ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଘର ଘର ବୁଲି ପଢାଯିବ ପାଠ

ମୋବାଇଲ ନଥିଲେ ବି ପିଲା ପଢିବେ ପାଠ ଭୁବନେଶ୍ବର: ଉପାନ୍ତ ଅଂଚଳରେ ଘରକୁ ଘର ବୁଲି ପଢାଯିବ ପାଠ । ଅନଲାଇନ୍ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗର ନୂଆ ଯୋଜନା କରିଛି। ଇଣ୍ଟରନେଟ ନଥିବା ଉପାନ୍ତ ଅଞ୍ଚଳରେ ଗୁଡ଼ିକରେ ଘରକୁ ଘର ବୁଲି ପାଠ ପଢାଇବେ ଶିକ୍ଷକ।…
Read More...

ମନ୍ତ୍ରୀ ହେବା ପାଇଁ ବୟସ ଗୋଟିଏ ମାପକାଠି କି? ମୋଦୀଙ୍କ ଭାଷା ପଢନ୍ତୁ

ନୂଆଦିଲ୍ଲୀ: କେବଳ ବରିଷ୍ଠ ନେତା କଣ ମନ୍ତ୍ରୀ ହେବାକୁ ଯୋଗ୍ୟ? ଏକାଧିକ ଥର ଜିତିଥିଲେ ଯାଇ ଜଣେ ମନ୍ତ୍ରୀ ହୋଇପାରିବ? ନବାଗତଙ୍କ ପାଇଁ କଣ ମନ୍ତ୍ରୀ ପଦ ମନା? ବୟସ ଗୋଟିଏ ମାପକାଠି କି? ରାଜ୍ୟ ହେଉ କି କେନ୍ଦ୍ର, ଯେବେ ମନ୍ତ୍ରିମଣ୍ଡଳ ଗଠନ ହୁଏ, ସେବେ ଏଭଳି କିଛି ପ୍ରଶ୍ନ ନେତାଙ୍କ ମନରେ…
Read More...

ସରକାର ଯେଉଁଠି ସକ୍ରିୟ, ବିପଦ ସେଇଠି ଅଧିକ

ଏବେ ବି ରେଡ ଜୋନରେ ରହିଛି ଖୋର୍ଦ୍ଧା,କଟକଆଉ ୫୭ ମୃତ୍ୟୁର ହିସାବ ଦେଲା ସ୍ବାସ୍ଥ୍ୟ ବିଭାଗ ଭୁବନେଶ୍ବର: ଆଜି ୫୭ ଜଣଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ଦୈନିକ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଗକୁ ଏହା ଆହୁରି ବୃଦ୍ଧି ହୋଇପାରେ। ସେପେଟ…
Read More...

ଅକଳରେ ପକାଇବ ମୋଦୀଙ୍କ ନୂଆ କୌଶଳ

ଜାତି କାର୍ଡ ଖେଳିବାକୁ ବଡ ପ୍ରସ୍ତୁତି କରିଛନ୍ତିତ୍ରିପୁରାରୁ ଓଡ଼ିଶା ସବୁଠାରୁ ଜାତି କାର୍ଡର ଝଲକଉତ୍ତରପ୍ରଦେଶ ଭୋଟ ଉପରେ ମୋଦୀଙ୍କ ଆଖି ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରିମଣ୍ଡଳରେ କରିଥିବା ଅଦଳବଦଳକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପୋଷ୍ଟମର୍ଟମ ଆରମ୍ଭ…
Read More...

ଯେବେ ଗୁରୁବାର କେହି ମହାଲକ୍ଷ୍ମୀଙ୍କର ପ୍ରାର୍ଥନା ପଢନ୍ତି…

ସରସିଜ ନିଳୟେ ସରୋଜହସ୍ତେ। ଧବଳ ତରାଂଶୁକଗନ୍ଧମାଲ୍ୟଶୋଭେ।। ଭଗବତୀ ହରିବଲ୍ଲଭେ ମନୋଜ୍ଞ। ତ୍ରିଭୁବନଭୂତିକରି! ପ୍ରସୀଦ ମହ୍ୟମ୍।।
Read More...

କାହାକୁ କଣ ଦେଲେ ମୋଦୀ?

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ନିଜର ଦ୍ୱିତୀୟ କାର୍ଯ୍ୟକାଳରେ କେନ୍ଦ୍ର କ୍ୟାବିନେଟରେ ଏକ ବଡ଼ ସଂସ୍କାର ଆଣିଛନ୍ତି। ବୁଧବାର ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଓବିସି, ଏସସି ଏବଂ ଏସଟି ସଦସ୍ୟଙ୍କ ରେକର୍ଡ ପ୍ରତିନିଧିତ୍ୱ ସହିତ ନୂତନ କ୍ୟାବିନେଟ୍‌ରେ ଅଧିକ ଶିକ୍ଷିତ ଯୁବକୁ ଓ ମହିଳା…
Read More...

୧୫ କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ

୧. ନାରାୟଣ ଟାଟୁ ରାଣେ(ମହାରାଷ୍ଟ୍ରର ବରିଷ୍ଠ ବିଜେପି ନେତା, ୬ ଥର ବିଧାୟକ ନିର୍ବାଚିତ)୨. ସର୍ବାନନ୍ଦ ସୋନୱାଲ(ଆସାମରୁ ୨ ଥର ଲୋକସଭା ସାଂସଦ ନିର୍ବାଚିତ,୨୦୧୬ରୁ ୨୦୨୧ ଯାଏ ଆସାମ ମୁଖ୍ୟମନ୍ତ୍ରୀ)୩. ଡକ୍ଟର ବୀରେନ୍ଦ୍ର କୁମାର (ମଧ୍ୟପ୍ରଦେଶ ଟିକମଗଡରୁ ଲୋକସଭା ସାଂସଦ,୭ ଥର ସାଂସଦ ଭାବେ…
Read More...

ଶପଥ ନେଲେ ୪୩ ମନ୍ତ୍ରୀ

୧. ନାରାୟଣ ଟାଟୁ ରାଣେ( ମହରାଷ୍ଟ୍ରରୁ ରାଜ୍ୟସଭା ସାଂସଦ)୨. ସର୍ବାନନ୍ଦ ସୋନୱାଲ(ଆସାମରୁ ୨ ଥର ଲୋକସଭା ସାଂସଦ ନିର୍ବାଚିତ,୨୦୧୬ରୁ ୨୦୨୧ ଯାଏ ଆସାମ ମୁଖ୍ୟମନ୍ତ୍ରୀ)୩. ଡକ୍ଟର ବୀରେନ୍ଦ୍ର କୁମାର,କ୍ୟାବିନେଟ ମନ୍ତ୍ରୀ (ମଧ୍ୟପ୍ରଦେଶ ଟିକମଗଡରୁ ଲୋକସଭା ସାଂସଦ,୭ ଥର ସାଂସଦ ଭାବେ…
Read More...

ଦେଖନ୍ତୁ, କିଏ ହେବେ ମୋଦୀଙ୍କ ନୂଆ ମନ୍ତ୍ରୀ

ଆସିଲା ୪୩ ନୂଆ ମନ୍ତ୍ରୀଙ୍କ ତାଲିକା୧. ନାରାୟଣ ରାଣେ୨. ସର୍ବାନନ୍ଦ ସୋନୋୱାଲ୩. ଡକ୍ଟର ବୀରେନ୍ଦ୍ର କୁମାର୪. ଜ୍ୟୋତିରାଦିତ୍ୟ ସିନ୍ଧିଆ୫. ରାମଚନ୍ଦ୍ର ପ୍ରସାଦ ସିଂ୬. ଅଶ୍ୱିନୀ ବୈଷ୍ଣବ୭. ପଶୁପତି କୁମାର ପାରସ୮. କିରଣ ରିଜିଜୁ୯. ରାଜକୁମାର ସିଂ୧୦.ହରଦୀପ ସିଂ ପୁରୀ୧୧.ମନସୁଖ ମାଣ୍ଡଭ୍ୟା୧୨.…
Read More...

ସିସିଟିଭି ଧରିଲା ସତ

ମୃତ୍ୟୁ ଉପରୁ ରହସ୍ୟ ହଟାଇଲା ପୁଲିସ ଭୁବନେଶ୍ବର: ସମସ୍ତେ ଭାବୁଥିଲେ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । କିନ୍ତୁ ଦେଢ ମାସ ପରେ ମୃତ୍ୟୁ ଉପରୁ ରହସ୍ୟ ହଟାଇଲା କ୍ୟାପିଟାଲ ପୁଲିସ । ମେ ୨୪ରେ ସୂର୍ଯ୍ୟନଗରର ସୁବାଷ ନାଏକର ମୃତ୍ୟୁ ହୋଇଥିଲା । ରାଜଭବନ ପାଖରେ ଏକ ଲୁହା ଖୁଂଟରେ ପିଟି…
Read More...