ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ
Browsing Category

ଘଟଣା ଓ ଦୁର୍ଘଟଣା

ଚେକ୍-ପୋଷ୍ଟରେ ଏସୟୁଭି ଧକ୍କା, ଏସଆଇ ଗୁରୁତର

ବରଗଡ଼: ବରଗଡ଼ ଜିଲ୍ଲାର ସୋହେଲା ଅଞ୍ଚଳରେ ଯାନବାହାନର ନିୟମିତ ଯାଞ୍ଚ ସମୟରେ ଏକ ଏସୟୁଭି ଚେକ୍-ପୋଷ୍ଟରେ ଧକ୍କା ଦେବା ଫଳରେ ଜଣେ ସବ-ଇନ୍ସପେକ୍ଟର ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ରବିବାର ରାତିରେ ଜିଲ୍ଲାର ସୋହେଲା ଥାନା ଅଧୀନରେ ଥିବା ଦଶମାଇଲ ଲେବାଡି ଛକରେ ଏହି ଘଟଣା
Read More...

ଘର ଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳା ଉଦ୍ଧାର

କଟକ: କଟକରେ ଏକ ଅଭାବନୀୟ ଘଟଣା ଘଟିଛି। କଟକ ଜିଲା କଂକ୍ରେଇଲୋ ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଘର ଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମହିଳାଙ୍କ ଦେହରେ କିପରି
Read More...

ସୁଦାନରେ ଭୂସ୍ଖଳନ; ୧୦୦୦ ଲୋକଙ୍କ ମୃତ୍ୟୁ

ସୁଦାନ: ସୁଦାନର ପଶ୍ଚିମ କ୍ଷେତ୍ର ଅନ୍ତର୍ଗତ ଦାରଫୁରରେ ଭୂସ୍ଖଳନ କାରଣରୁ ପ୍ରାୟ ୧୦୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ପ୍ରକୃତି ବିଶ୍ୱରେ ତା’ର ଭୟଙ୍କର ରୂପ ଦେଖାଉଛି।ସୁଦାନରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ସୋମବାର, ସୁଡାନ ଲିବରେସନ
Read More...

ଆଫଗାନିସ୍ତାନରେ ଭୂକମ୍ପ

ମୃତ୍ୟୁ ସଂଖ୍ୟା ୮୦୦ ଟପିଲା, ୧୩୦୦ ଆହତ ଆଫଗାନିସ୍ତାନ: ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ସୀମା ନିକଟ ପୂର୍ବ ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୂମିକମ୍ପ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୮୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩୦୦ରୁ ଅଧିକ ଆହତ ହୋଇଛନ୍ତି। ଆମେରିକାର
Read More...

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୪ ମୃତ

ନ୍ୟୁଜ୍ ବ୍ୟୁରୋ: ଏକ ବାଣ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି। ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଛି। ବିସ୍ଫୋରଣରେ ନିକଟସ୍ଥ ଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି। ବିସ୍ଫୋରଣର କାରଣ
Read More...

ରିଲ୍ସ ବନେଇବା ବେଳେ ଜଳପ୍ରପାତରେ ଭାସିଗଲେ ଯୁବକ

କେନ୍ଦୁଝର: ରିଲ୍ସ ବନେଇବା ହେଲା କାଳ। କେନ୍ଦୁଝରର ଏକ ଜଳପ୍ରପାତର ପ୍ରବଳ ସ୍ରୋତରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ହୋଇଥିବା ଯୁବକ ଜଣକ କେନ୍ଦୁଝର ଜିଲ୍ଲାର ବଲରାଇ ଗ୍ରାମର ବାସିନ୍ଦା ଲିପୁନ ବେହେରା ବୋଲି ଚିହ୍ନଟ କରାଯାଇଛି। ଘଟଣାଟି ଜିଲ୍ଲାର ପାଲଲହରା ସବ-ଡିଭିଜନ
Read More...

ପୁରୁଷୋତ୍ତମ ଏକ୍ସପ୍ରେସ ଟଏଲେଟ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଲା ଯୁବକଙ୍କ ମୃତଦେହ। ଭୁବନେଶ୍ବର ଷ୍ଟେସନ ନିକଟରେ ଟ୍ରେନ୍ ଶୌଚାଳୟରୁ ମିଳିଲା ମୃତଦେହ।ଶୌଚାଳୟ ସଫେଇ ବେଳେ ମିଳିଲା ମୃତଦେହ। ତେବେ ଏଯାଏଁ ଯୁବକଙ୍କ ପରିଚୟ ମିଳିନି। ସୂଚନା ଅନୁସାରେ ଭୁବନେଶ୍ବର ଷ୍ଟେସନରୁ ଶବକୁ ଉଦ୍ଧାର କରିଛି ଜିଆରପି
Read More...

କଟକ ରେଲ୍‌ଓ୍ବେ ଷ୍ଟେଶନରେ ଭୁଶୁଡ଼ିଲା ଛାତ

କଟକ: କଟକ ରେଳ ଷ୍ଟେସନରେ ବୁଧବାର ଅପରାହ୍ନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ପ୍ଲାଟଫର୍ମ ଉପରେ ଏକ ଛାତ ଭୁଶୁଡ଼ି ପଡ଼ିଛି। ପ୍ଲାଟଫର୍ମ ୧ରେ ଏହି ଛାତଟି ଭୁଶୁଡ଼ି ପଡ଼ିଛି।ଉପର ସେଡ୍‌ର କିଛି ଅଂଶ ମଧ୍ୟ ଟ୍ରାକ୍‌ ଉପରେ ପଡ଼ିଛି। ପୂର୍ବତଟ ରେଳବାଇ ଅନୁଯାୟୀ, ଦୁର୍ଘଟଣାଟି ଅପରାହ୍ନ
Read More...

ବନ୍ୟାରେ ଭାସିଗଲା କାର୍‌ ; ଗୋଟିଏ ପରିବାରର ୪ ମୃତ

ଛତିଶଗଡ: ଛତିଶଗଡର ଜଗଦଲପୁରରୁ ବସ୍ତରରେ ଗୋଟିଏ ପରିବାରର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି। ଏନ୍‌ଏଚ୍‌ ୩୦ରେ ଦରଭା ଥାନା ଅନ୍ତର୍ଗତ କାଙ୍ଗେର ଘାଟୀରେ ମଙ୍ଗଳବାର ଏକ କାର୍‌ ପ୍ରବଳ ବର୍ଷା ପରେ ବନ୍ୟା ସୃଷ୍ଟି ହୋଇ ଏକ କାର ଜଳରେ ଭାସି ଯାଇଛି। ଏତିରେ ବୁଡ଼ି ଯାଇ ୪ ଜଣଙ୍କର ମୃତ୍ୟୁ ଘଟିଛି।
Read More...

ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରର କଟରାସ୍ଥିତ ବୈଷ୍ଣୋ ଦେବୀ ମନ୍ଦିର ନିକଟରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଘଟି ୩୨ ଜଣଙ୍କର ମୃତ୍ୟୁ ହୋଇ ଯାଇଛି। ଏହା ସହ ଏଥିରେ ୨୦ଜଣ ଆହତ ହୋଇଛନ୍ତି। ବୈଷ୍ଣୋ ଦେବୀ ମନ୍ଦିର ନିକଟ ଅଧକୱାରୀ ଗୁମ୍ଫା ମନ୍ଦିର ନିକଟରେ ଏହି ଭୂସ୍ଖଳନ ହୋଇଛି। ସୂଚନା
Read More...