Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପୁରୀ ହୋଟେଲ୍ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ସ୍ୱାଧୀନତା ଦିବସ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ପେଶାଲ ଟ୍ରେନ୍
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ
ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ
Browsing Category
ଆଇନ
ମହିଳା କମିସନ ଆଇନ ଦୁର୍ବଳ ନୁହେଁ, ତଥାପି…
ଆଉ କେତେ ଦୁଷ୍କର୍ମ ଘଟଣା ଘଟିଲେ, ସମସ୍ତେ ଚେତିବେ?
ଭୁବନେଶ୍ବର: ବହୁଚର୍ଚ୍ଚିତ ସ୍ମିତାରାଣୀ ମାମଲାରେ ମହିଳା କମିସନ ଅଧ୍ୟକ୍ଷା ମୀନତି ବେହେରାଙ୍କ ବିରୋଧରେ ବିଜେପି ଅଭିଯୋଗ ଆଣିଥିଲା। ଦଳର ନେତାମାନେ ବିଧାନସଭା ବାହାରେ କହିଥିଲେ, ବିରୋଧୀ ଦଳ ନେତା ନିଜେ ବିଧାନସଭା ଭିତରେ ଏହି!-->!-->!-->…
Read More...
Read More...
ଆଯୋଧ୍ୟା ସହ ଯୋଡି ହେଲା କିଛି ରେକର୍ଡ଼
ନୂଆଦିଲ୍ଲୀ: ଆଯୋଧ୍ୟା ମାମଲା ସହ କିଛି ରେକର୍ଡ ମଧ୍ୟ ଯୋଡି ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ୬୯ ବର୍ଷ ଇତିହାସରେ ସମ୍ଭବତଃ ଏହା ପ୍ରଥମ ମାମଲା ଯାହା ଶନିବାର ପ୍ରକାଶ ପାଇଛି। କୋର୍ଟ ସାଧାରଣତଃ ସୋମବାର ରୁ ଶୁକ୍ରବାର ପର୍ଯ୍ୟନ୍ତ ଚାଲିଥାଏ। ଅତି ଜରୁରୀ ସ୍ଥିତିରେ ଶନିବାର, ରବିବାର ବା ରାତି!-->…
Read More...
Read More...
ଆଯୋଧ୍ୟା ରାୟରେ କୋଉଠି ରହିଗଲା ରହସ୍ୟ, ଜାଣନ୍ତୁ
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଯୋଧ୍ୟା ମାମଲାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ହେଲେ ୧୦୪୫ ପୃଷ୍ଠାର ବିଶାଳ ରାୟ କିଏ ଲେଖିଲେ ତା ଉପରୁ ସୁପ୍ରିମକୋର୍ଟ ପରଦା ହଟାଇନାହାନ୍ତି। ସାଧାରଣତଃ ଖଣ୍ତପୀଠ ତରଫରୁ ଯେଉଁ ବିଚାରପତି ରାୟ ଉଲ୍ଲେଖ କରିଥାନ୍ତି, ତାହା ଦର୍ଶାଯାଇଥାଏ।!-->…
Read More...
Read More...
ବଡ଼ ବିବାଦର ବଡ଼ ରାୟ
ଅଯୋଧ୍ୟା ବିବାଦର ସମାଧାନ ରାସ୍ତା କାଢିଲେ କୋର୍ଟବିଚାରପତି ଗୋଗଇ ଓ ଚାରି ବିଚାରପତି ସହମତ୧୦୪୫ ପୃଷ୍ଠାର ରାୟ ଶୁଣାଇଲେ ସର୍ବୋଚ୍ଚ ଅଦାଲତରାମଲୀଲାଙ୍କୁ ମିଳିବ ବିବାଦୀୟ ୨.୭୭ ଏକର ଜମି୩ ମାସ ମଧ୍ୟରେ କେନ୍ଦ୍ର ସରକାର ଟ୍ରଷ୍ଟ ଗଠନ କରିବେସୁନି ଵାକଫ୍ ବୋର୍ଡକୁ ଅନ୍ୟତ୍ର ୫ ଏକର ଜମି!-->…
Read More...
Read More...
ଏବେ ଆଇଏଏସ୍ଙ୍କ ପାଇଁ ବିପଦ ବଢିଲା
ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ବା ଜିରୋ ଟଲରାନ୍ସ ନୀତି ଆପଣାଇଥିବା ରାଜ୍ୟ ସରକାର ଏବେ କାର୍ଯ୍ୟାନୁଷ୍ଠାନ ପାଇଁ ନୂଆ ମୁଣ୍ଡ ଖୋଜିବା ଆରମ୍ଭ କରିଛନ୍ତି । ପ୍ରଥମ ଦଫାରେ ୪ଜଣଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଖାସ୍ତ!-->…
Read More...
Read More...
ମଦୁଆ ଡ୍ରାଇଭର ସାବଧାନ୍!
ଶୁକ୍ରବାର ସନ୍ଧ୍ୟାରୁ ଡିଜିଙ୍କ ନିର୍ଦେଶରେ ଧରପଗଡସରକାରଙ୍କ ଉପରେ ଚାପ ବଢିଲାପୁଲିସର ଆଚରଣ କମିସନରଙ୍କ ପାଇଁ ବିପଦ
ଭୁବନେଶ୍ୱର: ପୁଲିସ ମହାନିର୍ଦେଶକ ବିଜୟ ଶର୍ମା ଆଜି ଗଣମାଧ୍ୟମକୁ କହିଛନ୍ତି, ମଦ ପିଇ ଗାଡି ଚଳାଇଲେ ଏଣିକି ଡ୍ରାଇଭର ବନ୍ଧା ହେବେ । ରାଜ୍ୟର ସମସ୍ତ ୧୪ଟି ଯାକ!-->!-->!-->!-->!-->…
Read More...
Read More...
ଉଚ୍ଛେଦ ହେଲା ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ
ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍ )କୁ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି। ଏନେଇ ଆଜି କେନ୍ଦ୍ର କାର୍ମିକ,ସାଧାରଣ ଅଭିଯୋଗ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ହାଇକୋର୍ଟଙ୍କ ସମ୍ମତି ଓ ଓଡ଼ିଶା ସରକାରଙ୍କ ଅନୁରୋଧ ଆଧାରରେ ଓଡ଼ିଶା!-->…
Read More...
Read More...
କୁନ୍ଦୁଲି ରିପୋର୍ଟ ବଢାଇଲା ସରକାରଙ୍କ ଅଡୁଆ, କାହିଁକି ଜାଣନ୍ତୁ
ଭୁବନେଶ୍ୱର: ବହୁଚର୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ରାଜ୍ୟ ସରକାରଙ୍କୁ ଅକଳରେ ପକାଇ ଦେଇଛି । କମିସନଙ୍କ ରିପୋର୍ଟ ସରକାର ଏ କଳଙ୍କରୁ ଶତ ପ୍ରତିଶତ ମୁକ୍ତ କରିପାରିନି । ଯଦିଓ ଗଣଦୁଷ୍କର୍ମ ମିଥ୍ୟା ବୋଲି ଏଥିରେ କୁହାଯାଇଛି, କିନ୍ତୁ କେଉଁ ପରିସ୍ଥିତିରେ ଜଣେ ନାବାଳିକା ନିଜ ମୁଣ୍ଡକୁ!-->…
Read More...
Read More...
ଏବେ କେମିତି ଜୀବନ ବିତାଇବେ ସାରଥୀ ବାବା
ଭୁବନେଶ୍ୱର: ଜେଲରୁ ମୁକୁଳିବା ପରେ ସାରଥୀ ବାବା ଧର୍ମସଭା କରିପାରିବେ ନାହିଁ । ପ୍ରବଚନ କରିପାରିବେ ନାହିଁ । ଭକ୍ତଙ୍କୁ ଭେଟିପାରିବେ ନାହିଁ । ବାରିମୁଳ ଆଶ୍ରମକୁ ଯାଇପାରିବେ ନାହିଁ ।
ଏମିତି ସର୍ତ ସହ ବାବା ସାରଥୀଙ୍କୁ ହାଇକୋର୍ଟ ଗତକାଲି ଜାମିନ ଦେଇଛନ୍ତି । ଏଣୁ ବାବା!-->!-->!-->!-->!-->…
Read More...
Read More...
ଏକସଙ୍ଗରେ ୧୧୦ଟି ସ୍ଥାନରେ ସିବିଆଇ ଚଢଉ
ଦୁର୍ନୀତି ବିରୋଧରେ କେନ୍ଦ୍ରର ବଡ଼ ପଦକ୍ଷେପ୧୯ଟି ରାଜ୍ୟରେ ଚଢଉ କରୁଛନ୍ତି କର୍ତୃପକ୍ଷଦୁର୍ନୀତି, ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କ୍ଷେତ୍ରରେ ୩୦ମାମଲା
ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ହୋଇଥିବା ଦୁର୍ନୀତି ସଂକ୍ରାନ୍ତରେ ଗତ ସପ୍ତାହରେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା!-->!-->!-->…
Read More...
Read More...