Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍-ଓଏଏସ୍ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା
Browsing Category
ଅପରାଧ
ଖଣି ମାଲିକଙ୍କ ଘରେ ଇଡି ରେଡ
୧୦ ଦାମୀ କାର ସହ କୋଟିଏ ଟଙ୍କାର ସୁନା ଗହଣା ଜବତ
ନ୍ୟୁଜ୍ ବ୍ୟୁରୋ: ଖଣି ମାଲିକ ରଞ୍ଜନ ଦେଶଙ୍କ ଘର ସମେତ ଅଫିସ ଠିକଣାରେ ଇଡି ପକ୍ଷରୁ ଚଢ଼ଉ ଜାରି ରହିଛି। ଶକ୍ତିଙ୍କ ନୟାପଲ୍ଲୀ ସ୍ଥିତ ଘରେ ହିମାଚଳ ପ୍ରଦେଶ ଇଡି ଟିମ୍ ଚଢ଼ାଉ କରିଛି। ହିମାଚଳ ପ୍ରଦେଶ ପୋଲିସ ସିଆଇଡି ନିକଟରେ ମାମଲା!-->!-->!-->…
Read More...
Read More...
ଚୋରି କରି ବନ୍ଧା ହେଲେ ୟୁଟ୍ୟୁବର
ଭୁବନେଶ୍ବର: ଚୋରି ବିରୁଦ୍ଧରେ ହିଁ ପ୍ରବଚନ ଦେଉଥିଲେ ହେଲେ ଚୋରି କରି ବନ୍ଧା ହେଲେ ୟୁଟ୍ୟୁବର। ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ୍ ଘଟଣାରେ ଏହି ପ୍ରବଚକ ଜଣକ ଗିରଫ ହୋଇଛନ୍ତି। ବ୍ୟକ୍ତି ଜଣକଙ୍କ ପରିଚୟ ମନୋଜ ସିଂହ, ସେ କଟକର ବାସିନ୍ଦା ବୋଲି ଜଣାପଡିଛି। ତାଙ୍କଠାରୁ ୨ ଶହ ଗ୍ରାମ ସୁନା,!-->…
Read More...
Read More...
ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ଉତ୍ତର ପ୍ରଦେଶ: ପୁଣି ଯୌତୁକ ବର୍ବରତାରେ ବଳି ପଡିଲେ ଆଉ ଜଣେ ମହିଳା। ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁଘର ଲୋକେ ଯୌତୁକ ପାଇଁ ନିଆଁ ଲଗାଇ ହତ୍ୟା କରିଛନ୍ତି। ମୃତ ପୀଡିତା ନିକିଙ୍କ ପୁଅ କହିଛନ୍ତି ଯେ ତାଙ୍କ ବାପା ତାଙ୍କ ମାଆଙ୍କ ଉପରେ କିଛି ତରଳ!-->…
Read More...
Read More...
ଭୁବନେଶ୍ବର ବିମାନ ବନ୍ଦରରୁ ୪ କୋଟିର ମାରିଜୁଆନା ଜବତ
ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପୁଣି ୪ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି। ଜବତ କଲା ଡିଆରଆଇ। ବ୍ୟାଙ୍କକରୁ ଭୁବନେଶ୍ୱର ଆଣିବା ବେଳେ ଧରିଲା କଷ୍ଟମ୍ ବିଭାଗ। ମାମଲାରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ୍ ବିଭାଗ। ଏହି ୨ ଜଣ!-->…
Read More...
Read More...
ଭ୍ୟାନ୍ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ
ନ୍ୟୁଜ୍ ବ୍ୟୁରୋ: ଚୋରା ଚାଲାଣ ବେଳେ ଭ୍ୟାନ୍ରୁ ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ। ଗଜପତିରୁ ପୁରୀ ଚାଲାଣ ହେଉଥିବାବେଳେ ଏନ୍ଏଚ୍ ୧୬ ଚଣ୍ଡେଶ୍ବର ନିକଟରୁ ଧରିଲା ଅବକାରୀ ବିଭାଗ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୫ ଲକ୍ଷ ଟଙ୍କା ହେବ ।
ତେବେ ଜଣେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ!-->!-->!-->…
Read More...
Read More...
ଲାଞ୍ଚ ନେଇ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର ଗିରଫ
ଝାରସୁଗୁଡା: ୨୦ ହଜାର ଟଙ୍କା ଲାଞ୍ଚ ନେଇ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର ଗିରଫ। ଲାଞ୍ଚ ମାମଲାରେ ସିବିଆଇ ଏମସିଏଲର ଝାରସୁଗୁଡା ସ୍ଥିତ ହୀରାକୁଦ ବୁଣ୍ଡିଆ ମାଇନ୍ସର ସବ ଏରିଆ ମ୍ୟାନେଜର ଅସିତ୍ କୁମାର ଓ ଜଣେ ପ୍ରାଇଭେଟ୍ ପର୍ସନ ବିଟୁ ରାମକୁ ଗିରଫ କରିଛି ଭିଜିଲାନ୍ସ।ଅଭିଯୋଗକରୀଙ୍କ!-->…
Read More...
Read More...
ଏଫ ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ୩ ଦିନିଆ ରିମାଣ୍ଡରେ ସମୀର ସାହୁ
ନ୍ୟୁଜ୍ ବ୍ୟୁରୋ: କଟକର ଏକ ସଂସ୍ଥା ଏସଏସବି ଇଲେକ୍ଟ୍ରିକାଲ୍ସ ୪୮ ଲକ୍ଷ ଟଙ୍କାର ଠକେଇ ନେଇ ଟାଉନ୍ ଥାନାରେ ବିଜେଡି ନେତା ଅଙ୍କିତ ପ୍ରତାପ ଜେନା ଏବଂ ତାଙ୍କ ଭଉଣୀ ଐଶ୍ୱର୍ଯ୍ୟା ପ୍ରତାପ ଜେନାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।
ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ୨୦୨୪!-->!-->!-->…
Read More...
Read More...
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ପିଉସା ସମେତ ୫ ଅଟକ
କେନ୍ଦ୍ରାପଡା: ରାକ୍ଷୀ ପୂର୍ଣ୍ଣିମାରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ରାଜନଗର ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ରାକ୍ଷୀ ପୂର୍ଣ୍ଣିମା ଦିନ ପିଉସା ଘରକୁ ଆସିଥିଲେ ଛାତ୍ରୀ। ଏହି ସମୟରେ ଟେକି!-->!-->!-->…
Read More...
Read More...
ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ଗିରଫ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଗିରଫ କରାଯାଇଛି। ପ୍ରମୋଦ କେନ୍ଦ୍ରାପଡ଼ା ଜିଲ୍ଲାର ବିଲିକାନା ପଞ୍ଚାୟତ ଅନ୍ତର୍ଗତ ତେରୋଇ ଗାଁର ବାସିନ୍ଦା। ପୋଲିସ ପ୍ରମୋଦଙ୍କ ମୋବାଇଲରୁ ପାଖାପାଖି ୫୦ଟି!-->…
Read More...
Read More...
ରାଜଧାନୀରେ ବଧୂହତ୍ୟା ଅଭିଯୋଗ, ସ୍ଵାମୀ ଗିରଫ
ଭୁବନେଶ୍ଵର: ରାଜଧାନୀରେ ଜଣେ ନବବିବାହିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ମୃତା ମହିଳାଙ୍କ ସ୍ଵାମୀଙ୍କୁ ଗିରଫ କରିଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଧୀରୁକୁଟି ସାହିରେ ଆଜି ଜଣେ ନବବିବାହିତାଙ୍କୁ ଶ୍ୱଶୁର ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ!-->…
Read More...
Read More...