Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍ ନିକଟରେ ତାଳଚେର-ପୁରୀ ଟ୍ରେନ୍ର ଇଞ୍ଜିନ୍ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC
Browsing Category
ସ୍ୱାସ୍ଥ୍ୟ
ପୁଣି ଜଣେ ବିଜେଡି ବିଧାୟକଙ୍କୁ କରୋନା
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଟପିଲା
ଭୁବନେଶ୍ବର: କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଳେ ଜଣେ ପରେ ଜଣେ ରାଜନୈତିକ ନେତା ମଧ୍ୟ ସଂକ୍ରମିତ ହେବାରେ ଲାଗିଛନ୍ତି। ଗତକାଲି ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ଓଏ୍ବସ୍ଆଇସି ଅଧ୍ୟକ୍ଷ!-->!-->!-->…
Read More...
Read More...
ଟେଷ୍ଟିଂ ପାଇଁ ସ୍ବେଚ୍ଛାକୃତଭାବେ ଆଗେଇ ଆସ; ଆହ୍ବାନ ଦେଲେ ନବୀନ
ପଇସା ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁରାଜ୍ୟ ସରକାର ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି: ମୁଖ୍ୟମନ୍ତ୍ରୀଟେଷ୍ବିଂ ପାଇଁ ବିଡିଓ, ପଞ୍ଚାୟତ ପ୍ରତିନିଧି ସଚେତନତା ଅଭିଯାନ କରିବାକୁ ନିର୍ଦେଶ ଅଗଷ୍ଟ ୧୫ରେ ପ୍ଲାଜ୍ମା ଦାତାଙ୍କୁ ଜିଲ୍ଲାସ୍ତରରେ ସମ୍ବର୍ଧିତ!-->…
Read More...
Read More...
କୋଭିଡ୍ କେନ୍ଦ୍ରରେ ଅଗ୍ନିକାଣ୍ଡ, ୧୧ ମୃତ
ଗୁଜରାଟ ପରେ ଆନ୍ଧ୍ରପ୍ରଦେଶରେ ଅଭାବନୀୟ ଘଟଣା
ବିଜୟୱାଡା: ଗୁଜରାଟ ପରେ ଆନ୍ଧ୍ରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। କୋଭିଡ୍ ସଂକ୍ରମିତ ରହୁଥିବା ଏକ ହୋଟେଲରେ ଆଜି ଭୟାବହ ଅଗ୍ନିକାଣ୍ଡରେ ୧୧ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ସଂଖ୍ୟା ବଢିପାରେ। ରବିବାର ପୂର୍ବାହ୍ନରେ!-->!-->!-->…
Read More...
Read More...
ବଡ଼ ଆଶା ଦେଖାଇଲେ ନବୀନ, ନଭେମ୍ବର ସୁଦ୍ଧା କୋଭିଡ୍ ଟିକା
ସେରମ୍ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହେଲେଓଡ଼ିଶାରେ ଟିକାକରଣ ପାଇଁ ସହଯୋଗ ଲୋଡ଼ିଲେ, ରାଜ୍ୟର ମୁକାବିଲା ମିଳିଲା ପ୍ରଶଂସା
ଭୁବନେଶ୍ବର: ଗୋଟିଏ ପଟେ ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟପଟରେ!-->!-->!-->!-->!-->…
Read More...
Read More...
ଆସନ୍ତା କାଲି ଠାରୁ ଗଞ୍ଜାମରେ ପ୍ଲାଜ୍ମା ଥେରାପି
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।
ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ!-->!-->!-->…
Read More...
Read More...
ବିପଦ ଟାଣିଆଣୁଛି କରୋନା
ଭୁବନେଶ୍ବର: କୋଭିଡ ଚିକିତ୍ସା କରୁଥିବା ବେଳେ ଜଣେ ଆୟୁଷ ଡାକ୍ତରଙ୍କର ଆଜି ମୃତ୍ୟୁ ଘଟିିଛି। ଡାକ୍ତର ପ୍ରଦୀପ ତ୍ରିପାଠୀ ବୌଦ୍ଧ ଜିଲ୍ଲାର ଚାରିଛକ ଠାରେ କାର୍ଯ୍ୟରତ ଥିଲେ। ତାଙ୍କ ଘର ଗଞ୍ଜାମ ଜିଲ୍ଲାର ଧରାକୋଟ ଅଞ୍ଚଳରେ। ତାଙ୍କ ସ୍ବାବ୍ ପରୀକ୍ଷା ପାଇଁ ଯାଇଥିବା ସୂଚନା ମିଳିଛି।
!-->!-->!-->…
Read More...
Read More...
ଅତି ଭୀଷଣ ହେଉଛି କରୋନା
ବିଧାୟକ ସଂକ୍ରମିତ, ବିଧାନସଭା କମିଟି ବୈଠକ ବାତିଲ୍ଅତି ଜରୁରୀ ନ ଥିଲେ କଟକର ୪ ମେଡ଼ିକାଲକୁ ନଯିବାକୁ ଜିଲ୍ଲାପାଳଙ୍କ ନିର୍ଦେଶକଦେଶର ପରିସ୍ଥିତି ବି ଗୁରୁତର, ୨୪ ଘଣ୍ଟାରେ ୪୨୫ ଜଣଙ୍କର ମୃତ୍ୟୁ
ଭୁବନେଶ୍ବର: ଯାହା ପୂର୍ବରୁ ଆକଳନ କରାଯାଉଥିଲା, ତାହା ଏବେ ବାସ୍ତବ ରୂପ ନେବା ଆରମ୍ଭ!-->!-->!-->…
Read More...
Read More...
କରୋନାର ବିପଜ୍ଜନକ ଦିଗ ସାମ୍ନାକୁ ଆସିଲା
ଆଦୌ ରୋଗ ନଥାଇ କରୋନା ମୃତ୍ୟୁ ବଢ଼ୁଛି ଅଧାରୁ ଅଧିକ ବୟସ୍କ ଲୋକଙ୍କର ମୃତ୍ୟୁ ହୋଇଛିଏକ ତୃତୀୟାଂଶ ମୁଖ୍ୟ ରୋଜଗାର ବୟସରେ ପ୍ରାଣ ହରାଇଲେଓଡ଼ିଶାରେ ପୁଣି ୪୯୫ ସଂକ୍ରମିତ, ୫ଜଣଙ୍କର ମୃତ୍ୟୁଗଞ୍ଜାମର ଦୁଇ ଯୁବକଙ୍କର କୌଣସି ରୋଗ ନଥିଲା
ଭୁବନେଶ୍ବର: ଯାହା ଆଶଙ୍କା କରାଯାଇଥିଲା, ତାହା!-->!-->!-->…
Read More...
Read More...
୩ ଦିନରେ ହଜାରେଙ୍କୁ ଧରିଲା କରୋନା
ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କରୋନା ସଂକ୍ରମିତ ଠାବ୫୬୧ଙ୍କ କରୋନା ପଜିଟିଭ୍ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୨୯କୁ ଛୁଇଁଲାଗଞ୍ଜାମ ଜିଲ୍ଲାରେ କରୋନା ଆୟତ୍ତ ହେବାର ନା ଧରୁନି, ଦିନକରେ ୨୮୩ ଜୁଲାଇ ଆରମ୍ଭରୁ ରାଜ୍ୟରେ ଗମ୍ଭୀର ସ୍ଥିତି ସୃଷ୍ଟି କଲାଣି ଭୂତାଣୁ
ଭୁବନେଶ୍ବର: ଜୁଲାଇ ମାସ!-->!-->!-->…
Read More...
Read More...
ନବୀନ କରିସ୍ମା: ରେକର୍ଡ ମୁହାଁ ଓଡ଼ିଶା
ଭାରତରେ ଦ୍ରୁତଗତିରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟାମହାରାଷ୍ଟ୍ର ସ୍ଥିତି ସଙ୍ଗିନ୍, ମୃତ୍ୟୁ ସଂଖ୍ୟା ୩୪୩୮ ଛୁଇଁଲାଣି
ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଏବେ ନିଦ ହଜାଇବା ଆରମ୍ଭ କଲାଣି। ଗୁରୁବାର ସ୍ବାସ୍ଥ୍ୟମନ୍ତ୍ରାଳୟ ଯେଉଁ ତଥ୍ୟ ରଖିଛନ୍ତି, ତାହା ସୂଚାଉଛି ଯେ ୨୪ ଘଣ୍ଟା!-->!-->!-->…
Read More...
Read More...