ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ
Browsing Category

ସ୍ୱାସ୍ଥ୍ୟ

କରୋନା ସଂକ୍ରମଣ ବଢ଼ାଇଲା ଚିନ୍ତା

ଭୁବନେଶ୍ବର: ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ୪ ଦିନ ହେବ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫ଶହ ଉପରେ ରହୁଛି । ଲୋକେ ଯେତେ କରୋନାକୁ ନିୟମକୁ ଅଣଦେଖା କରୁଛନ୍ତି, ଭୂତାଣୁ ସେତେ ମାତ୍ରାରେ ମାଡ଼ିଚାଲିଛି । ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ସମ୍ବଲପୁର ଆଦି ୪ ଜିଲ୍ଲା ରେଡ୍‌
Read More...

ପୁଣି ବଢ଼ିଲା କରୋନା ସଂକ୍ରମଣ

ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେବାରେ ଲାଗିଛି ଦୈନିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୧ କରୋନା ପଜିଟିଭ୍ ଚିହ୍ନଟ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୦ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ
Read More...

ଛଅ ମାସରୁ ପାଞ୍ଚ ବର୍ଷ ପିଲାଙ୍କୁ କରୋନା ଟିକା

୬ ମାସରୁ ଉର୍ଦ୍ଧ୍ୱ ପିଲାଙ୍କୁ ଦିଆଯିବ କରୋନା ଟିକା । ୬ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ କରୋନା ଟିକା ଦେବା ପାଇଁ ଅନୁମତି ଦେଇଛି ଆମେରିକା। ଫାଇଜର ଓ ମଡର୍ଣ୍ଣା ଟିକା ପିଲାଙ୍କୁ ଦିଆଯିବ । ସିଡିସିର ଅନୁମତି ପରେ ଟିକାକରଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଆସନ୍ତା ସପ୍ତାହରୁ ୬
Read More...

୫ଟି ସଚିବଙ୍କ ଓଲଟପୁର ଗସ୍ତ

ଆଠଗଡ: ଓଲଟପୁର ସ୍ଥିତ ‘ଏନଆଇଟିଏଆର’ ଅସ୍ଥି ଚିକିତ୍ସା କ୍ଷେତ୍ରରେ ଏକ ପ୍ରସିଦ୍ଧ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ । ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚିକିତ୍ସା ପାଇଁ ଶହ ଶହ ରୋଗୀ ଏଠାକୁ ଆସିଥାନ୍ତି । ରୋଗୀମାନେ ଯେପରି ସୁବିଧାରେ ଏହି ପ୍ରତିଷ୍ଠାନର ସ୍ୱାସ୍ଥ୍ୟ ସେବାର ସୁଯୋଗ
Read More...

ମହାରାଷ୍ଟ୍ରରେ ପୁଣି ବଢ଼ିଲା କରୋନା ସଂକ୍ରମଣ

ମହାରାଷ୍ଟ୍ର: କରୋନାର ତିନୋଟି ଲହରରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ଭିତରେ ମହାରାଷ୍ଟ୍ର ଥିଲା । ବିଶେଷକରି ମୁମ୍ବାଇ ସହରର ସଂକ୍ରମଣ ସବୁଠୁ ଚିନ୍ତାର କାରଣ ପାଲଟିଥିଲା । ଏବେ ପୁଣି ସେଠାରେ ସଂକ୍ରମଣ ବଢ଼ିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧୦୪୫ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ
Read More...

ମଙ୍କିପକ୍ସ ପାଇଁ କେନ୍ଦ୍ର ସରକାର ଆଣିଲେ ମାର୍ଗଦର୍ଶିକା

ନୂଆଦିଲ୍ଲୀ: ବିଶ୍ୱରେ ଦୃତ ଗତିରେ ବ୍ୟାପିବା ଆରମ୍ବ କରିଛି ମଙ୍କିପକ୍ସ ସଂକ୍ରମଣ । ଏ ପର୍ଯ୍ୟନ୍ତ ବିଶ୍ୱର ୨୩ଟି ଦେଶରେ ବ୍ୟାପିସାରିଛି ଏହି ମାରାତ୍ମକ ଭୂତାଣୁ । ସାରା ବିଶ୍ୱରେ ମୋଟ ୨୫୭ ଜଣ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇସାରିଛନ୍ତି । ଏହାରି ଭିତରେ ମଙ୍କିପକ୍ସକୁ ନେଇ ନୂଆ
Read More...

ମଙ୍କିପକ୍ସକୁ ନେଇ ସତର୍କ କରାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଙ୍ଗଠନ

କରୋନା ପରେ ଏବେ ବିଶ୍ବରେ ମଙ୍କିପକ୍ସ ଭୂତାଣୁ ନୂଆ ଆତଙ୍କ ସୃଷ୍ଟି କରିଛି । ୧୨ଟି ରାଷ୍ଟ୍ରରେ ଏହି ଭୂତାଣୁ ପହଞ୍ଚି ସାରିଥିବା ବେଳେ ବ୍ରିଟେନ୍‌ରେ ଏବେ ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି। ବ୍ରିଟେନ୍‌ ସ୍ବାସ୍ଥ୍ୟ ବିଭାଗ ଏହାକୁ ନେଇ ହାଇଆଲର୍ଟ ଜାରି କରିଛି। ଏଯାଏଁ ସାରା ବିଶ୍ୱରେ ଶହେରୁ
Read More...

ଏବେ ଡରାଇଲାଣି ମଙ୍କିପକ୍ସ

ନୂଆଦିଲ୍ଲୀ : ଆମେରିକା ଓ ବ୍ରିଟେନ ସମେତ ଏକାଧିକ ଦେଶରେ ମଙ୍କିପକ୍ସ ଭୂତାଣୁ ବ୍ୟାପିବା ପରେ ବନ୍ଦର ଓ ବିମାନ ବନ୍ଦରଗୁଡିକୁ ଆଲର୍ଟ କରିଛନ୍ତି କେନ୍ଦ୍ର ସରକାର । ମଙ୍କିପକ୍ସ ଆକ୍ରାନ୍ତ ଦେଶରୁ ଆସୁଥିବା ଯେକୌଣସି ଅସୁସ୍ଥ ବ୍ୟକ୍ତିଙ୍କ ଉପରେ ସତର୍କ ନଜର ରଖିବାକୁ କୁହାଯାଇଛି ।
Read More...

ଆଗକୁ ବଢ଼ିପାରେ କରୋନା ସଂକ୍ରମଣ

ଆସନ୍ତା ୩ ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଛି। ସତର୍କ କରାଇଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ରାଜ୍ୟ ସରକାର କରୋନା ଲଢେଇ ପାଇଁ ପ୍ରସ୍ତୁତ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ଵାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ
Read More...

ମୋଦୀଙ୍କ କୋଭିଡ୍ ସମୀକ୍ଷା

କରୋନା ସ୍ଥିତି ନେଇ ଭର୍ଚ୍ଚୁଆଲ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି, ଟିକାକରଣ କରୋନା ମୁକାବିଲା ପାଇଁ ବଡ ଅସ୍ତ୍ର। ବର୍ତ୍ତମାନ କିଛି ରାଜ୍ୟରେ ସଂକ୍ରମଣ ବଢୁଛି । ତେଣୁ ଆମକୁ ସତର୍କ ରହିବାକୁ
Read More...