Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା
Browsing Category
ଦେଶ-ବିଦେଶ
ହର୍ମୁଜ୍ ଉତ୍ତେଜନା ମଧ୍ୟରେ ସୁରକ୍ଷିତ ଭାବେ ଭାରତ ପହଞ୍ଚିଲା “ଦେଶ ଗାରିମା” ତୈଳ ଟ୍ୟାଙ୍କର୍
ନ୍ୟୁଜ୍ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସତ୍ତ୍ୱେ ଭାରତୀୟ ତୈଳ ଟ୍ୟାଙ୍କର୍ “ଦେଶ ଗାରିମା” ସୁରକ୍ଷିତ ଭାବେ ଭାରତରେ ପହଞ୍ଚିଛି। ହର୍ମୁଜ୍ ପ୍ରଣାଳୀ ଦେଇ ଆସୁଥିବା ସମୟରେ ଇରାନ ରିଭୋଲ୍ୟୁଶନରୀ ଗାର୍ଡ କପର୍ସ (IRGC) ପକ୍ଷରୁ ଜାହାଜ ଉପରେ ଗୁଳିଚାଳନା ଘଟିଥିଲେ ମଧ୍ୟ!-->…
Read More...
Read More...
ମତଦାନ ପୂର୍ବରୁ ପଶ୍ଚିମବଙ୍ଗରେ କଡା କଟକଣା
ବାଇକ୍ ଚଳାଚଳରେ ନିଷେଧ
ପଶ୍ଚିମବଙ୍ଗ: ମତଦାନ ପୂର୍ବରୁ ପଶ୍ଚିମବଙ୍ଗରେ ସୁରକ୍ଷା ବ୍ୟବସ୍ଥାକୁ କଡା କରିଛି ଭାରତ ନିର୍ବାଚନ ଆୟୋଗ। ରାଜ୍ୟରେ ପୂର୍ବରୁ ହୋଇଥିବା ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଏଥର ଆୟୋଗ ପକ୍ଷରୁ କଠୋର କଟକଣା ଲାଗୁ କରାଯାଇଛି।ବାଇକ୍ ରାଲି ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା!-->!-->!-->…
Read More...
Read More...
ଭାରତ ଆସୁଥିବା ଜାହାଜକୁ ଟାର୍ଗେଟ
ହର୍ମୁଜ ପ୍ରଣାଳୀରେ ଦୁଇ ଜାହାଜ ଗୁଳିମାଡ଼
ନ୍ୟୁଜ୍ ବ୍ୟୁରୋ: ହର୍ମୁଜ ପ୍ରଣାଳୀରେ ଇରାନ ରିଭୋଲ୍ୟୁଶନରୀ ଗାର୍ଡ କପର୍ସ (IRGC) ଦ୍ୱାରା ଗୁଳିମାଡ଼ ଘଟଣା ପରେ ଅଞ୍ଚଳରେ ଅଶାନ୍ତି ବଢ଼ିଛି। ତଥ୍ୟ ଅନୁସାରେ, ଇରାନୀ ବଳ ତିନୋଟି ମାଲବାହୀ ଜାହାଜକୁ ଟାର୍ଗେଟ କରିଥିବା ବେଳେ, ଦୁଇଟି ଜାହାଜକୁ!-->!-->!-->…
Read More...
Read More...
ହର୍ମୁଜ ପ୍ରଣାଳୀରେ ଭାରତୀୟ ସୁପରଟ୍ୟାଙ୍କର୍ ଉପରେ ଗୁଳିମାଡ଼
ନ୍ୟୁଜ୍ ବ୍ୟୁରୋ: ବିଶ୍ୱ ଶକ୍ତି ଯୋଗାଣର ମୁଖ୍ୟ ଜଳପଥ ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ଚରମ ସୀମାକୁ ପହଞ୍ଚିଛି। ଇରାନୀ ରିଭୋଲ୍ୟୁସନାରୀ ଗାର୍ଡସ୍ (IRGC)ର ବନ୍ଧୁକ ବୋଟ ଦୁଇଟି ବାଣିଜ୍ୟିକ ଜାହାଜ ଉପରେ ଗୁଳିଚାଳନା କରିଥିବାବେଳେ, ଏଥିରେ ଏକ ଭାରତୀୟ ପତାକାଧାରୀ ସୁପରଟ୍ୟାଙ୍କର୍ ମଧ୍ୟ!-->…
Read More...
Read More...
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
ନ୍ୟୁଜ୍ ବ୍ୟୁରୋ: ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷା ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଦିବ୍ୟସିଂହ ଦେବ, ଗଜପତି ମହାରାଜା, ବିଶ୍ୱର ବିଭିନ୍ନ ସ୍ଥାନରେ ହେଉଥିବା ଅଦିନିଆ ରଥଯାତ୍ରାକୁ ରୋକିବା ପାଇଁ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଇସ୍କନ!-->…
Read More...
Read More...
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ନ୍ୟୁଜ୍ ବ୍ୟୁରୋ: ଆଜି ଆସାମ-କେରଳ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ମୋଟ ୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୨୯୬ଟି ଆସନ ପାଇଁ ଭୋଟିଂ ହୋଇଥିବା ବେଳେ, କୋଟିକୋଟି ଭୋଟର ନିଜର ମତାଧିକାର ପ୍ରୟୋଗ କରିଛନ୍ତି।!-->…
Read More...
Read More...
ଖାର୍ଗ ଦ୍ୱୀପରେ ବିସ୍ଫୋରଣ, ରେଳ ବ୍ରିଜ ଓ ହାଇୱେ ଧ୍ୱଂସ
ଇରାନ: ଇରାନର ଗୁରୁତ୍ୱପୂର୍ଣ୍ଣ ତୈଳ କେନ୍ଦ୍ର ଖର୍ଗ ଦ୍ଵୀପ ଉପରେ ଆମେରିକାର ଆକ୍ରମଣ। ଏକ ବଡ ରେଲଓ୍ବେ ବ୍ରିଜ୍ କୁ ଉଡାଇ ଦେଲା ଇସ୍ରାଇଲ। ହର୍ମୁଜ ପ୍ରଣାଳୀ ଖୋଲିବାକୁ ଆମେରିକା ପକ୍ଷରୁ ଇରାନକୁ ଦିଆଯାଇଥିବା ମହଲତ ଏବେବି ଶେଷ ହୋଇନଥିବାବେଳେ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ!-->…
Read More...
Read More...
ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ, ତଦନ୍ତ ଜାରି
ନ୍ୟୁଜ୍ ବ୍ୟୁରୋ: ହ୍ୱାଇଟ୍ ହାଉସ୍ ନିକଟସ୍ଥ ଲାଫାୟେଟ୍ ପାର୍କ ଅଞ୍ଚଳରେ ରବିବାର ଗୁଳିଚାଳନ ସୂଚନା ମିଳିବା ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଠୋର କରାଯାଇଛି। ଘଟଣା ପରେ ଏକାଧିକ ସୁରକ୍ଷା ଏଜେନ୍ସି ତତ୍କ୍ଷଣାତ୍ ସଚେତନ ହୋଇ ଅଞ୍ଚଳକୁ ଘେରାଉ କରି ତଦନ୍ତ ଆରମ୍ଭ କରିଥିଲେ।United!-->…
Read More...
Read More...
ଏଥର ନିର୍ବାଚନ ସମୟରେ ଭୋଟର ପରିଚୟ ପତ୍ର ଯାଞ୍ଚ କରିବେ ଯବାନ
ନୂଆଦିଲ୍ଲୀ; ଆସନ୍ତା ବିଧାନସଭା ନିର୍ବାଚନକୁ ନଜରରେ ରଖି ୫ଟି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। ବିଏସ୍ଏଫ୍ ସହିତ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳମାନଙ୍କୁ ବ୍ୟାପକ ଭାବେ ମୁତୟନ କରାଯାଉଛି।
ସୂଚନାନୁସାରେ, ଆସାମ , କେରଳ , ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ!-->!-->!-->…
Read More...
Read More...
ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ଆସାମ: ଇରାନରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଏଲପିଜି ସଙ୍କଟ ନେଇ ଚିନ୍ତା ବଢ଼ୁଥିବା ବେଳେ ବିଜେପି ପକ୍ଷରୁ ଆସାମରେ ଏକ ଚମତ୍କାର ନିର୍ବାଚନୀ ଘୋଷଣା ହୋଇଛି।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ଏନଡିଏ ପୁଣିଥରେ କ୍ଷମତାକୁ ଫେରିଲେ ରାଜ୍ୟର ପ୍ରତ୍ୟେକ ପରିବାରକୁ!-->!-->!-->…
Read More...
Read More...