ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ
Browsing Category

ଅପରାଧ

ଭାଇକୁ ହତ୍ୟା କଲା ଭାଇ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସିର ୧୦ ନମ୍ବର ୱାର୍ଡର କାଉନସିଲର ନଳିନୀ ନାୟକଙ୍କ ସ୍ୱାମୀ ସଞ୍ଜୀବ କୁମାର ଗୁରୁଙ୍କ ହତ୍ୟା ଘଟଣାରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ସଞ୍ଜୀବଙ୍କ ନିଜ କକା ପୁଅ ଭାଇ। ତା’ ନାଁ ଶ୍ରୀତମ ଭୂଷଣ ଗୁରୁ। ତାକୁ ଗିରଫ କରି
Read More...

ପ୍ରମୋଦିନୀ ରାଉଳଙ୍କୁ ଏସିଡ ମାଡ ଘଟଣାରେ ୨ ଅଭିଯୁକ୍ତଙ୍କୁ ୧୪ ବର୍ଷ ଜେଲ୍

ଜଗତସିଂହପୁର: ୨୦୦୯ ମସିହାରେ ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କୁ  ହୋଇଥିବା ଏସିଡ ମାଡ଼ ମାମଲାରେ ଆଜି ରାୟ ପ୍ରକାଶ ପାଇଛି ।। ୧୩ ବର୍ଷ ପରେ ୨ ଦୋଷୀଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଜଗତସିଂହପୁର ଏଏସଜେ କୋର୍ଟ । ଜେଲ ଦଣ୍ଡାଦେଶ ସହ ଉଭୟଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଜରିମାନା
Read More...

କାଉନସିଲରଙ୍କ ସ୍ବାମୀଙ୍କୁ ହତ୍ୟା

ସୋନପୁର:ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସିର ୧୦ ନମ୍ବର ୱାର୍ଡର କାଉନସିଲରଙ୍କ ସ୍ୱାମୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସଞ୍ଜୀବ ଗୁରୁ। ଏନେଇ କାଉନସିଲର ନଳିନୀ ନାଏକ ତରଭା ଥାନାରେ ଅଭିଯୋଗ କରିଛନ୍ତି।ଆଜି ସଞ୍ଜୀବଙ୍କ ମୃତଦେହ ରକ୍ତଜୁଡ଼ୁବୁଡ଼ୁ
Read More...

ଓଡ଼ିଶା ଦେଇ ନିଶା ଯାଉଛି ଅନ୍ୟ ରାଜ୍ୟକୁ

୧୦ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହେଲାପୁରୀରୁ ୨୫୫ ଗ୍ରାମରୁ ଅଧିକ ବ୍ରାଉନସୁଗାର ବିକୋରାପୁଟ ଓ ରାଜଧାନୀରୁ ଧରାପଡିଲା ଗଞ୍ଜେଇ ଭୁବନେଶ୍ବର: ଅଳ୍ପ କିଛି ଘଣ୍ଟା ବ୍ୟବଧାନରେ ଓଡ଼ିଶାରୁ ୧୨୫୦ କେଜିରୁ ଅଧିକ ଓଜନର ଗଞ୍ଜେଇ ଜବତ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ଯ ବାହାରକୁ ଚାଲାଣ
Read More...

ଭିଜିଲାନ୍ସ ଜାଲରେ ପ୍ରାଣୀଧନ ନିରୀକ୍ଷକ

ଭୁବନେଶ୍ବର: କୋଟିପତି ପ୍ରାଣୀଧନ ନିରୀକ୍ଷକ ଘରେ ଭିଜିଲାନ୍ସ ଚଢ଼ାଉ। ଭୁବନେଶ୍ୱର ରଘୁନାଥପୁରର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ପାଖାପାଖି ୧୦ କୋଟି ଟଙ୍କାର ସମ୍ପତ୍ତି ଠାବ କଲାଣି ଭିଜିଲାନ୍ସ । ଚଢାଉ ବେଳେ ଅଧ କେଜି ସୁନା, ୨୫୦ ଗ୍ରାମର ରୂପା ଓ ୧୦ ଗ୍ରାମରୁ ଅଧିକ ହୀରା ଜବତ
Read More...

ପିକଅପ୍ ଭ୍ୟାନ୍ ରୁ ୩ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ନିକଟରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଛନ୍ତି ବ୍ୟବସାୟୀ ଅଭିମନ୍ୟୁ ସାହୁ। ଜିରାଳ ଗାଁରେ ଅଭିମନ୍ୟୁଙ୍କର ଏକ ଗ୍ରୋସରି ଦୋକାନ ଅଛି।
Read More...

ସ୍ତ୍ରୀକୁ କାଠ ଫାଳିଆରେ ମାରି ହତ୍ୟା କଲା ସ୍ବାମୀ

ସୋର: ସଇତାନ ସାଜିଲା ସ୍ବାମୀ। ନିଜ ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିବା ପରେ ଶବକୁ ୨୪ ଘଣ୍ଟା ଲୁଚାଇ ରଖିଥିଲା। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା କଇଁଷି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ଵାମୀକୁ
Read More...

ମଦ୍ୟପ ବାପାର ଅମାନୁଷିକ କାଣ୍ଡ

ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନାର କୁଲାମୁଣ୍ଡା ସାହି ରେ ଘଟିଛି ଅଭାବନୀୟ ଘଟଣା। ନିଜର ତିନି ନିଷ୍ପାପ ଶିଶୁକୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଛି ବାପା। ଗତକାଲି ପାଣ୍ଡୁ ମୁଣ୍ଡା ମଦ ପିଇ ରାତିରେ ଘରକୁ ଫେରିବା ପରେ ନିଜ ସ୍ତ୍ରୀ ଧୁବଲି ମୁଣ୍ଡାକୁ ମାରିବା ପାଇଁ
Read More...

ଅଭିନେତ୍ରୀ ଜ୍ୟାକଲିନଙ୍କ ସମ୍ପତ୍ତି ଜବତ କଲା ଇଡି

ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମାମଲାରେ ଅଭିନେତ୍ରୀଙ୍କ ୭ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଇଡି ଜବତ କରିଛି। ନିକଟରେ ଇଡି ଚନ୍ଦ୍ରଶେଖରଙ୍କୁ ୫ ବର୍ଷର ପୁଣା ଠକେଇ ମାମଲାରେ ଗିରଫ
Read More...

ଛୁଆକୁ ମାରି ବାପା- ମାଆ କଲେ ଆତ୍ମହତ୍ୟା

ମାତ୍ର ଦେଢ଼ମାସର ଶିଶୁକୁ ହତ୍ୟା କରିବା ପରେ ବାପା-ମାଆଙ୍କ ଆତ୍ମହତ୍ୟା। ଭୁବନେଶ୍ଵର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ଵର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ତୁଷାର ରାଜେନ୍ଦ୍ର ଜଗତପ, ପତ୍ନୀ ନିଲା ତୁଷାର ଜଗତପ ଓ ସେମାନଙ୍କର ୧୫ ମାସର ଶିଶୁ।ସମ୍ପତ୍ତି ବିବାଦକୁ ନେଇ
Read More...