ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ
Browsing Category

ସ୍ୱାସ୍ଥ୍ୟ

ବିଶ୍ବ ହକିକପ ଲାଗି ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି

ଭୁବନେଶ୍ବର: ହକି ପୁରୁଷ ବିଶ୍ୱକପର ସୁପରିଚାଳନା ତଥା ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ଖୋର୍ଦ୍ଧା ଜିଲ୍ଲା ସହରାଞ୍ଚଳ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ । ୧୩ ତାରିଖ ଠାରୁ ୨୯ ତାରିଖ ଅର୍ଥାତ ବିଶ୍ୱକପ ଶେଷ ପର୍ଯ୍ୟନ୍ତ ସଜାଗ ରହିବାକୁ ନିର୍ଦ୍ଦେଶ। ମେଡିକାଲ ଅଫିସର,
Read More...

ବିରିୟାନି ଖାଇ ଚାଲିଗଲା ଜୀବନ

ବେଙ୍ଗାଲୁରୁ: କେରଳର କାସରଗୋଡ଼ ଜିଲ୍ଲା ଅନ୍ତର୍ଗତ ଏକ ସ୍ଥାନୀୟ ହୋଟେଲ୍‌ରୁ ‘କୁଜିମାନ୍ତି’ ବା ଦମ୍‌ ବିରିୟାନୀ ଖାଇ ଜଣେ ୨୦ ବର୍ଷୀୟ ଯୁବତୀଙ୍କର ମୃତ୍ୟୁ ଘଟିଛି। ଫୁଡ୍‌ ପଏଜନିଂରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ପୁଲିସ କହିବା ଅନୁଯାୟୀ,  କସରଗଡ଼ ନିକଟସ୍ଥ ପେରୁମ୍ବାଲାରର ଅଞ୍ଜୁ
Read More...

ଏମ୍ସ ଭୁବନେଶ୍ୱରରେ ଖୋଲିବ ବର୍ଣ୍ଣ ବିଭାଗ

ଭୁବନେଶ୍ୱର; ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଆରମ୍ଭ ହୋଇଛି ଇ-ହସ୍ପିଟାଲ ବ୍ୟବସ୍ଥା । ପ୍ରଥମ ପର୍ଯ୍ୟାୟରେ ଏଣ୍ଡ୍ରୋକ୍ରାଇନୋଲୋଜି, ମେଡିସିନ୍ ଓ ପେଡିଆଟ୍ରିକ୍ ସର୍ଜରୀ ବିଭାଗରେ ଇ-ହସ୍ପିଟାଲ ବ୍ୟବସ୍ଥା ଲାଗୁ କରାଯାଇଛି । ରୋଗୀଙ୍କ ପଞ୍ଜିକରଣଠୁ ଆରମ୍ଭ କରି ଟେଷ୍ଟ ଏବଂ ପ୍ରେସକ୍ରପସନ୍ ଯାଏ
Read More...

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ୫ନୂଆ ପରାମର୍ଶଦାତା ନିଯୁକ୍ତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ୫ନୂଆ ପରାମର୍ଶଦାତା ନିଯୁକ୍ତି କରିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚାଲିଥିବା ଉନ୍ନତମାନର ସାର୍ବଜନୀନ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ
Read More...

ମାଲକାନଗିରିକୁ ଗଡ଼ିଲା ବାଇକ୍‌ ଆମ୍ୱୁଲାନ୍ସ

ମାଲକାନଗିରି; ଦୀର୍ଘ ଦିନର ଦୂର ହେଲା ଦୁଃଖ । ଆଜିଠାରୁ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳକୁ ପ୍ରଥମ ଥର ପାଇଁ ଗଡ଼ିଲା ବାଇକ୍‌ ଆମ୍ୱୁଲାନ୍ସ। ନାବାର୍ଡ଼ ସହାୟତାରେ ଦୁଇ ବାଇକ୍‌ ଆମ୍ୱୁଲାନ୍ସ ଯୋଗାଇ ଦେଇଛି ଜିଲ୍ଲା ପ୍ରଶାସନ। ଏହି ବାଇକ ଆମ୍ବୁଲାନ୍ସ ମାଧ୍ୟମରେ ଦୁର୍ଗମ ଅଞ୍ଚଳରୁ
Read More...

ଆସିବ କି କରୋନାର ଚତୁର୍ଥ ଲହର ?

ଭୁବନେଶ୍ବର:  ଆସନ୍ତା ମାର୍ଚ୍ଚ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ଦେଶରେ ଆସିପାରେ କୋଭିଡର ଚତୁର୍ଥ ଲହର। ଏଥିପାଇଁ ରାଜ୍ୟବାସୀ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ ସଚିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି
Read More...

ସମ୍ ଅଲ୍ଟିମେଟରେ ବିରଳ ଚିକିତ୍ସା

ଭୁବନେଶ୍ୱର, ୦୩/୦୧: ଓଡ଼ିଶାରେ ପ୍ରଥମ ଥର ପାଇଁ ଜଣେ ରୋଗୀଙ୍କର ପରିସ୍ରା ନଳୀରେ ରକ୍ତସ୍ରାବ ହେଉଥିବା ସମସ୍ୟାକୁ ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତରମାନେ ପ୍ରୋଷ୍ଟେଟିକ୍ ଧମନୀରେ ସୁପର ସିଲେକ୍ଟିଭ୍ ଆନ୍‌ଜିଓ-ଏମ୍ବୋଲାଇଜେସନ୍ ପଦ୍ଧତିରେ ସଫଳତାର ସହ ଚିକିତ୍ସା କରିପାରିଛନ୍ତି ।ସମ୍ ର
Read More...

ଚୀନରେ ୨୫ ହଜାର ଟପିପାରେ ଦୈନିକ ମୃତ୍ୟୁ

ଚୀନ୍; ଚୀନରେ ମାଡଚାଲିଛି କରୋନା ମହାମାରୀ । ସେଠାରେ ସ୍ଥିତି ଏପରି ହୋଇଛି ଯେ ଦିନକରେ ପ୍ରାୟ ୯ ହଜାର ଲୋକଙ୍କ ଜୀବନ ନେଉଛି ମହାମାରୀ । ଆଗକୁ ଆହୁରି ଭୟଙ୍କର ରୂପ ନେଇପାରେ କୋଭିଡ୍‌ ସଂକ୍ରମଣ । ବ୍ରିଟେନ୍‌ର ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ ଅନୁଯାୟୀ, ଚୀନରେ ଏବେ କୋଭିଡ୍ ମୃତ୍ୟୁ ସଂଖ୍ୟା
Read More...

ଶୁଭାରମ୍ଭ ହେଲା ସ୍ନାତକୋତ୍ତର, ମେଡିକାଲ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଶୁଭାରମ୍ଭ ହୋଇଛି ସ୍ନାତକୋତ୍ତର, ମେଡିକାଲ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ । ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁଭାରମ୍ଭ କରିବା ସହିତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି
Read More...

ନୂଆ ବର୍ଷରୁ ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ; ବିଶ୍ବରେ ପୁଣି ମୁଣ୍ଡ ଟେକିଲାଣି କରୋନା । ଚୀନ, ଆମେରିକା, ଜାପାନ ସମେତ ଅନେକ ଦଶରେ ମଧ୍ୟ କରୋନା ସଂକ୍ରମଣ ଅଣଆୟତ ହୋଇଛି । ଆଗକୁ କରୋନାର ୪ର୍ଥ ଲହର ଆସିବା ନେଇ ବୈଜ୍ଞାନିକ ଆକଳନ କରିଛନ୍ତି । ଭାରତରେ ଓମିକ୍ରନର BF.7 ଭ୍ୟାରିଏଣ୍ଟର କେସ୍ ମିଳିବା ପରେ ଲୋକମାନେ ଏହାକୁ ନେଇ
Read More...