ପ୍ରମୁଖ ଖବର

ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପରଲୋକ
ରକ୍ଷାବନ୍ଧନରେ ମହିଳାଙ୍କୁ ମାଗଣା ଆମ ବସ୍‌ ଯାତ୍ରା
ଏବେ ୩୫ ଟଙ୍କାରେ ମିଳିବ ପିଆଜ, ମହଙ୍ଗା ଦରକୁ ରୋକିବ କେନ୍ଦ୍ର
ନେପାଳରେ ହଠାତ୍ ବନ୍ୟା: ୭ ମୃତ, ୩୮୪ ନିଖୋଜ

କାରଣ ଖୋଜିବାକୁ ଆସି ପହଞ୍ଚିଲା କେନ୍ଦ୍ରୀୟ ଟିମ୍

ଅଗଷ୍ଟ-ସେପ୍ଟେମ୍ବରରେ ଆସିପାରେ ତୃତୀୟ ଲହର ଭୁବନେଶ୍ବର: ଓଡିଶାରେ କାହିଁକି କମୁନି କରୋନା ସଂକ୍ରମଣ ? ଏହାର ସମୀକ୍ଷା ପାଇଁ ଓଡିଶାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ । କୋଲକତା ଜନସ୍ୱାସ୍ଥ୍ୟ ବିଭାଗର ଡାକ୍ତର ପ୍ରଫେସର ଶିବାନୀ ଦତ୍ତ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ ସରକାରୀ
Read More...

ଓଡ଼ିଶାର ଭାତହାଣ୍ଡି ବରଗଡରୁ ଉଠିଲା ଭିନ୍ନ ମତ

କାହିଁକି ଧାନ ଚାଷୀ ଲାଭ ପାଉନାହାନ୍ତି ବୟାନ କଲେ ସମ୍ବିତ୍ ଆଚାର୍ଯ୍ୟଅରୁଆ ଚାଉଳ ଓ ଉଷୁନା ଚାଉଳ ବିବାଦ ସଂପର୍କରେ ବି କହିଲେସରକାରଙ୍କ ଶୀତଳଭଣ୍ଡାର, ତ୍ରୁଟିଶୂନ୍ୟ ବଜାର ସଂପର୍କରେ ଠାରିଲେକେବଳ ଧାନ ନୁହେଁ, ବିକଳ୍ପ ଜୈବିକ ଚାଷର ଆବଶ୍ୟକତା ରହିଛି ଭୁବନେଶ୍ବର: ଆସନ୍ତୁ,  ସଭିଏଁ
Read More...

ଗଂଜାମ ନେଲା ‘କୋଭାକ୍ସିନ୍‌’

ଭୁବନେଶ୍ୱର ପରେ ଗଂଜାମକୁ ଫୋକସ କଲେ ସରକାର ଭୁବନେଶ୍ବର: ଭୁବନେଶ୍ୱରେ ପରେ ଏବେ ଗଂଜାମରେ କୋଭାକ୍ସିନ ଟିକା । ରାଜ୍ୟରେ କେବେଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯାଉଥିବା ଅନ୍ୟ ସବୁ ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯାଉଛି । ଗଂଜାମରେ ମଧ୍ୟ ପୂର୍ବରୁ କୋଭିସିଲ୍ଡ ଦିଆଯାଉଥିଲା।
Read More...

କମୁଛି ସଂକ୍ରମଣ,ବଢୁଛି ମୃତ୍ୟୁ

ଡାନ୍‌ଙ୍କ ନେତୃତ୍ବରେ ଆଜି ଅନୁଧ୍ୟାନ ପାଇଁ ଆସୁଛନ୍ତି କେନ୍ଦ୍ରୀୟ ଟିମ୍ଗତ ୧୫ଦିନରେ ଦୁଇ ଥର ମୃତ୍ୟୁ ସଂଖ୍ୟା ୪୦ ତଳକୁ ଖସିଛି ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ୪ ପ୍ରତିଶତରୁ ତଳକୁ ଖସୁଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢିଚାଲିଛି। ଆଜି ସାମ୍ନାକୁ ଆସିଥିବା ଦୈନିକ
Read More...

ମୁଁ ବି ସରକାରୀ ସ୍କୁଲରେ ପଢିଛି, କିନ୍ତୁ …

କାହା ସ୍ବାର୍ଥରେ କାମ କରୁଛନ୍ତି ଏସ୍‌ଏମ୍‌ସି?କେତେ ଥର ସରକାରଙ୍କୁ ଦେଉଛନ୍ତି ରିପୋର୍ଟ?ସାମାଜିକ ଗଣମାଧ୍ୟମରେ ଚାଲିଛି ପ୍ରତିଯୋଗିତାଉତ୍ତରଦାୟିତ୍ବ ନେବାକୁ କାହାର ଫୁରସତ୍ ନାହିଁ ଭୁବନେଶ୍ବର: ବିନା ପରୀକ୍ଷାରେ ହାଇସ୍କୁଲ ସାର୍ଟିଫିକେଟ୍ (ମାଟ୍ରିକ୍) ପରୀକ୍ଷା ଫଳ ରେକର୍ଡ ଛୁଇଁଛି।
Read More...

ଘରେ ରହି ଟିଭିରେ ଦେଖନ୍ତୁ ରଥଯାତ୍ରା

ରଥଯାତ୍ରା ପୂର୍ବରୁ ଡିଜିପିଙ୍କ ସୁରକ୍ଷା ସମୀକ୍ଷା ରଥଯାତ୍ରା ପୂର୍ବରୁ ପୁଲିସ ଡିଜି ଅଭୟ ଆଜି ପୁରୀ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ପୂର୍ବ ବର୍ଷ ପରି ଚଳିତ ବର୍ଷ ପୁରୀବାସୀଙ୍କ ସହଯୋଗ ଲୋଡିଛନ୍ତି ଡିଜି ଅଭୟ । ରଥଯାତ୍ରା ବେଳେ କରୋନା ନିୟମ ମାନିବାକୁ ଆହ୍ୱାନ
Read More...

ଟିକାକରଣରେ ରେକର୍ଡ କଲା ଓଡିଶା

ଭୁବନେଶ୍ବର: କରୋନାକୁ ମାତ୍‌ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣକୁ ଜୋରଦାର କରାଯାଇଥିବା ବେଳେ ଏ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଓଡିଶା । ବଡ ବଡ ରାଜ୍ୟକୁ ପଛରେ ପକାଇ ନୂଆ ରେକର୍ଡ ସୃଷ୍ଟି କରିଛି ରାଜ୍ୟ । ଏକ ନୂଆ ମାଇଲଖୁଣ୍ଟ ଓଡ଼ିଶା ଅତିକ୍ରମ। । ରାଜ୍ୟରେ ଏକ
Read More...

୨୦୨୨ ସୁଦ୍ଧା ପୁରୀରୁ ଉଡିବ ବିମାନ

ଭୁବନେଶ୍ବର: ରାଜ୍ୟ ପାଇଁ ବଡ଼ ଖବର। ୨୦୨୨-୨୩ରୁ ପୁରୀରେ ବିମାନ ଉଡିବା ନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସବୁ ଠିକ୍ ଠାକ୍ ଚାଲିଲେ ପୁରୀରୁ ବିମାନ ଉଡିବା ଉଜ୍ୱଳ। ୨୦୨୨ ସୁଦ୍ଧା ବିମାନବନ୍ଦର କାମ ସରିବ। ମନ୍ତ୍ରୀ କହିଛନ୍ତି, କରୋନା ସ୍ଥିତି ପାଇଁ ବିମାନ
Read More...

ଅବତରଣ ବେଳେ ଜଳିଗଲା ବିମାନ

ମାନିଲା: ଫିଲିଫାଇନ୍ସରେ ସେନାର ଏକ ବିମାନ ବଡ ଧରଣର ଦୁର୍ଘଟଣା ହୋଇଛି। ଯେତେବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେତେବେଳେ ବିମାନରେ ୮୫ ଜଣ ଯାତ୍ରୀ ଥିଲେ । ବିମାନରେ ଥିବା ୮୫ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କି ଦକ୍ଷିଣ ଫିଲିପାଇନ୍ସରେ ଦୁର୍ଘଟଣା
Read More...