ପ୍ରମୁଖ ଖବର

କେରଳରେ ପରିବର୍ତ୍ତନର ଲହରୀ, ୟୁଡିଏଫ ଫେରିଲା କ୍ଷମତାକୁ
ଆସାମରେ ହିମନ୍ତଙ୍କ ଐତିହାସିକ ବିଜୟ
କଲକାତାରେ ଭୋଟ ଗଣନା ମଧ୍ୟରେ ସେଲିବ୍ରେସନ ନିଷେଧ
ହାରିଲେ କଂଗ୍ରେସ ମୁଖିଆ ଗୌରବ ଗୋଗୋଇ
ଯାଜପୁରରେ ଭୟାବହ ସଡ଼କ ଦୁର୍ଘଟଣା, ୫ ମୃତ
ଓଡ଼ିଶାରେ ନୌକା ସୁରକ୍ଷା କଠୋର, ଲାଇଫ୍ ଜାକେଟ୍ ବାଧ୍ୟତାମୂଳକ
Browsing Category

ବଡ ଖବର

ପ୍ରକାଶ ପାଇଲା ଆଇଏଏସ ପରୀକ୍ଷା ଫଳ: ଟପ୍ ୪ରେ ୪ ଝିଅ

ଭୁବନେଶ୍ବର: ପ୍ରକାଶ ପାଇଲା ଆଇଏଏସ ରେଜଲ୍ଟ ୨୦୨୨ । ଏଥର ଝିଅଙ୍କ ବାଜିମାତ୍। ମେରିଟ୍ ଲିଷ୍ଟରେ ଟପ୍‌ରେ ରହିଛନ୍ତି ଇଶିତା କିଶୋରୀ । ଦ୍ବିତୀୟ ସ୍ଥାନରେ ଅଛନ୍ତି ଗରିମା ଲୋହିଆ । ତୃତୀୟ ସ୍ଥାନରେ ଅଛନ୍ତି ଉମା ହାରାତି ଏନ୍‌ । ପ୍ରଥମ ୪ ଜଣ କୃତୀ ଝିଅ ଅଛନ୍ତି । ଏଥର କୃତକାର୍ଯ୍ୟ
Read More...

ରାଜଧାନୀରେ ପେଟ୍ରୋଲିଂ କରିବ ଡ୍ରୋନ୍

ଭୁବନେଶ୍ବର: ଖୁବଶୀଘ୍ର କମିଶନରେଟ ପୁଲିସ ଆରମ୍ଭ କରିବ ଡ୍ରୋନ ପେଟ୍ରୋଲିଂ ସିଷ୍ଟମ । ନୂଆ ଟେକନୋଲୋଜି ବ୍ୟବହାର କରି କେମିତି ଆଇନଶୃଙ୍ଖଳା, ଲ ଆଣ୍ଡ ଅର୍ଡର, କ୍ରାଉଡ ମ୍ୟାନେଜମେଣ୍ଟ ହୋଇପାରିବ ସେ ଉପରେ ଗୁରୁତ୍ୱ ଦେବ । ଏହି ବ୍ୟବସ୍ଥାକୁ ଅଧିକରୁ ଅଧିକ ସୁଦୃଢ଼ କରିବା ପାଇଁ ଆଡ଼ଭାନ୍ସ ଡ୍ରୋନ
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବାନ୍ଧିଲା ପୁଲିସ

ଇସ୍ଲାମବାଦ : ଗିରଫ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଆଜି ସେ ଗୋଟିଏ ମାମଲାରେ ଇସଲାମାବାଦ ହାଇକୋର୍ଟରେ ହାଜର ହେବାକୁ ଯାଉଥିଲେ। କିନ୍ତୁ କୋର୍ଟ ବାହାରେ ହିଁ ପୁଲିସ୍‌ ତାଙ୍କୁ ଗିରଫ କରିଛି। ଏହାକୁ ନେଇ ତାଙ୍କ ଦଳ ପିଟିଆଇର କର୍ମୀ ଓ ନେତାମାନେ ବିକ୍ଷୋଭ
Read More...

ପୋଲ ଉପରୁ ଖସିଲା ବସ୍:୧୫ ମୃତ,୨୦ରୁ ଅଧିକ ଆହତ

ଖାର୍ଗୋନ: ମଧ୍ୟପ୍ରଦେଶର ଖାର୍ଗୋନରେ ଘଟିଛି ଏକ ଅଭାବନୀୟ ଘଟଣା। ଖାର୍ଗୋନସ୍ଥିତ ଏକ ପୋଲ ଉପରେ ବସ୍‌ଟି ଯାଉଥିବା ବେଳେ ତଳକୁ ଖସି ପଡ଼ିବା ପରେ ବସ୍‌ରେ ଥିବା ୧୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ଜଣ ଯାତ୍ରୀ ଆହତ ‌‌ହୋଇଛନ୍ତି। ଏହି ବସ୍‌ରେ ସମୁଦାୟ ୫୦ରୁ ଅଧିକ ଯାତ୍ରୀ
Read More...

ଅମୃତସରରେ ୩୬ ଘଣ୍ଟାରେ ଦ୍ବିତୀୟ ବିସ୍ଫୋରଣ

ଅମୃତସର: ପଞ୍ଜାବ ଅମୃତସର ସ୍ଥିତ ସ୍ୱର୍ଣ୍ଣ ମନ୍ଦିରର ହେରିଟେଜ୍ ରାସ୍ତାରେ ଆଜି ଆଉ ଏକ ବିସ୍ଫୋରଣ ହୋଇଛି । ଗତ ୩୬ ଘଣ୍ଟାରେ ଏହା ଦ୍ୱିତୀୟ ବିସ୍ଫୋରଣ । ଶନିବାର ପାଖାପାଖି ଦିନ ୧୨ ଟାରେ ମଧ୍ୟ ସାରାଗଡା ପାର୍କିଙ୍ଗ ନିକଟରେ ବିସ୍ଫୋରଣ ହୋଇଥିଲା । ଏଥିରେ ଏକ ରେଷ୍ଟୁରାଣ୍ଟ କ୍ଷତିଗ୍ରସ୍ତ
Read More...

କେରଳରେ ଡଙ୍ଗା ବୁଡି ଘଟଣାରେ ଆଉ ୨ଜଣଙ୍କ ମୃତ୍ୟୁ

କେରଳ: କେରଳରେ ଡଙ୍ଗା ବୁଡି ଘଟଣାରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଡଙ୍ଗା ବୁଡିରେ ମୋଟ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୫ରୁ ଅଧିକ ଶିଶୁଥିବା ନେଇ ସୂଚନା । ତେବେ ଏହି ଘଟଣାକୁ ନେଇ ପୁରା କେରଳରେ ଶୋକର ଛାୟା ଖେଳିଯାଇଛି । ମୃତକଙ୍କ ପରିବାରରେ ଦୁଃଖର ପାହାଡ
Read More...

୨୦୨୪ ଜାନୁଆରି ୨୬ରେ କର୍ତ୍ତବ୍ୟ ପଥରେ କେବଳ ମହିଳାମାନେ ପରେଡ୍‌ କରିବେ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୨୦୨୪ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଉତ୍ସବରେ ଚଳିତ ବର୍ଷ ଦିଲ୍ଲୀର କର୍ତ୍ତବ୍ୟ ପଥରେ କେବଳ ମହିଳା ଯବାନମାନଙ୍କୁ ପରେଡ୍‌ କରିବା ଦେଖିବାକୁ ମିଳିବ। ଏହାଛଡ଼ା ମାର୍ଚ୍ଚିଂ ଓ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ତଥା ପ୍ରସ୍ତୁତିରେ କେବଳ ମହିଳାଙ୍କୁ ଦେଖିବାକୁ
Read More...

ମଣିପୁରରେ ସ୍ଥଗିତ ହେଲା ନିଟ୍ ୟୁଜି ପରୀକ୍ଷା

ନୂଆଦିଲ୍ଲୀ : ମଣିପୁରରେ ସୃଷ୍ଟି ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ନିଟ୍ ୟୁଜି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏହି ନିଷ୍ପତ୍ତି ନେଇଛି। ମଣିପୁରରେ ଥିବା କେନ୍ଦ୍ରଗୁଡିକ ପାଇଁ ନୂତନ ତାରିଖ ଖୁବଶୀଘ୍ର ଘୋଷଣା କରାଯିବ ବୋଲି
Read More...

ମଣିପୁରରେ ସ୍ଥିତି ଅଣାୟତ୍ତ: ସବୁଆଡେ ବିକ୍ଷୋଭର ଚିହ୍ନ

ମଣିପୁର: ମଣିପୁରର ଚୁରାଚାନ୍ଦପୁରରେ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ମୈତୈ ସଂପ୍ରଦାୟର କିଛି ଲୋକଙ୍କୁ ସ୍ଥାନାନ୍ତର କରୁଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ଦିନ ଚୁରଚାନ୍ଦପୁର ଅଞ୍ଚଳରେ ମଧ୍ୟ ରାଜ୍ୟର ବହୁ ସଂଖ୍ୟାରେ ମୈତୈ ସମ୍ପ୍ରଦାୟ ଏବଂ କୁକି ଜନଜାତି ମଧ୍ୟରେ ସଂଘର୍ଷ
Read More...

ଅନ୍ଧାରରେ ଭାଷଣ ଦେଲେ ମହାମହିମ ଦ୍ରୌପଦୀ ମୁର୍ମୁ

ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତିରାଷ୍ଟ୍ରପତି ଭାଷଣ ଦେଲା ବେଳେ ଚାଲିଗଲା ବିଦ୍ୟୁତସମାବର୍ତ୍ତନ ଉତ୍ସବରେ ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି ବାରିପଦା: ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଜୁଳି କାଟ ହେଲା । ଅନ୍ଧାରରେ ଅଭିଭାଷଣ ରଖିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
Read More...