Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Browsing Category
ବଡ ଖବର
କୋଭିଡ କଟକଣାରେ ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା
ଭୁବନେଶ୍ବର; ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । ଏହାକୁ ନେଇ ଚାରିଆଡେ ଭୟର ବାତାବରଣ । ଏହାରି ମଧ୍ୟରେ ସ୍କୁଲକୁ ଫେରୁଛି କରୋନା କଟକଣା । ବିଦ୍ୟାଳୟରେ କରୋନା ନିୟମ ପାଳନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ।
ସେ କହିଛନ୍ତି ଯେ,!-->!-->!-->…
Read More...
Read More...
ଆଫଗାନିସ୍ତାନରେ ମହିଳାଙ୍କୁ ବିଶ୍ୱବିଦ୍ୟାଳୟ ମନା
ଆଫଗାନିସ୍ତାନ; ମହିଳାଙ୍କ ବିଶ୍ୱବିଦ୍ୟାଳୟ ପାଠ ପଢ଼ାରେ ଲାଗିଲା କଟକଣା । ମଙ୍ଗଳବାର ଠାରୁ ଏହି କଟକଣା ଲଗାଇଛନ୍ତି ତାଲିବାନ ସରକାର । ଏନେଇ ତାଲିବାନ୍ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଚିଠି କରାଯାଇଛି । ଝିଅମାନଙ୍କ ବିଶ୍ୱବିଦ୍ୟାଳୟ!-->…
Read More...
Read More...
ବିମାନ ଦୋହଲିବାରୁ ୩୬ ଯାତ୍ରୀ ଆହତ
ହନଲୁଲୁ; ଲ୍ୟାଣ୍ଡିଂର ଅଧଘଣ୍ଟା ପୂର୍ବରୁ ମଝି ଆକାଶରେ ଦୋହଲିଲା ବିମାନ । ଘଟଣାରେ ୩୬ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏଥିସହିତ ୨୦ ଜଣଙ୍କୁ ଏମରେଜନ୍ସି ଚିକିତ୍ସା ପାଇଁ ହନଲୁଲୁ ମେଡିକାଲ ସର୍ଭିସେସ୍କୁ ପଠାଯାଇଛି । ଆହତ!-->…
Read More...
Read More...
ବେକରେ ପଶିଗଲା ଜେଭଲିନ୍, ଛାତ୍ର ଗୁରୁତର
ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଏକ ଅଘଟଣ ଘଟିଯାଇଛି । ଆଜି ସ୍କୁଲର ବାର୍ଷିକ କ୍ରୀଡା ଥିବା ବେଳେ ଜଣେ ଛାତ୍ର ଜେଭଲିନ୍ ମାରୁଥିବା ବେଳେ ଅନ୍ୟ ଜଣଙ୍କ ବେକରେ ପଶି ଯାଇଥିଲା। ନବମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି I ଛାତ୍ରଙ୍କ ନାମ!-->…
Read More...
Read More...
ଲ୍ୟାଣ୍ଡଫଲ କଲା ବାତ୍ୟା ‘ମାଣ୍ଡୋସ୍’
ତାମିଲନାଡୁ; ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ କରିଛିବାତ୍ୟା ମାଣ୍ଡୋସ୍ । ମଧ୍ୟରାତ୍ରୀରେ ଚେନ୍ନାଇ ତାମିଲନାଡୁର ମହାବଳିପୁରମରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ଏହା ଲ୍ୟାଣ୍ଡଫଲ କରିଛି । ଏହି ସମୟରେ ଘଣ୍ଟାପ୍ରତି ୮୦ରୁ ଅଧିକ କିଲୋମିଟର ବେଗରେ ପବନ ବହିଥିଲା । ସାମୁଦ୍ରିକ ଝଡ!-->…
Read More...
Read More...
ଚୂନ ପଥର ଖଣିରେ ମାଟି ଧସିବା ଯୋଗୁଁ ୭ ଜଣଙ୍କ ମୃତ୍ୟୁ
ରାୟପୁର: ଶୁକ୍ରବାର ଛତିଶଗଡର ମାଲଗାଓଁରେ ଖଣି ଭୁଶୁଡ଼ି ପ୍ରାୟ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଗ୍ରାମବାସୀ ଏଥିରେ ଫସିଥିବା ଜଣାପଡ଼ିଛି। ପୁଲିସ ଏବଂ ଏକ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ; ଆଜି!-->!-->!-->…
Read More...
Read More...
ଆଜିଠୁ ଡିଜିଟାଲ କରେନ୍ସି ସେବା ଆରମ୍ଭ
ନୂଆଦିଲ୍ଲୀ; ଆଜିଠାରୁ ଡିଜିଟାଲ କରେନ୍ସି ସେବା ଆରମ୍ଭ ହେବ। ଆରବିଆଇ ଆଜି ଜାରି କରିବ ଡିଜିଟାଲ ରୁପି । ପରୀକ୍ଷାମୂଳକ ଭାବେ ଦେଶର ୪ଟି ସହରରେ ଏହି ଡିଜିଟାଲ କରେନ୍ସି ସେବା ଆରମ୍ଭ କରାଯିବ । ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଓ ଭୁବନେଶ୍ୱରରେ ଡିଜିଟାଲ କରେନ୍ସି ଲଞ୍ଚ କରାଯିବ ବୋଲି ସୂଚନା!-->…
Read More...
Read More...
ବିଲଡିଂରେ ନିଆଁ ଲାଗି ୩ ପିଲାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ; ଉତ୍ତର ପ୍ରଦେଶର ଫିରୋଜାବାଦରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଏକ ବିଲଡିଂରେ ନିଆଁ ଲାଗି ୩ ପିଲାଙ୍କ ସମେତ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଆଉ ୩ ଜଣ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁ!-->…
Read More...
Read More...
ଶତ୍ରୁ ଡ୍ରୋନକୁ ରୋକିବ ଭାରତୀୟ ସେନାର ‘ଇଗଲ ବାହିନୀ’
ଉତ୍ତରାଖଣ୍ଡ; ଏଣିକି ଚିଲ ଖସାଇବ ଶତ୍ରୁ ପକ୍ଷର ଡ୍ରୋନ୍ । ସୀମାରେ ପ୍ରବେଶ ମାତ୍ରେ ଶତ୍ରୁର ଡ୍ରୋନକୁ ଝାମ୍ପିନେବ ଭାରତୀୟ ସେନାର ‘ଇଗଲ ବାହିନୀ’ । ଇଣ୍ଡିଆନ୍ ଆର୍ମିରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ‘ଫାଲକନ୍ ଟ୍ରୁପ୍’ ବା ‘ଇଗଲ ବାହିନୀ’ । ଉତ୍ତରାଖଣ୍ଡର ଅଉଲିରେ ଇଣ୍ଡୋ-ୟୁଏସ୍!-->…
Read More...
Read More...
ଦୁନିଆର ସବୁଠୁ ଦାମୀ ଔଷଧ ‘ହେମଜେନିକ୍ସ’
ଆମେରିକା; ଜାଣିଛନ୍ତି କି ଦୁନିଆର ସବୁଠୁ ଦାମୀ ଔଷଧ ବିଷୟରେ । ଏହି ଔଷଧର ଦାମ୍ ଶୁଣିଲେ ପ୍ରାୟ ସମସ୍ତଙ୍କ ହୋସ୍ ଉଡିଯିବ । ଆମେରିକାର ଫେଡେରାଲ ଡ୍ରଗ୍ ଆଡମିନିଷ୍ଟ୍ରେସନ ଏକ ଔଷଧକୁ ଦୁନିଆର ସବୁଠୁ ଦାମି ଔଷଧର ମାନ୍ୟତା ଦେଇଛନ୍ତି । ସେହି ଔଷଧର ନାଁ ହେଉଛି ‘ହେମଜେନିକ୍ସ’ । ଯାହାର ଗୋଟିଏ!-->…
Read More...
Read More...