ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Browsing Category

ଅପରାଧ

ଭ୍ୟାନ୍‌ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ

ନ୍ୟୁଜ୍ ବ୍ୟୁରୋ: ଚୋରା ଚାଲାଣ ବେଳେ ଭ୍ୟାନ୍‌ରୁ ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ। ଗଜପତିରୁ ପୁରୀ ଚାଲାଣ ହେଉଥିବାବେଳେ ଏନ୍ଏଚ୍ ୧୬ ଚଣ୍ଡେଶ୍ବର ନିକଟରୁ ଧରିଲା ଅବକାରୀ ବିଭାଗ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୫ ଲକ୍ଷ ଟଙ୍କା ହେବ । ତେବେ ଜଣେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ
Read More...

ଲାଞ୍ଚ ନେଇ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର ଗିରଫ

ଝାରସୁଗୁଡା: ୨୦ ହଜାର ଟଙ୍କା ଲାଞ୍ଚ ନେଇ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର ଗିରଫ। ଲାଞ୍ଚ ମାମଲାରେ ସିବିଆଇ ଏମସିଏଲର ଝାରସୁଗୁଡା ସ୍ଥିତ ହୀରାକୁଦ ବୁଣ୍ଡିଆ ମାଇନ୍ସର ସବ ଏରିଆ ମ୍ୟାନେଜର ଅସିତ୍ କୁମାର ଓ ଜଣେ ପ୍ରାଇଭେଟ୍ ପର୍ସନ ବିଟୁ ରାମକୁ ଗିରଫ କରିଛି ଭିଜିଲାନ୍ସ।ଅଭିଯୋଗକରୀଙ୍କ
Read More...

ଏଫ ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ୩ ଦିନିଆ ରିମାଣ୍ଡରେ ସମୀର ସାହୁ

ନ୍ୟୁଜ୍ ବ୍ୟୁରୋ: କଟକର ଏକ ସଂସ୍ଥା ଏସଏସବି ଇଲେକ୍ଟ୍ରିକାଲ୍ସ ୪୮ ଲକ୍ଷ ଟଙ୍କାର ଠକେଇ ନେଇ ଟାଉନ୍ ଥାନାରେ ବିଜେଡି ନେତା ଅଙ୍କିତ ପ୍ରତାପ ଜେନା ଏବଂ ତାଙ୍କ ଭଉଣୀ ଐଶ୍ୱର୍ଯ୍ୟା ପ୍ରତାପ ଜେନାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ୨୦୨୪
Read More...

ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ପିଉସା ସମେତ ୫ ଅଟକ କେନ୍ଦ୍ରାପଡା: ରାକ୍ଷୀ ପୂର୍ଣ୍ଣିମାରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ରାଜନଗର ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ରାକ୍ଷୀ ପୂର୍ଣ୍ଣିମା ଦିନ ପିଉସା ଘରକୁ ଆସିଥିଲେ ଛାତ୍ରୀ। ଏହି ସମୟରେ ଟେକି
Read More...

ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ଗିରଫ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଗିରଫ କରାଯାଇଛି। ପ୍ରମୋଦ କେନ୍ଦ୍ରାପଡ଼ା ଜିଲ୍ଲାର ବିଲିକାନା ପଞ୍ଚାୟତ ଅନ୍ତର୍ଗତ ତେରୋଇ ଗାଁର ବାସିନ୍ଦା। ପୋଲିସ ପ୍ରମୋଦଙ୍କ ମୋବାଇଲରୁ ପାଖାପାଖି ୫୦ଟି
Read More...

ରାଜଧାନୀରେ ବଧୂହତ୍ୟା ଅଭି​‌ଯୋଗ, ସ୍ଵାମୀ ଗିରଫ

ଭୁବନେଶ୍ଵର: ରାଜଧାନୀରେ ଜଣେ ନବବିବାହିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ମୃତା ମହିଳାଙ୍କ ସ୍ଵାମୀଙ୍କୁ ଗିରଫ କରିଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଧୀରୁକୁଟି ସାହିରେ ଆଜି ଜଣେ ନବବିବାହିତାଙ୍କୁ ଶ୍ୱଶୁର ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ
Read More...

ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେଶିଙ୍କ ଭାଇଙ୍କୁ ହତ୍ୟା

ନୂଆଦିଲ୍ଲୀ; ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେଶିଙ୍କ ସମ୍ପର୍କୀୟ ଭାଇଙ୍କୁ ହତ୍ୟା। ବଲିଉଡ୍ ଅଭିନେତ୍ରୀ ହୁମା କୁରେଶିଙ୍କ ଭାଇ ଅସିଫ କୁରେଶିଙ୍କୁ ପାର୍କିଂ ବିବାଦରେ ଦିଲ୍ଲୀରେ ହତ୍ୟା କରାଯାଇଛି। ସିସିଟିଭିରେ ଆକ୍ରମଣର ଦୃଶ୍ୟ କଏଦ ହୋଇଛି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ହୁମା
Read More...

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ

କଳାହାଣ୍ଡି: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରଧାନ ଶିକ୍ଷକ ନିଲମ୍ବିତ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଭେଜିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଖମାରୀ ନିଲମ୍ବିତ ହୋଇଛନ୍ତି। ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ଶିକ୍ଷା ବିଭାଗ। ପୂର୍ବରୁ ତାଙ୍କୁ
Read More...

ଦୁଷ୍କର୍ମ ମାମଲାରେ ପୂର୍ବତନ ସାଂସଦ ପ୍ରଜ୍ୱଳ ରେଭାନ୍ନାଦୋଷୀ ସାବ୍ୟସ୍ତ

କର୍ଣ୍ଣାଟକ: କର୍ଣ୍ଣାଟକ ହାସନର ପୂର୍ବତନ ସାଂସଦ ତଥା ଜେଡି(ଏସ) ନେତା ପ୍ରଜ୍ବଳ ରେଭାନ୍ନାଙ୍କୁ ଏକ ଦୁଷ୍କର୍ମ ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୨ ତାରିଖରେ ତାଙ୍କ ବିରୋଧରେ ଦଣ୍ଡ ଘୋଷଣା କରାଯିବ। କୋର୍ଟଙ୍କ ରାୟ ଆସିବା ପରେ ପ୍ରଜ୍ବଳ କୋର୍ଟ
Read More...

ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଏକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦଶ ବର୍ଷ ପୂର୍ବେ ଜଣେ ସରକାରୀ ଡାକ୍ତରଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ଲାଞ୍ଚ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଗଜପତି ଜିଲ୍ଲାର ଗୁରାଣ୍ଡି କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି)ର ଇନଚାର୍ଜ ମେଡିକାଲ
Read More...