Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
ବଡ ଖବର
ତୁଳନା ହେଲାଣି, ରାହୁଲ ନା ବରୁଣ କିଏ ପ୍ରଭାବୀ?
ନୂଆଦିଲ୍ଲୀ: ବିଜେପି ଛାଡି କଂଗ୍ରେସକୁ ଆସିବେ କି ବରୁଣ ଗାନ୍ଧୀ? ଏମିତି ଏକ ପ୍ରସଙ୍ଗ ଉପରେ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶ ଲଖମିପୁର ଖେରି ଘଟଣାରେ ତାଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ କିଏ ତାଙ୍କୁ ବିଜେପି ଛାଡିବାକୁ ଆହ୍ବାନ ଦେଇଛି ତ ଆଉ କିଏ କଂଗ୍ରେସରେ!-->…
Read More...
Read More...
ମାଆଙ୍କର ବି ନବକଳେବର ହୁଏ…
ଭୁବନେଶ୍ୱର: ତାଳଚେର ସହର ଠାରୁ ପଶ୍ଚିମ ଦିଗକୁ ପ୍ରାୟ ୨୫ କି.ମି ଦୂର ସିଙ୍ଘଡା ନଦୀ ନିକଟସ୍ଥ ଗୋପାଳପ୍ରସାଦ ଗ୍ରାମରେ ଅଗ୍ନୀ ସ୍ୱରୂପା ମାଆ ହିଙ୍ଗୁଳାଙ୍କ ପୀଠ ଅବସ୍ଥିତ। ଏହାପଦ୍ମ କ୍ଷେତ୍ର ବା ହିଙ୍ଗୁଳା କ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି। ଗୋପାଳ ପ୍ରସାଦ ଗ୍ରାମର ପ୍ରବେଶ ଦ୍ୱାରରେ!-->…
Read More...
Read More...
ସାମ୍ନାକୁ ଆସିବେ ନୂଆ ନେତା, ବଦଳିବେ ସାଂସଦ ପ୍ରାର୍ଥୀ
ଆଗୁଆ ନିର୍ବାଚନ ନେଇ କେନ୍ଦ୍ରରେ ବିଜେପିରେ କସରତ ଆରମ୍ଭ୨୦୨୩ ପ୍ରଥମାର୍ଦ୍ଧରେ ଲୋକସଭା ନିର୍ବାଚନ ପାଇଁ ଯୋଜନା ଚାଲିଛି୨୦୨୨ ଡିସେମ୍ବର ପରେ ବିଜେପିର ଓଡ଼ିଶାରେ ବଦଳିବ ରଣନୀତିଗଣମାଧ୍ୟମ ଜଗତରେ ପଶିବ, ବିଜେଡି ଭିତରେ ଘଣ୍ଟାଚକଟା କରିବବିଜେଡି ବି ପାଇସାରିଲେଣି ସୁରାକ୍, ଭିତରେ ଭିତରେ!-->…
Read More...
Read More...
ଏଠି ଶବର ନାଭିରୁ ଫୁଟିଛି ପଦ୍ମଫୁଲ
ଭୁବନେଶ୍ୱର: ମୟୂରଭଞ୍ଜର ଶୁକ୍ରୁଳି ବ୍ଲକର ଖିଚିଂଠାରେ ପୂଜା ପାଉଛନ୍ତି ମାଆ କୀଚକେଶ୍ୱରୀ। କୀଚକେଶ୍ୱରୀଙ୍କୁ ଭଞ୍ଜମାଟିର ଅଧିଷ୍ଠାତ୍ରୀ ଦେବୀ ବୋଲି କୁହାଯାଏ। ଭଞ୍ଜ ରାଜ ବଂଶର ପ୍ରଥମ ରାଜା ଆଦି ଭଞ୍ଜ କୀଚକେଶ୍ୱରୀଙ୍କୁ ପ୍ରତିଷ୍ଠା କରାଇଥିଲେ। ସେତେବେଳେ ଖିଜିଙ୍ଗ କୋଟା ବା ଖିଚିଂ ଥିଲା!-->…
Read More...
Read More...
ପୁଣି ମାତିଲେ ନବୀନ; ବିରୋଧୀ ଛତ୍ରଭଙ୍ଗ ଦେଲେ କି?
ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୂରା ଓଡ଼ିଶା ବୁଲିବେ ବିଜେଡି ସୁପ୍ରିମୋ୫୫ ପ୍ରତିଶତ ଭୋଟ ହାତେଇବା ଲାଗି ନେତାଙ୍କୁ ଟାର୍ଗେଟ ଦେଇଛନ୍ତିନିଜେ ବୁଲୁଛନ୍ତି, ଗାଁ ଗଣ୍ଡା ଗଲେଣି ମନ୍ତ୍ରୀ ଓ ଦଳର ବରିଷ୍ଠ ନେତାସଂଗଠନ ସଂପାଦକ ବବି ଦାସଙ୍କ ହାତରେ ଏବେ ବଡ ଦାୟିତ୍ବଯେଉଁଠି ରହିଲେ, ବିଜେଡି!-->…
Read More...
Read More...
ଦିନେ ଏଠାରେ ନରବଳି ଦିଆଯାଉଥିଲା!
ଭୁବନେଶ୍ୱର: ପାଟଣାଗଡ ବା ବଲାଙ୍ଗୀରର ପାଟଣେଶ୍ୱରୀ ଯେଭଳି ଆରାଧ୍ୟା ଦେବୀ, ସେମିତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାଜଉଆସ ପରିସରରେ ମାଆ ମାଣିକେଶ୍ୱରୀ ପୂଜା ପାଆନ୍ତି। ଏଠାରେ ଦେବୀ ପୂଜାର ମହତ୍ତ୍ୱ ନିଆରା। ଏକଦା ଏଠାରେ ନରବଳି ଦିଆଯାଉଥିବା ପ୍ରବାଦ ଅଛି।
କିମ୍ୱଦନ୍ତୀ କହେ,!-->!-->!-->…
Read More...
Read More...
ଏଠାରେ ମାଆଙ୍କୁ ଯିଏ ଥରେ ଯାହା ମାଗିଛି, ତାହା ପାଇଛି
ଆଜି ଷୋଳ ପୂଜାର ଦ୍ବାଦଶ ଦିବସ, ପୁରୀ ଜିଲ୍ଲାର ବିଭିନ୍ନ ଗାଁ, ସାହିରେ ବିମାନରେ ଦର୍ଶନ ଦେଉଛନ୍ତି ଦୁର୍ଗା-ମାଧବ
ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାର ଆଉ ଏକ ପ୍ରସିଦ୍ଧ ଶକ୍ତି ବା ତନ୍ତ୍ର ପୀଠ ରାଜ୍ୟର ଘରେ ଘରେ ପରିଚିତ। ଦେବୀ ଯେତିକି ପ୍ରତ୍ୟକ୍ଷ, ସେତିକି ଉଗ୍ର। ଏହି ପୀଠରେ ଦୁର୍ଗାପୂଜା!-->!-->!-->…
Read More...
Read More...
ଗାନ୍ଧୀ ପରିବାରର ସମୟ ଏବେ ଭଲ ନାହିଁ!
ରାହୁଲଙ୍କୁ ନେଇ କଂଗ୍ରେସରେ କମ୍ପନ, ଦଳ ଭିତରୁ ବିରୋଧର ସ୍ବର ଉଠିଲାଣିବରୁଣ, ମାନେକାଙ୍କ ସ୍ଥିତି ତଦ୍ରୁପ, ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ନାଁ ନାହିଁ ଲଖିମପୁର ଖେରି ମାମଲାରେ ବରୁଣଙ୍କ ଟ୍ବିଟ୍ ବିଜେପି ଅଡୁଆ ବଢ଼ାଇଥିଲା ଦୋଷୀଙ୍କୁ ୩୦୨ରେ ବାନ୍ଧ, ସିବିଆଇ ତଦନ୍ତ ପାଇଁ ଯୋଗୀଙ୍କୁ!-->…
Read More...
Read More...
ମୋଡି ଦେଲେଣି ସୂଚନା ଅଧିକାର ଆଇନର ଡଙ୍କ
ଆଇନ ରାସ୍ତାରେ ବାବୁମାନେ ହିଁ କଣ୍ଟା; ସ୍ବତଃ ଦେଉନାହାନ୍ତି, ମାଗିଲେ ବି କୁନ୍ଥକୁନ୍ଥ୨୦୦୫ ଅକ୍ଟୋବର ୧୨ ତାରିଖରେ ଦେଶରେ କାର୍ଯ୍ୟକାରୀ ହୋଇଥିଲା ଏହି ଆଇନଜଳଦ ତ୍ରିପାଠୀ ଦାୟିତ୍ବ ନେଲା ପରେ ସ୍ଥିତି ବଦଳିବ କି ନାହିଁ, ତାହା ଉପରେ ଏବେ ନଜର
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଲୋକସେବା!-->!-->!-->…
Read More...
Read More...