Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଏଣିକି ଶସ୍ତା ହେବ ବିଦେଶ ଯାତ୍ରା ଓ ପାଠପଢ଼ା
ଦେଶରେ ନିର୍ମାଣ ହେବ ୩ଟି ନୂଆ ଏମ୍ସ, ୭ଟି ରେଳ କରିଡର୍
ବାୟୋଫାର୍ମା କ୍ଷେତ୍ର ପାଇଁ ୧୦ ହଜାର କୋଟି, ଶସ୍ତା ହେବ ସୁଗାର କର୍କଟ ଔଷଧ
କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ
ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଡକାୟତ ସିପୁ ଆହତ
Browsing Category
ଘଟଣା ଓ ଦୁର୍ଘଟଣା
ଫୁଲ ତୋଳିବା ବେଳେ ବିଦ୍ୟୁତ ଆଘାତରେ ଯୁବକ ମୃତ
ବାଲେଶ୍ୱର: ଫୁଲ ତୋଳିବା ହେଲା କାଳ। ପଡ଼ୋଶୀଙ୍କ ବାଡ଼ିକୁ ଫୁଲ ତୋଳିବାକୁ ଆସି ଚାଲିଗଲା ଯୁବକଙ୍କ ଜୀବନ। ଫୁଲ ତୋଳିବାକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତ ଲାଗିବାରୁ ଯୁବକଙ୍କର ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ଏନଏସି ୫ ନମ୍ବର ଓ୍ବାର୍ଡ ଅଧିନ ସାନଅତା ଗାଁରେ ଘଟିଛି ଏଭଳି!-->…
Read More...
Read More...
ବାଂଲାଦେଶରେ ଭୂମିକମ୍ପ
ବାଂଲାଦେଶ: ବାଂଲାଦେଶରେ ତୀବ୍ର ଭୂମିକମ୍ପ। ଆଜି ସକାଳେ ବାଂଲାଦେଶର ନରସିଙ୍ଗଡିରେ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ କୋଲକାତା ସମେତ ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ମଧ୍ୟ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ ଏହାର ତୀବ୍ରତା ୫.୭ ମାପିଥିଲା। ଭୂମିକମ୍ପର!-->…
Read More...
Read More...
ଘରୋଇ ମେସରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଜଗତସିଂହପୁର: ଜଗତସିଂହପୁରର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ନିକଟସ୍ଥ ଏକ ଘରୋଇ ମେସରୁ ମଙ୍ଗଳବାର ଦିନ ଜଣେ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଓମ୍ ପ୍ରକାଶ ଆଚାର୍ଯ୍ୟ ବୋଲି ଜଣାପଡ଼ିଛି। ସେ ଜଗତସିଂପୁରର ଏସଭିଏମ ସ୍ୱୟଂଶାସିତ କଲେଜର ଯୁକ୍ତ ୩ର ଇତିହାସ ଅନର୍ସର!-->…
Read More...
Read More...
ନିଖୋଜର ୧୨ ଦିନ ପରେ ଏସସିବିରୁ ଯୁବକ ଉଦ୍ଧାର
ନ୍ୟୁଜ୍ ବ୍ୟୁରୋ: ନଭେମ୍ବର ୧୨ତାରିଖରୁ ନିଖୋଜ ଥିବା ଜଣେ ଯୁବକଙ୍କୁ ଶେଷରେ କଟକ ଏସସିବି ମେଡିକାଲରୁ ଠାବ କରାଯାଇଛି। ଯୁବକ ଜଣକ ହେଲେ ଯୁକ୍ତ ୩ ଛାତ୍ର ସତ୍ୟଜିତ ଦାସ । ସେ ଖୋର୍ଦ୍ଧାର ଗାନ୍ଧୀ ପଡ଼ିଆର ବାସିନ୍ଦା।ଭରତପୁର ଥାନା ଅଞ୍ଚଳରୁ ସତ୍ୟଜିତ୍ ୧୨ ଦିନ ପୂର୍ବରୁ ତାଙ୍କ ବନ୍ଧୁମାନଙ୍କ!-->…
Read More...
Read More...
ଭୟଙ୍କର ଅଗ୍ନିକାଣ୍ଡ: ଜିଅନ୍ତା ଜଳିଗଲେ ଗୋଟିଏ ପରିବାରର ୫ ସଦସ୍ୟ
ବିହାର: ବିହାର ମୁଜାଫରପୁରରେ ଘଟିଛି ଏକ ବଡ ଅଘଟଣ। ବିହାର ମୁଜାଫରପୁରର ମୋତିପୁର ଥାନା ଅଞ୍ଚଳରେ ଗୋଟିଏ ଘରେ ନିଆଁ ଲାଗି ଯିବା ଫଳରେ ପାଞ୍ଚ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି। ଏହି ଅଗ୍ନିକାଣ୍ଡରେ ଅନ୍ୟ ୫ ଜଣ ସଦସ୍ୟ ପୋଡ଼ି ଆହତ ହୋଇଛନ୍ତି ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ!-->…
Read More...
Read More...
ପୋଲିସ ଷ୍ଟେଶନ ଭିତରେ ବଡ଼ ବିସ୍ଫୋରଣ: ୯ ମୃତ୍ୟୁ, ୩୦ ଆହତ
ଜମ୍ମୁ କାଶ୍ମୀର: ଶୁକ୍ରବାର ବିଳମ୍ବିତ ରାତିରେ ଜମ୍ମୁ ଏବଂ କାଶ୍ମୀରର ଦକ୍ଷିଣ ଶ୍ରୀନଗରର ନୌଗାମ ପୋଲିସ ଷ୍ଟେସନରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୯ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି!-->…
Read More...
Read More...
ଦିଲ୍ଲୀ ବିସ୍ଫୋରଣ ଏକ ଆତଙ୍କବାଦୀ ଆକ୍ରମଣ
ନୂଆ ଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (CCS)ର ଏକ ବୈଠକ ଡାକିଥିଲେ। କ୍ୟାବିନେଟ ଦିଲ୍ଲୀ ବିସ୍ଫୋରଣକୁ ନିନ୍ଦା କରିବା ଏବଂ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ପ୍ରସ୍ତାବ ପାରିତ କରିଛି। ଏଥିସହ!-->…
Read More...
Read More...
ଲାଲକିଲ୍ଲା ନିକଟରେ ବିସ୍ଫୋରଣ: ୮ ମୃତ, ହାଇଆଲର୍ଟ ଜାରି
ନୂଆ ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଡ଼ ବିସ୍ଫୋରଣ। ଦିଲ୍ଲୀ ଲାଲ କିଲ୍ଲା ନିକଟରେ ସୋମବାର ସନ୍ଧ୍ୟାରେ ବଡ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏଥିରେଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏକାଧିକ ଗାଡ଼ି ଜଳି ଯିବାରୁ ସବୁ!-->…
Read More...
Read More...
କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ବସ୍
କନ୍ଧମାଳ: ଗଞ୍ଜାମ-କନ୍ଧମାଳ ସୀମା ଘୁମୁସର ଉଦୟଗିରି ନିକଟ କଳିଙ୍ଗା ଘାଟିରେ ଆଜି ଭୋର ସମୟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ!-->…
Read More...
Read More...
ଘାଟିରେ ଜଳିଗଲା ବସ୍: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଆନ୍ଧ୍ରପ୍ରଦେଶ: ସାଲୁର ଘାଟିରେ ଅଘଟଣ। ଜଳିଗଲା ଓଏସଆରଟିସି ବସ୍, ବଡ ବିପଦରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରୁ ଓଡ଼ିଶାର ଜୟପୁର ଆସୁଥିବା ଏକ ଓଡ଼ିଶା ରାଜ୍ୟ ପରିବହନ ନିଗମ ଓଏସଆରଟିସି ବସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଇଞ୍ଜିନ ପାଖରେ ସର୍ଟସର୍କିଟ ଯୋଗୁଁ!-->…
Read More...
Read More...