Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ
Browsing Category
ଅପରାଧ
୩ କଲରାପତରିଆ ବାଘଛାଲ ଜବତ, ୭ ଗିରଫ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଞ୍ଚଳରୁ ୩ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବାବେଳେ, ଏଥିରେ ମୋଟ ୭ଜଣଙ୍କୁ ଅଟକ ରଖାଯାଇଛି। ଅଟକଙ୍କ ମଧ୍ୟରେ ଜଣେ ଶିକ୍ଷକ ରହିଥିବା ସୂଚନା। ଏହି ବାଘଛାଲ ଗୁଡିକୁ ବିକ୍ରି ପାଇଁ ଯୋଜନା ଚାଲିଥିବା ଖବର ପାଇ ବନ ବିଭାଗ ପକ୍ଷରୁ ଅଚାନକ ଚଢ଼ଉ!-->…
Read More...
Read More...
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍ ଗିରଫ
ଭବାନୀପାଟଣା: ରାୟଗଡା ଓ କୋରାପୁଟ ଜଳ ବିଭାଜିକା ମିଶନର ପୂର୍ବତନ ପିଡି ଦୟାନିଧି ବାଗ ଗିରଫ। ତାଙ୍କ ଘରେ ଗତକାଲି ଭିଜିଲାନ୍ସ ରେଡ୍ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୟାନିଧି ବାଗ୍ଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା। ତାଙ୍କୁ ଆଜି ଗିରଫ କରାଯାଇଛି। ଆଜି ଭବାନୀପାଟଣା!-->…
Read More...
Read More...
କ୍ଲାସ୍ରୁମ୍ରେ ଆଇନ ଛାତ୍ରୀଙ୍କୁ ଗଣବଳାତ୍କାର:୩ ଗିରଫ
କୋଲକାତା: କୋଲକାତାର ଏକ ଆଇନ କଲେଜରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଏହି ମାମଲାରେ ଟାଉନ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ସୂତ୍ର ଅନୁଯାୟୀ, ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂର୍ବତନ ଛାତ୍ରୀ ଏବଂ ସେହି ପ୍ରତିଷ୍ଠାନର ଦୁଇ ଜଣ କର୍ମଚାରୀ ଅଛନ୍ତି। ପୋଲିସ!-->…
Read More...
Read More...
୫୩ ଲକ୍ଷ ଟଙ୍କା ହଡ଼ପ କରି ଗିରଫ ହେଲେ ପୂର୍ବତନ ପିଇଓ
କନ୍ଧମାଳ: ସରକାରୀ ଟଙ୍କା ଆତ୍ମସାତ କଲେ ଦୁର୍ନୀତିଗ୍ରସ୍ତ ପୂର୍ବତନ ପିଇଓ। ୫୩ ଲକ୍ଷ ଟଙ୍କା ହଡ଼ପ କରି ଗିରଫ ହେଲେ ପିଇଓ। କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ସରମୁଳି ପଞ୍ଚାୟତ ପୂର୍ବତନ ପିଇଓ ଅକ୍ରୁର ମାଝୀଙ୍କୁ ବାନ୍ଧିଲା ଭିଜିଲାନ୍ସ। ପଞ୍ଚାୟତର କାମ ନକରି ୫୩ ଲକ୍ଷ ୩୮ ହଜାର ୮୦୯ ଟଙ୍କା!-->…
Read More...
Read More...
୪ ନାବାଳକ ସମେତ ୧୦ ଜଣଙ୍କୁ କାବୁ କଲା ପୋଲିସ
ବ୍ରହ୍ମପୁର: ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୪ ନାବାଳକ ସମେତ ୧୦ ଜଣଙ୍କୁ କାବୁ କଲା ପୋଲିସ। ଗତକାଲି ୭ ଯୁବକଙ୍କୁ ଅଟକ ରଖାଯାଇଥିଲା ବେଳେ ବାକି ୩ ଜଣଙ୍କୁ ଗୋପାଳପୁର ପୋଲିସ ଧରିଛି। ସେମାନେ ବାହାର ରାଜ୍ୟକୁ ଫେରାର ପାଇଁ ଉଦ୍ୟମ କରୁଥିଲେ। ଅପରପକ୍ଷରେ ଆଜି!-->…
Read More...
Read More...
ରାଜଧାନୀରେ ଘରର ଝରକା ଭାଙ୍ଗି ସୁନା ଗହଣା ଲୁଟ୍
ଭୁବନେଶ୍ଵର: ରଜରେ ରାଜଧାନୀ ଭୁବନେଶ୍ୱର ନୀଳାଦ୍ରିବାହାର ଅଞ୍ଚଳର ଏକ ପରିବାର ପୁରୀ ବୁଲିବାକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇଦେଲେ ଲୁଟେରା । ଦୁର୍ବୃତ୍ତମାନେ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା, ରୁପା ଅଳଙ୍କାର ଏବଂ ନଗଦ ଲୁଟି ନେଇଥିବା ଅଭିଯୋଗ ହୋଇଛି।ସୂଚନାମୁତାବକ, ପରିବାର ଲୋକ ରଜ!-->…
Read More...
Read More...
ଲାଞ୍ଚ ନେଇ ଗିରଫ ହେଲେ ଇପିଏଫ ଅଧିକାରୀ
ବ୍ରହ୍ମପୁର: ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଥିବା ବ୍ରହ୍ମପୁର ଇପିଏଫଓ କାର୍ଯ୍ୟାଳୟର ପିଆରଓ ଅନୀଲ ପତି ଗିରଫ। ଲାଞ୍ଚୁଆ ଇପିଏଫ ଅଫିସର ସିନିୟର୍ ସୋସିଆଲ ସିକ୍ୟୁରିଟି ଆସିଷ୍ଟାଣ୍ଟ ଅନିଲ କୁମାର ରଥଙ୍କୁ ଆଜି ଗିରଫ କରିଛି ସିବିଆଇ। ଗତକାଲି ଜଣେ ଯୁବକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ!-->…
Read More...
Read More...
ବ୍ୟାଙ୍କରେ ବନ୍ଧୁକ ଦେଖାଇ ଲୁଟିନେଲେ ୧୦ ଲକ୍ଷ ଟଙ୍କା ସହ ସୁନାଗହଣା
କେନ୍ଦୁଝର: କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି। ୫ ଜଣ ଦୁର୍ବୃତ୍ତ ବ୍ୟାଙ୍କରେ ପଶି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରି ୧୦ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟିନେଇଛନ୍ତି।
ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୦ଟାରେ ବ୍ୟାଙ୍କ ଖୋଲିବା ପରେ!-->!-->!-->…
Read More...
Read More...
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଗଲେ କନିଷ୍ଠ ଯନ୍ତ୍ରୀ
ବରଗଡ଼:ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ। ଆଜି ବରଗଡ଼ରେ ଆଉ ଜଣେ ମହିଳା ଇଞ୍ଜିନିୟରଙ୍କୁ ଧରିଛି ଭିଜିଲାନ୍ସ। ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଡ଼ାଙ୍ଗବାହାଲ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ଲାଞ୍ଚ ନେଉଥିବା ବେଳେ ରେଡ ହ୍ୟାଣ୍ଡ ଧରିଛି!-->…
Read More...
Read More...
ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୧୦ ଗିରଫ
ଗଜପତି: ଅନ୍ଧବିଶ୍ୱାସର କୁପରିଣତି। ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣାରେ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ। ଗଜପତି ଜିଲ୍ଲା ମୋହନା ଥାନା କୁଇହୁରୁ ଗାଁରେ କାମ୍ବି ମଳିକ ହତ୍ୟା ଘଟଣାର ସମ୍ପୃକ୍ତ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫଙ୍କ ମଧ୍ୟରେ ୮ ମହିଳା ଥିବାବେଳେ ୨ ଜଣ ପୁରୁଷ!-->…
Read More...
Read More...