Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ
Browsing Category
ସ୍ୱାସ୍ଥ୍ୟ
୨୦ ଦିନରେ ୨୫ କୋଟି ସଂକ୍ରମିତ
ନ୍ୟୁଜ୍ ବ୍ୟୁରୋ; ସାରା ବିଶ୍ୱକୁ ଘାରିଲାଣି କରୋନା ମହାମାରୀର ଚତୁର୍ଥ ଲହର ଚିନ୍ତା । ୯୧ ଦେଶକୁ କବଜ୍ଜାକୁ ନେଇଛି କରୋନାର ବିଏଫ-୭ ଭାରିଆଣ୍ଟ । ଚୀନ, ଜାପାନ, ଦକ୍ଷିଣ କୋରିଆରେ ଉପରମୁହାଁ ହୋଇଛ କରୋନା । ଜାପାନରେ ୧ ଲକ୍ଷ ୭୩ ହଜାର ଚିହ୍ନଟ ହୋଇଛି ଦୈନିକ ସଂକ୍ରମିତ ସଂଖ୍ୟା ।!-->…
Read More...
Read More...
କରୋନା ସଂକ୍ରମଣକୁ ନେଇ କଡାକଡି ହେଲା କଟକଣା
ନୂଅଦେିଲ୍ଲୀ; ବିଦେଶରେ ବଢ଼ୁଛି କରୋନା ସଂକ୍ରମଣ । ନୂଆବର୍ଷ, କ୍ରୀସମାସ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସ୍ବତନ୍ତ୍ର ଗାଇଡଲାଇନ । ଆତଙ୍କିତ ନହୋଇ ସତର୍କ ରହିବାକୁ ସବୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି । ଚୀନ , ଜାପାନ, ହଂକଂ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡରୁ ଆସିଲେ!-->…
Read More...
Read More...
ଦିନକରେ ୩ କୋଟି ୭୦ ଲକ୍ଷ ସଂକ୍ରମିତ ଚିହ୍ନଟ
ଚୀନ; ଚୀନରେ ପୁଣିଥରେ ଘାତକ ହେଲାଣି କରୋନା ମହାମାରୀ । ଚଳିତଥର ପୂର୍ବର ସବୁ ରେକର୍ଡ ଭାଙ୍ଗିପାରେ କୋଭିଡ୍ । ଗ୍ଲୋବାଲ ହେଲ୍ଥ ଇଂଟେଲିଜେନ୍ସ ସଂସ୍ଥା ଏୟାରଫିନିଟିର ଆକଳନ ଅନୁଯାୟୀ ଏହି ଲହର ସପ୍ତାହକରେ ଶୀର୍ଷ ଛୁଇଁବ । ଚଳିତ ସପ୍ତାହରେ ଦିନକରେ ପ୍ରାୟ ୩ କୋଟି ୭୦ ଲକ୍ଷ ଲୋକ କୋଭିଡରେ!-->…
Read More...
Read More...
କୋଭିଡ ସ୍ଥିତି ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ
ଭୁବନେଶ୍ବର; ଗତ କିଛି ଦିନ ଧରି ବିଦେଶରେ ବଢ଼ିଚାଲିଛି କରୋନା ସଂକ୍ରମଣ । ଏହାର ଭୟବହତା ନଜରରେ ରଖି ନୂଆ ଆଡଭାଇଜରି ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ସଚିବ ସାଲିନି ପଣ୍ଡିତ କହିଥିଲେ, ଆମ ରାଜ୍ୟରେ କରୋନା ସ୍ଥିତି ଭଲ ରହିଛି ।!-->…
Read More...
Read More...
ବୁଷ୍ଟର ଭାବେ ବୟସ୍କ ନେଇପାରିବେ ନାଜାଲ ଭାକସିନ
ନୂଆଦିଲ୍ଲୀ; ସାରା ବିଶ୍ୱରେ ମହାମାରୀ କାୟା ବିସ୍ତାର କରିଥିବା ବେଳେ ଏବେ ଦେଶରେ ବଢୁଛି କରୋନା ସଂକ୍ରମଣ । ଏହାକୁ ରୋକିବା ଲାଗି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବା ଆବଶ୍ୟକ ହେଲାଣି । ଏବେ ବୟସ୍କଙ୍କୁ ବୁଷ୍ଟର ଡୋଜ ଭାବେ ନାଜାଲ ଭାକ୍ସିନ ଦେବା ଲାଗି ପରାମର୍ଶ ଦେଇଛି ବିଶେଷଜ୍ଞ କମିଟି ।!-->…
Read More...
Read More...
ଘାରୁଛି କରୋନା ଚିନ୍ତା, ସତର୍କ ରହିବାକୁ ଆଇଏମଏର ଚେତାବନୀ
ପୁଣି କଡ଼ ଲେଉଟାଣି ମାରିଲାଣି ମହାମାରୀ କରୋନା । ଏନେଇ ଦେଶବାସୀଙ୍କୁ ସତର୍କ କରାଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏ। ଦେଶବାସୀଙ୍କୁ ତୁରନ୍ତ କୋଭିଡର ନିୟମ ପାଳନ କରିବା ସହିତ ସତର୍କ ସୂଚନା ଜାରି କରିଛି । ସଂସ୍ଥା ପକ୍ଷରୁ କୁହାଯାଇଛି କି, ସଂକ୍ରମଣରୁ ବର୍ତ୍ତିବାକୁ ହେଲେ!-->…
Read More...
Read More...
ସମ୍ ନର୍ସିଂ କଲେଜ ପକ୍ଷରୁ ନର୍ସମାନଙ୍କ ନିମନ୍ତେ କର୍ମଶାଳା
ଭୁବନେଶ୍ୱର,୨୧ /୧୨ : ରୋଗୀଙ୍କ ସେବା କରୁଥିବା ନର୍ସମାନେ ସେମାନଙ୍କର ଯତ୍ନ ନେବା ସହ ତାଙ୍କ ଚିକିତ୍ସା ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ଉଚିତ୍ । ଚିକିତ୍ସା କରିବା ସମୟରେ ସମସ୍ତ ପ୍ରକାର ତ୍ରୁଟିକୁ ଏଡାଇବା ନିମନ୍ତେ ଯତ୍ନବାନ ହେବା ଉଚିତ୍ । ଔଷଧ, ଏହାର ପାଶ୍ୱର୍!-->…
Read More...
Read More...
ସମଗ୍ର ବିଶ୍ୱରେ କରୋନା ସ୍ଥିତି ଅଣାୟତ୍ତ
ନୁଆଦିଲ୍ଲୀ; ଚୀନ ସମେତ ସମଗ୍ର ବିଶ୍ୱରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଗତ ସପ୍ତାହେ ମଧ୍ୟରେ କରୋନା ସଂକମ୍ରଣ ନେଇ ୩୬ ଲକ୍ଷ କେସ୍ ସାମ୍ନାକୁ ଆସିଥିବା ବେଳେ ଗତ ୭ ଦିନରେ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଚୀନ ପରେ ଆମେରିକା, ଜାପାନ, ବ୍ରାଜିଲ, ଦକ୍ଷିଣ କୋରିଆ, ଜର୍ମାନୀ!-->…
Read More...
Read More...
ଖାଁ ଖାଁ ଚୀନର ବେଜିଂ ସହର
ବେଜିଂ; ଚୀନରେ କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍ । ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ମହାମାରୀ । ଜିରୋ କୋଭିଡ୍ ପିଲିସି ଚୀନରେ ଫେଲ୍ ମାରିଛି । ସଂକ୍ରମଣ ବଢ଼ୁଥିବାରୁ ୨ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ବେଜିଂ ଜନଶୂନ୍ୟ ହୋଇପଡ଼ିଛି । ଏବେ ଏହାର ପ୍ରଭାବରେ ଦୋକାନ!-->…
Read More...
Read More...
ଜୀବନ ଯୁଦ୍ଧରେ ହାରିଗଲା ତନ୍ମୟ
ମଧ୍ୟପ୍ରଦେଶ; ଦୀର୍ଘ ୮୦ ଘଣ୍ଟାରୁ ଅଧିକ ସମୟର ଅପରେସନ ସତ୍ତ୍ୱେ ଜୀବନ ଯୁଦ୍ଧରେ ହାରିଗଲା ବୋରେୱେଲ ଭିତରେ ଫସି ଯାଇଥିବା ୮ ବର୍ଷର ବାଳକ ତନ୍ମୟ ସାହୁ। ଶେଷରେ ବୋରୱେଲ ଭିତରୁ ଉଦ୍ଧାର ହୋଇଛି ତନ୍ମୟର ମୃତଦେହ। ତନ୍ମୟର ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଛି!-->…
Read More...
Read More...