Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗେରୁଆ ରଙ୍ଗ ହେବ ସରକାରୀ ସ୍କୁଲ
ପୁରୀ ସମ୍ବଲପୁର, ଓ ରାଉରକେଲାରେ ଖୁବଶୀଘ୍ର ହେବ ପୌର ନିର୍ବାଚନ: ମନ୍ତ୍ରୀ
ଦିନିକିଆରୁ ଅବସର ଘୋଷଣା କଲେ ଷ୍ଟିଭ୍ ସ୍ମିଥ୍
ଭୁବନେଶ୍ଵର ଡିସିପି ଭାବେ ଦାୟିତ୍ଵ ନେଲେ ଜଗମୋହନ ମୀନା
Browsing Category
ସ୍ୱାସ୍ଥ୍ୟ
ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ କଟକ, ଖୋର୍ଧା ସାମିଲ
ସାରା ରାଜ୍ୟର ଏଯାଏ ୨୬ଟି ଜିଲ୍ଲା ଯୋଜନାରେ ସାମିଲ ହେଲେଣିକଟକର ୧୮ ଲକ୍ଷ ଓ ଖୋର୍ଦ୍ଧାର ୧୪ ଲକ୍ଷ ଲୋକ ପାଇବେ ସୁବିଧାଓଡିଆ ସ୍ୱାଭିମାନର ସୁରକ୍ଷା ପାଇଁ ଲଢେଇ ଜାରି ରହିବ : ମୁଖ୍ୟମନ୍ତ୍ରୀବିଶ୍ୱନାଥ ପଣ୍ଡିତ ପାଠାଗାରକୁ ଅତ୍ୟାଧୁନିକ କରାଯିବାକୁ ଘୋଷଣାକଟକରେ ୨୫୦୦ କୋଟି ଓ ଖୋର୍ଦ୍ଧାରେ!-->…
Read More...
Read More...
ନବୀନ ହେଲଥ କାର୍ଡ: ମାଲକାନଗିରିରୁ ଆରମ୍ଭ, ଯାଜପୁରରେ ଶେଷ
ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଖେଳିଦେଲା ବଡଧରଣର ରାଜନୈତିକ ଖେଳସରକାରଙ୍କ କାର୍ଯ୍ୟକ୍ରମ ଧରି ଅଧା ଓଡ଼ିଶା ବୁଲିଆସିଲେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ୍ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ, ଶହ ଶହ କୋଟିର ପ୍ରକଳ୍ପ ଭେଟିଦେଲେ ଲୋକଙ୍କୁଏପଟେ ରାଜ୍ୟର ୩୦ ଜିଲ୍ଲାରେ ସଂଗଠନକୁ ସକ୍ରିୟ!-->…
Read More...
Read More...
ଓମିକ୍ରନକୁ ନେଇ ବଡ଼ ଖବର ଦେଲା ‘ହୁ’
ଡେଲଟା ଠାରୁ ଓମିକ୍ରନ ହେଉଛି ଅଧିକ ସଂକ୍ରାମକ ତୃତୀୟ ଲହର ନେଇ ଆଶଙ୍କା ପ୍ରକାଶ କଲେଣି ବିଶେଷଜ୍ଞଆନ୍ଧ୍ରପ୍ରଦେଶ, କେରଳ ଓ ଚଣ୍ଡିଗଡକୁ ଛୁଇଁଗଲା ଓମିକ୍ରନ୍ଭାରତରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୮ ଛୁଇଁଲା
ଜେନେଭା/ ନୂଆଦିଲ୍ଲୀ: କରୋନାର ଡେଲଟା ପ୍ରଜାତି ଅପେକ୍ଷା ଓମିକ୍ରନ୍!-->!-->!-->…
Read More...
Read More...
ଗଞ୍ଜାମ ପାଇଁ ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
୨୬ଲକ୍ଷ ୭୬ ହଜାର ଲୋକ ପାଇବେ ସୁବିଧା ୨୬ଲକ୍ଷ ୭୬ ହଜାର ଲୋକ ପାଇବେ ସୁବିଧା ୨୧୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ମଧ୍ୟ ଉଦ୍ଘାଟନ ଓ ଶୁଭାରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର ସ୍ମାର୍ଟ ହେଲଥ କାର୍ଡ ରାଜ୍ୟ ବାସୀଙ୍କ ପାଇଁ ସରକାର ଙ୍କ ଶ୍ରେଷ୍ଠ ଉପହାର ।
ମୁଖ୍ୟମନ୍ତ୍ରୀ!-->!-->!-->…
Read More...
Read More...
କୋଭିଡ୍ ନିୟମର ଖୋଲା ଉଲ୍ଲଂଘନ ଚାଲିଛି, ଓମିକ୍ରନକୁ ଆମନ୍ତ୍ରଣ
ନୂଆଦିଲ୍ଲୀ/ ଭୁବନେଶ୍ବର: ଗୋଟିଏ ପରେ ଗୋଟିଏ ଦେଶ ଏବଂ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଡେଉଁଛି କରୋନାର ନୂଆ ପ୍ରଜାତି ଓମିକ୍ରନ୍। ପୂରା ବିଶ୍ବରେ ଆତଙ୍କ ଖେଳାଇଲାଣି। ଆଶ୍ବସ୍ତିର କଥା ହେଲା, ଓଡ଼ିଶା ଉପରେ ଓମିକ୍ରନ ନଜର ଏଯାଏ ପଡ଼ିନାହିଁ। କିନ୍ତୁ ଭୟ ବଢ଼ିଲାଣି। କାରଣ ଭାରତର ଯେଉଁ!-->…
Read More...
Read More...
ଚିକିତ୍ସା କ୍ଷେତ୍ରରେ ସାମ୍ନାକୁ ଆସିଲା ଏମିତି ଚିତ୍ର ଯାହା ମୁଣ୍ଡ ଘୁରାଇଦେବ
ନୂଆଦିଲ୍ଲୀ: ସ୍ଥିତି ଏତେ ଗମ୍ଭୀର ଯେ ଦେଶରେ ଯେତିକି ଶଯ୍ୟା ରହିଛି ତାର ମାତ୍ର ୩ରୁ ୫ ପ୍ରତିଶତ ଯାଏ ଶଯ୍ୟା ଜରୁରୀକାଳୀନ ବିଭାଗରେ ଉପଲବ୍ଧ। ଏମ୍ସର ଜରୁରୀକାଳୀନ ଚିକିତ୍ସା ବିଭାଗ ଦେଶର ୨୮ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୩୪ଟି ଜିଲ୍ଲା ଅନ୍ତର୍ଗତ ଉଭୟ ସରକାରୀ ଓ ବେସରକାରୀ!-->…
Read More...
Read More...
ଡରାଇଲାଣି ଓମିକ୍ରନ୍, କ୍ଷୀପ୍ରଗତିରେ ମାଡ଼ୁଛି
ଦୁଇ ସପ୍ତାହରେ ଦୁଇଟି ଦେଶରୁ ୫୯ ଦେଶକୁ ଡେଇଁଲାଣିଭାରତରେ ୩୨ଜଣଙ୍କ ଠାରେ ଚିହ୍ନଟ, ମହାରାଷ୍ଟ୍ରରେ ଅଧିକଓଡ଼ିଶାରେ ପରୀକ୍ଷା ପାଇଁ ଯାଇଥିଲା ୪ନମୁନା, ଓମିକ୍ରନ୍ ମିଳିଲାନି
ନୂଆଦିଲ୍ଲୀ: ଗୋଟିଏ ଗୋଟିଏ କରି ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଆରମ୍ଭ କରିଛି।!-->!-->!-->…
Read More...
Read More...
ବୁଷ୍ଟର ଡୋଜ କୁ ମିଳିବ କି ଅନୁମତି ?
କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ସାରା ଦେଶରେ ଏହାକୁ ନେଇ ତର୍କ ବିତର୍କ ଓ ଗବେଷଣା ଚାଲିଛି । ବୁଷ୍ଟର ଡୋଜ ନେବା କେତେ ଆବଶ୍ୟକ ସେ ନେଇ ଆଲୋଚନା ହେଉଛି । କରୋନାରୁ ବର୍ତ୍ତିବା ପାଇଁ ବୁଷ୍ଟର ଡୋଜ ଦେବାକୁ ଦାବି ହେଉଛି । ତେବେ ଭାରତରେ ବୁ୍ଷ୍ଟର ଡୋଜ!-->…
Read More...
Read More...
କୋଭିସିଲ୍ଡରେ ପ୍ରସ୍ତୁତିରେ ଥିଲା ବଡ ଭୂମିକା, ଏବେ ଆଉ ନାହାନ୍ତି
ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ସୁରେଶ ଯାଦବଙ୍କର ପରଲୋକ ହୋଇଛ। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ବହୁତ ଦିନରେ ଅସୁସ୍ଥ ଥିବା ବେଳେ ଗତକାଲ ସାୟଦ୍ରି ହସ୍ପିଟାଲରେ ଆଖିବୁଜିଛନ୍ତି। କୋଭିଡ ଟିକା ତିଆରି ଗବେଷଣା ଓ ବିକାଶ କରିବା!-->…
Read More...
Read More...
‘ଓମିକ୍ରନରେ ଅଧିକ ସଂକ୍ରମିତ ହେଉଛନ୍ତି ଛୋଟ ପିଲା’
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ବ୍ୟାପୁଥିବା କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସବୁଆଡେ ଭୟର ବାତାବରଣ। ଏହାରି ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଛୋଟ ପିଲାଙ୍କୁ ଅଧିକ ସଂକ୍ରମିତ କରୁଛି କରୋନାର ଏହି ନୂଆ ପ୍ରଜାତି। ‘ହୁ’ ୟୁରୋପ କାର୍ଯ୍ୟାଳୟ!-->…
Read More...
Read More...