ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ବସ-ଟ୍ରକ ମଧ୍ୟରେ ଧକ୍କା, ଜୀଅନ୍ତା ଜଳିଗଲେ ୧୪ ଯାତ୍ରୀ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ ଭୟାବହ ସଡ଼କ ଦୁର୍ଘଟଣା ଘଟି ଦେଶକୁ ଦୁଃଖିତ କରିଦେଇଛି। ଆନ୍ଧ୍ରପ୍ରଦେଶ ର ମାର୍କାପୁରମ ନିକଟରେ ରାୟାବରମ ଅଞ୍ଚଳରେ ଗୋଟିଏ ଘରୋଇ ଟ୍ରାଭେଲ ବସ୍ ଓ ଟିପର୍ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ
Read More...

ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା

ବିହାର; ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ବହୁ ଚର୍ଚ୍ଚିତ ‘ଜମି ବଦଳରେ ରେଳବାଇ ଚାକିରି’ ମାମଲାକୁ ରଦ୍ଦ କରିବା ପାଇଁ ତାଙ୍କ ଦାଖଲ କରାଯାଇଥିବା ପିଟିସନ୍‌କୁ କୋର୍ଟ ଖାରଜ କରିଦେଇଛି। ମାମଲାର
Read More...

୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି: ହରିଶ ରାଣାଙ୍କ ଦେହାନ୍ତ

ନୂଆଦିଲ୍ଲୀ; ଭାରତର ଆଇନଗତ ଏବଂ ଚିକିତ୍ସା ବିଜ୍ଞାନ ଇତିହାସରେ ମଙ୍ଗଳବାର ଏକ ଯୁଗାନ୍ତକାରୀ ଅଧ୍ୟାୟର ଅନ୍ତ ଘଟିଛି। ଦେଶରେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟଙ୍କ ଠାରୁ ‘ପାସିଭ୍ ଇଉଥାନାସିଆ’ (ଇଚ୍ଛାମୃତ୍ୟୁ) ପାଇଁ ଅନୁମତି ପାଇଥିବା ୩୨ ବର୍ଷୀୟ ହରିଶ ରାଣାଙ୍କର ଦିଲ୍ଲୀ ଏମ୍‌ସରେ ଦେହାନ୍ତ
Read More...

ଭୁବନେଶ୍ୱର ଏୟାରପୋର୍ଟରେ ୬ କୋଟିରୁ ଅଧିକ ଗଞ୍ଜେଇ ଜବତ

ଭୁବନେଶ୍ୱର; ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବଡ଼ ଚଢାଉ କରି ୬ କିଲୋଗ୍ରାମ ଉଚ୍ଚ-ଗ୍ରେଡ୍ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରାଯାଇଛି, ଯାହାର ମୂଲ୍ୟ ୬ କୋଟି ଟଙ୍କାରୁ ଅଧିକ ବୋଲି ଅନୁମାନ। ମଙ୍ଗଳବାର ବ୍ୟାଙ୍କକରୁ
Read More...

ରାଜ୍ୟରେ ବଢ଼ିବ ନାହିଁ ବିଦ୍ୟୁତ ଦର

ଭୁବନେଶ୍ବର: ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସି ଖବର। ରାଜ୍ୟରେ ବଢ଼ିବ ନାହିଁ ବିଦ୍ୟୁତ ଦର । ୨୦୨୬-୨୭ ଆଥିର୍କ ବର୍ଷରେ ବଢ଼ିବ ନାହିଁ ଦର । ପୂର୍ବବର୍ଷ ଭଳି ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ।
Read More...

ଟ୍ରମ୍ପଙ୍କ ବଡ ଘୋଷଣା, ୫ ଦିନ ପାଇଁ ଯୁଦ୍ଧ ସ୍ଥଗିତ

ନ୍ୟୁଜ୍ ବ୍ୟୁରୋ: ଇରାନ ବିରୋଧରେ ଯୋଜନାବଦ୍ଧ ସାମରିକ ଆକ୍ରମଣକୁ ଆମେରିକା ପକ୍ଷରୁ ୫ ଦିନ ପାଇଁ ସ୍ଥଗିତ ରଖାଯାଇଛି। ୱାଶିଂଟନ ଓ ତେହେରାନ ମଧ୍ୟରେ ଚାଲିଥିବା ଆଲୋଚନାକୁ ଅବକାଶ ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ଗତ
Read More...

ଡିଜିଟାଲରେ ଅଭିଯୋଗ ଶୁଣିବେ ବିଧାୟକ

ଭୁବନେଶ୍ବର: ଡିଜିଟାଲରେ ଅଭିଯୋଗ ଶୁଣିବେ ବିଧାୟକ। ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଏହି ବ୍ୟବସ୍ଥା କରାଯିବ। ବିଭିନ୍ନ ଅଞ୍ଚଳରେ କରାଯିବ ଡିଜିଟାଲ୍ ବ୍ୟବସ୍ଥା। ସରକାର ଏ ସବୁକୁ ବିଚାର କରୁଥିବା ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ।
Read More...

ଯେଉଁଠୁ ସମ୍ଭବ ସେଠାରୁ ତେଲ କିଣୁଛି ଦେଶ : ମୋଦି

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ଭାଷଣ ଦେଇଛନ୍ତି। ଗତ ୨୪ ଦିନ ଧରି ଚାଲୁଥିବା ଏହି ସଂଘର୍ଷ ମଧ୍ୟରେ ତାଙ୍କ ଅଭିଭାଷଣକୁ ଗୁରୁତ୍ୱ ଦିଆଯାଉଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପଶ୍ଚିମ ଏସିଆର
Read More...

ଭୁଶୁଡ଼ିଲା ଶୀତଳ ଭଣ୍ଡାର: ୪ ମୃତ, ଆମୋନିଆ ଗ୍ୟାସ୍‌ ଲିକରେ ଆତଙ୍କ

ଉତ୍ତରପ୍ରଦେଶ: ପ୍ରୟାଗରାଜରେ ଥିବା ଗୋଟିଏ ବିରାଟ ଶୀତଳ ଭଣ୍ଡାରର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ଓ ୧୨ ଜଣ ଆହତ ହୋଇଛନ୍ତି। ଘଟଣା ପରେ ଆମୋନିଆ ଗ୍ୟାସ୍‌ ଲିକ ହେବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଅଧିକାରୀମାନଙ୍କ ଅନୁସାରେ, ଆହତମାନଙ୍କୁ ନିକଟସ୍ଥ
Read More...

ଏପ୍ରିଲ୍‌ରୁ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲୁଥିବା ସଙ୍କଟ ପ୍ରଭାବରେ ତେଲ ଆମଦାନି କମିବାରୁ ଆସନ୍ତା ଏପ୍ରିଲ୍‌ ପହିଲାରେ ବିମାନ ଇନ୍ଧନ (ଏଟିଏଫ୍‌) ଦର ବୃଦ୍ଧି ପାଇପାରେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି, ଏହାର ସିଧାସଳଖ ପ୍ରଭାବ ବିମାନ ଭଡା ଉପରେ ପଡ଼ିବ।ପ୍ରତି ମାସର
Read More...