Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ
Browsing Category
ବଡ ଖବର
ବିଦା ହେଲେ ଆଉ ୬ ଅଧିକାରୀ
ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ । ବିଦା ହେଲେ ଆଉ ୬ ଜଣ ବାବୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସବୁବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଆଜି ୬ ଜଣ!-->…
Read More...
Read More...
ନେତାଙ୍କ ଆଚରଣରେ ରାଗିଗଲେଣି ବିଜେପି କର୍ମୀ
ପଞ୍ଚାୟତ ନିର୍ବାଚନ ସରିଥିଲା, ପୌର ନିର୍ବାଚନ ବି ଗଲାବିଜେପିର ତୁଙ୍ଗ ନେତାଙ୍କୁ ଦେଖପାରିଲେନି କର୍ମୀପ୍ରଚାରକୁ ଆସିଲେ ନାହିଁ କି ଭରସା ଦେଲେ ନାହିଁ
ଭୁବନେଶ୍ବର: ପୌର ନିର୍ବାଚନ ପ୍ରଚାର ସରିଗଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ!-->!-->!-->…
Read More...
Read More...
ଖୋର୍ଧା ଜିଲ୍ଲା ରାଜନୀତିରେ ଅଧିକ ସକ୍ରିୟ ହେବେଏଥର ରାଜ୍ୟସଭା ପଠାଇବାକୁ ବିଜେଡି ଚିନ୍ତାକରୁଛିଅପରାଜିତାଙ୍କୁ ଚେକ ଦେବାଲାଗି ବ୍ୟବହାର କରିବେ
ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ମିଳିଥିବା ସଫଳତା ଆଖି ଖୋସିଦେବା ଭଳି ହୋଇଛି। ଏବେ ଦଳ ପୌର ନିର୍ବାଚନରେ ବି ଅନୁରୂପ!-->!-->!-->!-->!-->!-->!-->…
Read More...
Read More...
ସ୍କୁଲ ଶ୍ରେଣୀଗୃହରୁ ମିଳିଲା ବନ୍ଧୁକ
ସ୍କୁଲ ଶ୍ରେଣୀଗୃହରୁ ବାହାରିଲା ଦେଶୀ ବନ୍ଧୁକ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ସମ୍ବଲପୁର କୁଚିଣ୍ଡା ଉଷାକୋଠି ଅଭୟାରଣ୍ୟ ମଧ୍ୟରେ ଥିବା ରେଙ୍ଗୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହରୁ ବନ୍ଧୁକ ମିଳିଛି । ଆଉ ନିଜେ ଶିକ୍ଷକ ହିଁ ଏହି ବନ୍ଧୁକ ରଖିଥିବା ଜଣାପଡିଛି ।!-->!-->!-->…
Read More...
Read More...
ବିଜେପି ନେତା ଗଲେ କୁଆଡେ ?
ପଞ୍ଚାୟତରେ ଶୋଚନୀୟ ପ୍ରଦର୍ଶନ ପରେ ବି ଆଶ୍ବାସନା ଦେଉନି ଦଳଏଯାଏ କାରଣ ଖୋଜା ବୈଠକ ବସିଲାନି କି କେହି ଦାୟିତ୍ବ ମୁଣ୍ଡାଇଲେନିଧର୍ମେନ୍ଦ୍ର, ବୈଜୟନ୍ତ, ସମ୍ବିତଙ୍କ ଭୂମିକା ନେଇ ସବୁଠାରେ ପ୍ରଶ୍ନ ଉଠିଲାଣିପୌରାଞ୍ଚଳ ହାତଛଡ଼ା ହେଲେ ଆଗକୁ ବଡ ମୂଲ୍ୟ ଦେଇପାରେ ବିଜେପିଦଳର ଶୀର୍ଷ!-->!-->!-->…
Read More...
Read More...
କଂଗ୍ରେସ ପରାଜୟ ନୁହେଁ, ସୋନିଆଙ୍କ ପାଇଁ ବେଶୀ ଚିନ୍ତା!
ସଭାପତି ପଦରେ ରହିବେ ସୋନିଆ, ଗାନ୍ଧୀ ପରିବାର ଇସ୍ତଫା ଖବର ଫୁସ୍ରାହୁଲଙ୍କୁ କଂଗ୍ରେସ ନେତୃତ୍ବ ଦେବା ପାଇଁ ପୁଣି ଥରେ ଦଳରୁ ସ୍ବର ତେଜିଲାସଂସଦ ଅଧିବେଶନ ପରେ କଂଗ୍ରେସ ସଂଗଠନରେ ପରିବର୍ତ୍ତନ ହୋଇପାରେ
ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ!-->!-->!-->…
Read More...
Read More...
ଋଷ ଆକ୍ରମଣରେ ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ
ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଦୁଃଖଦ ଖବର। ୟୁକ୍ରେନ ଉପରେ ଋଷ ଆକ୍ରମଣ ଚାଲିଗଲା ଭାରତୀୟ ଛାତ୍ରଙ୍କ ଜୀବନ। ବୈଦେଶିକ ମନ୍ତ୍ରାଳୟପକ୍ଷରୁ ଏନେଇ ଟୁଇଟ କରି ସୂଚନା ଦିଆଯାଇଛି । ମୃତ ଛାତ୍ର ଜଣକ କର୍ଣ୍ଣାଟକ ନବୀନ କୁମାର ବୋଲି ଜଣାପଡିଛି । ମୃତ ଛାତ୍ରଙ୍କ ପରିବାର ସହ ଯୋଗାଯୋଗରେ!-->…
Read More...
Read More...
ଦୁଇ ବର୍ଷ ପରେ ସ୍କୁଲ ଗଲେ ପ୍ରଥମରୁ ସପ୍ତମ ପିଲା, ପ୍ରଥମ ସପ୍ତାହରେ ହେବନି ପାଠପଢା
ଆଜିଠୁ ଖୋଲିଲା ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ପିଲାଙ୍କ ସ୍କୁଲ । ପାଖାପାଖି ଦୁଇ ବର୍ଷ ପରେ ସ୍କୁଲ ମାଟି ମାଡିଛନ୍ତି ଛାତ୍ରଛାତ୍ରୀ । ହେଲେ ସ୍କୁଲ ଖୋଲିଥିଲେ ମଧ୍ୟ ପ୍ରଥମ ସପ୍ତାହରେ ପିଲାଙ୍କୁ ମାନସିକ ଚାପରୁ ମୁକ୍ତ ରଖିବା ପାଇଁ ପାଠପଢା ହେବ ନାହିଁ । ଦୁଇ ବର୍ଷ ହେବ ପିଲାମାନେ ଘରେ!-->…
Read More...
Read More...