Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
କ୍ରସ୍ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି
Browsing Category
ବଡ ଖବର
ବଡ କାର୍ଡ ଧରି ଓହ୍ଲାଉଛନ୍ତି ଭର୍ତ୍ତୃହରି, ପ୍ରଜାତନ୍ତ୍ର
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ମଧ୍ୟରେ ସଂପର୍କକୁ ନେଇ ରାଜନୈତିକ ହଟଚମଟ ଜାରି ରହିଛି। ସାଂସଦ ଶ୍ରୀ ମହତାବଙ୍କ ସହିତ ବିଜେଡିର ସଂପର୍କ ଏବେ ଖଟା-ମିଠା ବୋଲି କେହି କେହି କହିଲେଣି। ଶ୍ରୀ ମହତାବ ଏକଦା ମୁଖ୍ୟମନ୍ତ୍ରୀଙ୍କର ଅତି!-->…
Read More...
Read More...
ନବୀନ ସରକାର ନେଲେ ୩.୫କୋଟି ଲୋକଙ୍କ ସ୍ବାସ୍ଥ୍ୟ ଦାୟିତ୍ବ
ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଇତିହାସଦେଶରେ ପ୍ରଥମ, ସ୍ବାଧୀନତା ଦିବସରେ ବଡ଼ ଘୋଷଣାନୂଆ ରୂପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାସାଢେ ତିନି କୋଟି ଲୋକ ପାଇବେ ସ୍ମାର୍ଟ ହେଲ୍ଥ କାର୍ଡ
ଭୁବନେଶ୍ବର: ଆଜି ଭୁବନେଶ୍ବର ପଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ୭୫ତମ ସ୍ବାଧୀନତା ଦିବସ!-->!-->!-->…
Read More...
Read More...
ନବୀନଙ୍କ ପାଖରେ ବିରୋଧୀଙ୍କ ଦରଖାସ୍ତ ବିଚାରାଧୀନ
ଯେ କୌଣସି ମୁହୂର୍ତରେ ପଞ୍ଚାୟତ ଓ ପୌର ନିର୍ବାଚନ ବିଗୁଲ୍ ବାଜିବଦଳବଦଳ ପାଇଁ ନେତାଙ୍କ ସଜବାଜ ଆରମ୍ଭ, ଶାସକ ଦଳରେ ବେଶୀ ଭିଡବିରୋଧୀ ଦଳ ନେତାଙ୍କ ହାବଭାବ ହିଁ କହୁଛି ବିଜେଡି ବଦନାମ୍ ହୋଇନିପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ପରେ ବି ନବୀନଙ୍କ ପ୍ରତି ଆକର୍ଷଣ କମିନାହିଁଦୁର୍ଗା ପୂଜା ପରେ!-->…
Read More...
Read More...
ପଛୁଆ କାର୍ଡରେ ବି ସମସ୍ତେ ପଛରେ ପଡିଲେ
ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀ କରିବ ବୋଲି ଘୋଷଣା କରିଦେଲା ବିଜୁ ଜନତା ଦଳପଛୁଆ ବର୍ଗ କାର୍ଡ ଖେଳ ଆରମ୍ଭ କରିଥିଲା କେନ୍ଦ୍ର, ଅକଳରେ ପକାଇଲେ ନବୀନଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ନେଇ ରାଜ୍ୟ ରାଜନୀତିରେ ବିଜେଡିର ମାଷ୍ଟର ଷ୍ଟ୍ରୋକ୍୩୩ ପ୍ରତିଶତ ମହିଳା ପ୍ରାର୍ଥୀ କାର୍ଡ ଖେଳି ଗତ!-->…
Read More...
Read More...
ନବୀନଙ୍କ କାର୍ଡ ବଦଳାଇବ କି ଭୋଟ ଗଣିତ?
୧୨୭ତମ ସମ୍ବିଧାନ ସଂଶୋଧନ ପରେ ନୂଆ କାର୍ଡ ଖେଳିଲେ ନବୀନତୁରନ୍ତ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀଯେ କୌଣସି ମୁହୂର୍ତରେ ବିଜେଡି ସାଂସଦ ଅମିତ ଶାହଙ୍କୁ ଭେଟିବେ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ଲାଗି ଦାବି ଜୋରଦାର କରିବ ଓଡ଼ିଶା
!-->!-->!-->…
Read More...
Read More...
ଗୋଟି ଚଳାଇଲେ ନବୀନ: ବିଜେପିରେ କମ୍ପନ, କଂଗ୍ରେସରେ ବି
ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତା ତଥା ବିଶିଷ୍ଟ ଆଇନଜ୍ଞ କପିଲ ଶିବଲଙ୍କ ଜନ୍ମଦିନରେ ନୂଆଦିଲ୍ଲୀରେ ଅନୁ୍ଷ୍ଠିତ ରାତ୍ରିଭୋଜନ ରାଜନୀତି ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। କିଛି ଦିନ ତଳେ ଗାନ୍ଧୀ ପରିବାର ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଶ୍ରୀ!-->…
Read More...
Read More...
ଓଡ଼ିଶାରୁ ଟ୍ରେନିଂ ନେଇଥିଲେ, ଭାରତ ପାଇଁ ସ୍ବର୍ଣ୍ଣ ଆଣିଲେ
ନୀରଜ...ନୀରଜ କମ୍ପୁଛି ସାରା ଭାରତଅଲମ୍ପିକ୍ସରେ ଇତିହାସ ରଚିଲେ ନୀରଜପ୍ରଶଂସାରେ ପୋତି ପକାଉଛି ଦେଶ
ନୀରଜ..ନୀରଜ..ନୀରଜ ନାଁରେ କମ୍ପୁଛି ଭାରତ। ଇଏ ସେହି ନୀରଜ ଗତକାଲି ଯାଏ କ୍ରୀଡାପ୍ରେମୀଙ୍କୁ ଛାଡିଦେଲେ ତାଙ୍କ ବାବଦରେ କେହି ବୋଧେ ବେଶୀ ଜାଣିନଥିଲେ। ଆଜି କିନ୍ତୁ କୋଟି କୋଟି!-->!-->!-->…
Read More...
Read More...
ସନ୍ଦେହରେ ଏବେ ମନ୍ତ୍ରୀଙ୍କ ଦପ୍ତର! ତଥାପି ସୁରକ୍ଷା!!
ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ବରଖାସ୍ତ କରିବା ଲାଗି କୁନ୍ଥକୁନ୍ଥ କାହିଁକି?ଅଭୟ, ବିରଞ୍ଚି, ଦୀପ୍ତିଙ୍କ ଗଡ୍ଫାଦରମାନଙ୍କୁ କ'ଣ ସରକାରରେ ସୁରକ୍ଷା ମିଳିବ?ଜଣେ ଜଣେ ବାବୁ ଏତେ ବର୍ଷ ଧରି କେବଳ ମନ୍ତ୍ରୀଙ୍କ ପିଏସ୍ କେମିତି ରହୁଛନ୍ତି?ଷ୍ଟାଫ୍ ସିଲେକ୍ସନ କମିସନ ଅଧ୍ୟକ୍ଷ, ସଦସ୍ୟଙ୍କୁ!-->…
Read More...
Read More...