ ତାରିଖରେ ମୌମୁମୀ ଆସିପାରେ ବୋଲି ଆକଳନ କରିଛି ଆଇଏମଡି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଥମେ କେରଳରେ ପ୍ରବେଶ କରିଥାଏ । କେରଳ ଛୁଇଁଲେ ମୌସୁମୀ ବାୟୁର ଆଗମନ ନେଇ…
Read More...

ରୋଷେଇ ଘରେ ମହଙ୍ଗା ମାଡ଼

ଭୁବନେଶ୍ଵର : ରନ୍ଧନ ଗ୍ୟାସ୍, ଖାଇବା ତେଲରେ ଅହେତୁକ ଦରବୃଦ୍ଧି ପରେ ଏବେ ବଢ଼ିଲାଣି ପରିବା ଦର। ଟମାଟୋ କିଲୋ ୧୨୦ ଟଙ୍କା ଛୁଇଁଲାଣି। ସେପଟେ ଆମିଷ କଥା ନକହିବା ଭଲ। ୩୦୦ ଟଙ୍କା ଛୁଇଁବାକୁ ବସିଲାଣି ଚିକେନ୍ କିଲୋ। ବାତ୍ୟା ଭୟରେ ଯୋଗାଣ ବନ୍ଦ ଥିବାରୁ ବଜାରରେ ସୃଷ୍ଟି ହୋଇଛି କୃତ୍ରିମ…
Read More...

ଏଲଆଇସି ହାଉସିଂ ଫାଇନାନ୍ସ ହୋମ୍‌ ଲୋନ୍‌ ଉପରେ ବଢିଲା ସୁଧ ହାର

ନୂଆଦିଲ୍ଲୀ: ଦରଦାମ୍ ବୃଦ୍ଧିକୁ ନିୟନ୍ତ୍ରଣରେ ଆଣିବା ପାଇଁ ରିଜର୍ଭ ବ୍ୟାଙ୍କ, ନିକଟରେ ରେପୋ ରେଟ୍‌ରେ ବୃଦ୍ଧି କରିଥିଲା। ରେପୋ ରେଟ୍‌ ବଢିବାର ପ୍ରଭାବ ବ୍ୟାଙ୍କ ଓ ହାଉସିଂ ଫାଇନାନ୍ସର ସୁଧ ଦର ଉପରେ ମଧ୍ୟ ଦେଖିବାକୁ ମିଳିଥିଲା। ଏବେ ଏଲଆଇସି ହାଉସିଂ ଫାଇନାନ୍ସ ଅର୍ଥାତ ଏଲଆଇସି…
Read More...

ଜଙ୍ଗଲରୁ ମିଳିଲା ଅଙ୍ଗନବାଡି ଦିଦିଙ୍କ ମୃତଦେହ

ଖଲ୍ଲିକୋଟ: ୫ ଦିନ ହେବ ନିଖୋଜ ଥିଲେ ଅଙ୍ଗନବାଡି ଦିଦି। ଆଜି  ଜଙ୍ଗଲରୁ ମିଳିଲା ତାଙ୍କ ମୃତଦେହ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ପୋଡାପଦର ନିକଟରେ। ମୃତ ମହିଳା ଜଣଙ୍କ ହେଲେ ପୋଡାପଦର ଗାଁର ଅଙ୍ଗନବାଡି କର୍ମୀ ସୁଭାସିନୀ ପଣ୍ଡା। ଋଣ ସୁଝିନପାରି ଓ ଫାଇନାନ୍ସ…
Read More...

ସୁବ୍ରତଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ କୋର୍ଟ

ପାଟଣା: ସୁବ୍ରତ ରାୟଙ୍କୁ କୋର୍ଟରେ ହାଜର ହେବାକୁ ବାରମ୍ବାର ନୋଟିସ୍ କରାଯାଇଥିଲା । କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରିଆସୁଥିଲେ ସାହାରା ଗ୍ରୁପର ଚେୟାରମ୍ୟାନ୍ ସୁବ୍ରତ ରାୟ । ଫଳରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ । ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ସତ୍ତ୍ବେ ଶୁକ୍ରବାର…
Read More...

ଜୁନ୍ ୧୩ରେ ହେବ ରାଜ୍ୟସଭା ଉପନିର୍ବାଚନ

ଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ସୁବାସ ସିଂ ପଦ ଛାଡିବା ପରେ ହେବ ଉପନିର୍ବାଚନ । ଜୁନ୍ ୧୩ ତାରିଖରେ ହେବ ଉପନିର୍ବାଚନ । ମେ ୨୬ରେ ବିଧିବଦ୍ଧ ଭାବେ ପ୍ରକାଶ ପାଇବ ବିଜ୍ଞପ୍ତି । ଉପନିର୍ବାଚନ ପାଇଁ ମେ ୨୬ରୁ ଜୁନ୍ ୨ତାରିଖ ପର୍ଯ୍ୟନ୍ତ ଚାଲିବ…
Read More...

ନିଟ୍ ପିଜି ପରୀକ୍ଷା ସ୍ଥଗିତ ରଖିବାକୁ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍‌ ପିଜି ପରୀକ୍ଷା ବା ମେଡିକାଲ ପ୍ରବେଶିକା ପରୀକ୍ଷା ୨୦୨୨କୁ ସ୍ଥଗିତ ରଖିବା ପାଇଁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହି ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ବିଭିନ୍ନ ସଂଗଠନ ଆନ୍ଦୋଳନ କରିଥିଲେ। ତେବେ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିବା…
Read More...

ନିଆଁ ଲାଗି ମା’ ସହ ଦୁଇ ଶିଶୁ ଜୀବନ୍ତ ଦଗ୍ଧ

ବାରିପଦା: ରାତିରେ ମା’ ପାଖରେ ଶୋଇଥିଲେ ୨ ନିରୀହ ଶିଶୁ। ହଠାତ୍‌ ରାତିରେ ଘରେ ନିଆଁ ଲାଗିଥିବା ବେଳେ ମା’ ସହ ଜୀବନ୍ତ ଦଗ୍ଧ ହୋଇଗଲେ ୨ କଅଁଳା ଶିଶୁ। ଏପରି ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉଞ୍ଚଗାଁ ଗ୍ରାମର ଢ଼ିପାସାହିଠାରେ ଗତରାତିରେ ଘଟିଛି। ମୃତକ ୩ ଜଣ ହେଲେ…
Read More...

ଆଉ ଏକ ଲଘୁଚାପ ବଢ଼ାଇଲାଣି ସଂଶୟ

ଭୁବନେଶ୍ବର: ଭୀଷଣ ରୂପ ନେଇ ଅସାନି ଉପକୂଳକୁ ମାଡ଼ି ଆସୁଥିଲା। ଶେଷ ମୁହୂର୍ତରେ ଏହା କ୍ଷୀଣକାୟ ଶରୀର ନେଇ ଆନ୍ଧ୍ରପ୍ରଦେଶ ପଶିଲା। ଆଶ୍ବସ୍ତ ହେଲେ ରାଜ୍ୟବାସୀ। ଏବେ କିନ୍ତୁ ମେ' ମାସର ପାଣିପାଗ ପୁଣି ଥରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇବାକୁ ଯାଉଛି। ଆସନ୍ତା ୧୮ ତାରିଖ କିମ୍ବା ୧୯ ତାରିଖ…
Read More...

ପୁଷ୍ପାରାଜଙ୍କର ଦାମ୍ କେତେ?

ମୁମ୍ବାଇ: 'ପୁଷ୍ପା-ଦ ରାଇଜ୍'। ଦକ୍ଷିଣ ଭାରତର ଏହି ଚଳଚ୍ଚିତ୍ରଟି ସାରା ଭାରତରେ ଏମିତି ଛାଇଗଲା ଯେ ଏହାର ପ୍ରମୁଖ କଳାହାର ଅଲ୍ଲୁ ଅର୍ଜୁନ (ପୁଷ୍ପାରାଜ)ଙ୍କ ଠାଣିକୁ ଛୋଟ ପିଲା ବି ନକଲ କରି ବସିଲେ। କଥା କଥାକେ ପୁଷ୍ପା ଷ୍ଟାଇଲ୍ ଆସିଲା ଚର୍ଚ୍ଚାକୁ। ଦକ୍ଷିଣ ଭାରତର ଏହି ଚଳଚ୍ଚିତ୍ର…
Read More...