ଫାର୍ମା କାରଖାନାରେ ଭୟଙ୍କର ବଏଲର ବିସ୍ଫୋରଣ,୪ ମୃତ
ତିରୁପତି: ଆନ୍ଧ୍ରପ୍ରଦେଶର ତିରୁପତି ଜିଲା ଶ୍ରୀ ସିଟି ଶିଳ୍ପାଞ୍ଚଳରେ ଶନିବାର ସକାଳେ ଏକ ଫାର୍ମା କାରଖାନାରେ ବଏଲର ବିସ୍ଫୋରଣ ଘଟି ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ କେତେକ ଶ୍ରମିକ ଗୁରୁତର ଆହତ ହୋଇଥିବାବେଳେ, ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ସରକାରୀ ସୂଚନା!-->…
Read More...
Read More...