Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍ ନିକଟରେ ତାଳଚେର-ପୁରୀ ଟ୍ରେନ୍ର ଇଞ୍ଜିନ୍ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC
Browsing Category
ସ୍ୱାସ୍ଥ୍ୟ
ଆଇସିଏମଆରରୁ ଆସିଲା ପୁଣି ବଡ଼ ଖବର
ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ କୋଭିଡ -୧୯ ର ସମ୍ପ୍ରସାରଣ ଜାଣିବା ପାଇଁ ଜନସଂଖ୍ୟା ଉପରେ କରାଯାଇଥିବା ସର୍ଭେରେ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସର୍ଭେ ରିପୋର୍ଟ ପ୍ରକାଶ କରିଛି ଯେ କଣ୍ଟେଣ୍ଟମେଣ୍ଟ ଜୋନ୍ ଏବଂ ହଟସ୍ପଟ ନିକଟରେ ରହୁଥିବା ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ!-->…
Read More...
Read More...
କରୋନା କେତେ ଏମାନଙ୍କ ପାଇଁ ବିପଦ
ବ୍ରିଟେନ: ନବଜାତକ ଜନ୍ମର ୧୨ ଘଣ୍ଟା ମଧ୍ୟରେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହାକୁ ବିଶ୍ବର ପ୍ରଥମ ଘଟଣା ବୋଲି କୁହାଯାଉଛି। କରୋନା ସଂକ୍ରମିତ ୬ଜଣ ଗର୍ଭବତୀ ମହିଳାଙ୍କ ଶିଶୁଙ୍କ ଠାରେ କରୋନା ଚିହ୍ନଟ କରିଛନ୍ତି। ଏଥିସହିତ ବୈଜ୍ଞାନିକମାନେ ପିଲାମାନଙ୍କ!-->…
Read More...
Read More...
ଓଡ଼ିଶା ସଂପର୍କରେ ବଡ଼ କଥାଟେ କହିଦେଲେ ପ୍ରଫେସର ଶ୍ରୀନାଥ ରେଡ୍ଡି
କରୋନା ସଂକ୍ରମଣ ବୃଦ୍ଧି ପାଇବା ଉଦବେଗଜନକ, ଚିନ୍ତାଜନକ ବିମେ' ପରିବର୍ତେ ମାର୍ଚ୍ଚରେ ପ୍ରବାସୀଙ୍କୁ ଫେରାଇବା ଉଚିତ୍ ଥିଲାଫେରିଥିବା ପ୍ରବାସୀ ସଂକ୍ରମଣରେ ଏକ ବଡ଼ ଧରଣର ବୃଦ୍ଧି ଘଟାଇବା ସମ୍ଭାବନା କମ୍ଗ୍ରାମୀଣ ଭାରତରେ ସହରୀ ଭାରତ ତୁଳନାରେ ଗତିଶୀଳତା ବହୁତ କମ୍ ଅଟେ ଓଡିଶା ପରି ରାଜ୍ୟ!-->…
Read More...
Read More...
ସପୁରୀ ଶରୀର ପାଇଁ କେତେ ଉପକାରୀ
ଗ୍ରୀଷ୍ମ ଋତୁରେ, ବିଭିନ୍ନ ପ୍ରକାର ଫଳ ମିଳିଥାଏ, ଯେଉଁଥିରେ ପାଣିର ପରିମାଣ ଅଧିକ ଥାଏ। | ବିଶେଷକରି ତରଭୁଜ, ଧନିଆ ପତ୍ର, ଆମ୍ବ ସପୁରୀ ଏବଂ କାକୁଡିରେ ଅଧିକ ଜଳ ଥାଏ | ଗ୍ରୀଷ୍ମ ଋତୁରେ ସେଗୁଡିକ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ | ବିଶେଷକରି କରୋନା ଜୀବାଣୁ!-->!-->!-->!-->!-->…
Read More...
Read More...
ପୁଣି ଡରାଇଲେଣି ସ୍ବାସ୍ଥ୍ୟ ବିଶେଷଜ୍ଞ
ଗୋଟିଏ ସପ୍ତାହରେ ୬୧ହଜାର କରୋନା ସଂକ୍ରାନ୍ତ ମାମଲାକେବଳ ଶୁକ୍ରବାର ଭାରତରେ ୯୮୫୧ଟି ମାମଲା ରୁଜୁସ୍ଥିତି ନ ବଦଳିଲେ, ପୁଣି ତାଲା ବନ୍ଦ ଏକମାତ୍ର ବାଟ ଓଡ଼ିଶାରେ ସର୍ବାଧିକ ୧୭୩ କରୋନା ସଂକ୍ରମିତ ଚିହ୍ନଟଶନିବାର ଓ ରବିବାର ଦୁଇଦିନ ୧୧ଟି ଜିଲ୍ଲା ସଟଡାଉନ୍
ନୂଆଦିଲ୍ଲୀ: ଦୀର୍ଘ ସମୟର!-->!-->!-->…
Read More...
Read More...
କରୋନାକୁ ନେଇ ବଡ଼ ଖବର
ଭୁବନେଶ୍ବର: ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁଗଲା କରୋନା। ଗୁରୁବାର ଯେଉଁ ଚିତ୍ର ସାମ୍ନାକୁ ଆସିଛି, ସେଥିରୁ ଜଣାପଡ଼ିଛି ଯେ ୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ ସଙ୍ଗରୋଧରେ ନ ଥିଲେ। ଅର୍ଥାତ୍ ବାହାରର ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଏଥିସହିତ ଓଡ଼ିଶାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୪୭୮ରେ!-->…
Read More...
Read More...
କାହିଁକି କ୍ଷୀର ଆମ ପାଇଁ ଉପଯୋଗୀ?
ଆଜି ବିଶ୍ବ କ୍ଷୀର ଦିବସ, ୨୦ବର୍ଷ ହେଲା ପାଳନ ହେଉଛି
ଭୁବନେଶ୍ବର: ପ୍ରାଚୀନ କାଳରୁ କ୍ଷୀରର ମହତ୍ତ୍ବ ରହିଛି। ଜୁନ୍ ପହିଲାକୁ (ଆଜି) ପ୍ରତିବର୍ଷ ବିଶ୍ୱ ଦୁଗ୍ଧ ଦିବସ ଭାବରେ ପାଳନ କରାଯାଏ। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ଏହି ଅଭିଯାନ ୨୦୦୧ ରେ ଆରମ୍ଭ ହୋଇଥିଲା।!-->!-->!-->…
Read More...
Read More...
ଲୋକଙ୍କ ସ୍ବାର୍ଥ ପାଇଁ କେବଳ
କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ କଠୋରଜୀବନ ସହିତ ଜୀବିକାର ଭାରସାମ୍ୟ ରହିଛିଜୁଲାଇ ୩୧ ଯାଏ ଖୋଲିବନି ସ୍କୁଲ, କଲେଜଜୁନ୍ ୩୦ ଭିତରେ ମନ୍ଦିର, ମଲ୍,ଜିମ୍ ଖୋଲିବନି୧୧ ଜିଲ୍ଲାରେ ସପ୍ତାହରରେ ଦୁଇଦିନ ପାଇଁ ସଟଡାଉନ୍
ଭୁବନେଶ୍ବର: କରୋନାର ଗୋଷ୍ଠୀ ସଂକ୍ରମଣ ଭୟ ନେଇ ଜାତୀୟସ୍ତରରେ!-->!-->!-->…
Read More...
Read More...
ଆଉ ଗୋଟିଏ ମାସ ଚ୍ୟାଲେଞ୍ଜ: ନବୀନ
ଭୁବନେଶ୍ବର: ରାଜ୍ୟରେ କରୋନା ମୁକାବିଲା ସ୍ଥିତି ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ବଡ଼ ଆହ୍ବାନ ରାଜ୍ୟ ସାମ୍ନାରେ ରଖିଛନ୍ତି। ବିଭିନ୍ନ ବିଭାଗର ସଚିବଙ୍କ ସହିତ କଥାବାର୍ତା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିମାନ ଏବଂ ରେଳ ଖୋଲିବା ପରିପ୍ରେକ୍ଷୀରେ!-->…
Read More...
Read More...
ସଙ୍ଗରୋଧ କେନ୍ଦ୍ରରୁ ଆସୁଛି ବଡ଼ ବିପଦ
୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଟପିଗଲାମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ ଛୁଇଁଲା, ଗଞ୍ଜାମରେ ୨୧୦ପଞ୍ଚାୟତକୁ ୟୁନିଟ୍ କରି ପ୍ରଶାସକ ନିଯୁକ୍ତି କରିବାର ବେଳ ଆସିଲାଣିସଙ୍ଗରୋଧ କେନ୍ଦ୍ର ଭୂତାଣୁ ଡେଇଁଲେ ପରିସ୍ଥିତି ଅଣାୟତ ହୋଇଯାଇପାରେ
ଭୁବନେଶ୍ବର: ମାର୍ଚ୍ଚ ୧୫, ୨୦୨୦।!-->!-->!-->…
Read More...
Read More...